ସୌମ୍ୟଙ୍କର ଜୀବନ ଯିବା ପରେ ଗୀତ “ସୋନାଲି ତତେ ଭଲ ପାଇଁ ଭୁଲ କଲି” ନିଆଁ ପରି ସୋସିଆଲ ମିଡିଆରେ ଭାଇରଲ ହେଉଛି ଏ ଗୀତ,ଦେଖନ୍ତୁ ଭିଡ଼ିଓ

ଗୀତଟି କିଛି ଏହିପରି ଯେ “ସୋନାଲି…ତୋତେ ଭଲ ପାଇ ଭୁଲ କଲି…ତାରକା ଓ ଚାନ୍ଦରେ ମେଳରେ ତୋ ପ୍ରେମରେ ମୁଁ ହଜିଗଲେ…କିନ୍ତୁ ତୋ ପ୍ରେମ ଯେ କେବଳ ଛଳନା ଥିଲା ତାହା ଆଜି ମୁଁ ବୁଝିଗଲି….ସୋନାଲି ତୋତେ ଭଲ ପାଇ ଭୁଲ କଲି”।ବନ୍ଧୁଗଣ ଏହି କଥାଟି ଆମେ କହୁନାହଁ ମାତ୍ର ଏହିସବୁ କଥା ହେଉଛି ସୌମ୍ୟଙ୍କର ହୃଦୟ ଯିଏକି ନିଜ ପ୍ରେମ ପାଇଁ ଆଜି ନିଜ ଜୀବନକୁ ଦେଇଦେଲେ । ତେବେ ସୌମ୍ୟଙ୍କର ସ୍ମୃତିରେ ଏହି ଗୀତଟି ଜଣେ ଗାୟକ ଗାଇଛନ୍ତି ।

ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରଲ ହେବାରେ ଲାଗିଛି । ଯାହାକୁ ଏବେ ପର୍ଯ୍ୟନ୍ତ ୩୬ ଲକ୍ଷରୁ ମଧ୍ୟ ଅଧିକ ଲୋକ ସେୟାର ଓ ଲାଇକ୍ କରି ସାରିଲେଣି । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଜାଣିଥିବେ ନିଶ୍ଚିତ କି ନିକଟରେ ରାଜଧାନୀ ଭୁବନେଶ୍ବରର ସୌମ୍ୟରଞ୍ଜନ ଶତପଥୀ ନାମକ ଜଣେ ଯୁବକ, ତାଙ୍କର ପ୍ରେମିକା ସୋନାଲି ନନ୍ଦଙ୍କର ପ୍ରତାରଣା କୁ ସହ୍ୟ କରି ନପାରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି । ତେବେ ଯୁବତୀଙ୍କର ପ୍ରେମରେ ପାଗଳ ହୋଇ ତାଙ୍କ ପାଇଁ ଅନେକ କିଛି କରିଥିଲେ ସୌମ୍ୟ ମାତ୍ର ଶେଷରେ ଯୁବତୀ ସୋନାଲି ଅନ୍ୟ ଜଣେ ପୁଅ ପାଇଁ ସୌମ୍ୟଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଦେଲେ ।

ତେବେ ବର୍ତ୍ତମାନ ଏନେଇ ଅନେକ ପ୍ରକାରର ଅଡିଓ ଓ ଭିଡ଼ିଓ ସବୁ ଦେଖିବାକୁ ମିଳୁଛି ଯାହା ସବୁ ଦେଖିବା ପରେ ଆପଣ ନିଶ୍ଚିତ ହୋଇଯିବେ କି ସୋନାଲି ହିଁ ସୌମ୍ୟଙ୍କର ମୃତ୍ୟୁ ପାଇଁ ଦାୟୀ ଅଟନ୍ତି ବୋଲି । ତେବେ ଏହା ମଧ୍ୟ ସତ୍ୟ କଥା ଅଟେ, କାରଣ ସୌମ୍ୟ ତ ସୋନାଲିଙ୍କୁ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲପାଉ ଥିଲେ ମାତ୍ର ସୋନାଲି ସ୍ବାର୍ଥପର ଥିଲେ ସେ ଅନ୍ୟଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ତେବେ ସେ ଯେ କେବଳ ସୌମ୍ୟଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ତାହା ନୁହେଁ ବରଂ ସୌମ୍ୟଙ୍କୁ ପ୍ରତାରଣା କରିବା ସହ ତାଙ୍କୁ ମାନସିକ ସ୍ତରରେ ବହୁତ ନିର୍ଯ୍ୟାତନା ଦେଉଥିଲେ ।

ସୌମ୍ୟଙ୍କୁ ସେ ଏହିଭଳି ଭାବରେ ଟର୍ଚର୍ କରୁଥିଲେ କି ଶେଷରେ ସେ ନିଜର ଜୀବନ ଦେବାକୁ ତଥା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଗଲେ । ତେବେ ଏହି ଘଟଣାକୁ ନେଇ ଓଡ଼ିଆ ଇନ୍ଦ୍ରଷ୍ଟିର ଜଣେ ଗାୟକ ସୋନାଲିଙ୍କର ନାମରେ ଏକ ଗୀତ ଗାଇଛନ୍ତି ଯାହା ଏହିପରି ରହିଛିକି “ସୋନାଲି….ତୋତେ ଭଲ ପାଇ ଭୁଲ କଲି… ତାରିକା ଓ ଚାନ୍ଦରେ ମେଳରେ ତୋ ପ୍ରେମରେ ମୁଁ ହଜିଗଲେ…. କିନ୍ତୁ ତୋ ପ୍ରେମ ଯେ କେବଳ ଛଳନା ଥିଲା ତାହା ଆଜି ମୁଁ ବୁଝିଗଲି…ସୋନାଲି ତୋତେ ଭଲ ପାଇ ଭୁଲ କଲି”। ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରଲ ହେଉଛି, ଲୋକମାନେ ମଧ୍ୟ ଏହି ଗୀତଟିକୁ ଶୁଣି ସୌମ୍ୟଙ୍କୁ ବହୁତ ମନେ ପକାଉଛନ୍ତି । ତେବେ ଆପଣମାନେ ମଧ୍ୟ ଏହି ଗୀତଟିକୁ ଶୁଣିଲେ ଦୁଃଖୀ ହୋଇଯିବେ ।

Leave a Reply

Your email address will not be published. Required fields are marked *