ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2022 ର ମେଗା ନିଲାମର ପ୍ରଥମ ଦିନଟି ବହୁତ ରୋମାଞ୍ଚକର ଥିଲା। ଶନିବାର ରେ ପ୍ରଥମ ଦିନର ନିଲାମରେ ଦେଶୀ ଏବଂ ବିଦେଶୀ ଖେଳାଳିଙ୍କ ଉପରେ ବହୁତ ଟଙ୍କା ବର୍ଷା ହୋଇଥିଲା। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଇଶାନ କିଶାନ, ଦୀପକ ଚହର ଏବଂ ଶ୍ରେୟାସ ଆୟର ବହୁତ ମହଙ୍ଗା ମୂଲ୍ୟରେ ବିକ୍ରି ହୋଇଥିଲେ। ଏଥି ସହିତ ନିକୋଲାସ ପୁରନ, ୱାନିନ୍ଦୁ ହସାରଙ୍ଗା ବିଦେଶୀ ଖେଳାଳିଙ୍କଠାରେ ନଜର ଆସିଥିଲେ।
ପ୍ରଥମ ଦିନର ନିଲାମ ପରେ ସମସ୍ତ ଦଳର ଖେଳାଳୀ ଏବଂ ସେମାନଙ୍କର ମୂଲ୍ୟ ବିଷୟରେ ଆସନ୍ତୁ ଜାଣିବା।
ଚେନ୍ନାଇ ସୁପର କିଙ୍ଗ୍ସ (ପର୍ସରେ ବଳିଲା- 20.45 କୋଟି)
1. ଦୀପକ ଚହର – 14 କୋଟି।
2. ଅମ୍ବତି ରାୟୁଡୁ – 6.75 କୋଟି ।
3. ଡୱେନ ବ୍ରାଭୋ – 4.40 କୋଟି
4. ରଂବିନ ଉଥପା – 2 କୋଟି।
5. ତୁଷାର ଦେଶ ପାଣ୍ଡେ – 20 ଲକ୍ଷ।
6. କେଏମ୍ ଆସିଫ୍ – 20 ଲକ୍ଷ।
ରିଟେନ ହୋଇଥିବା ଖେଳାଳି:
7. ରବିନ୍ଦ୍ର ଜାଡେଜା- 16 କୋଟି।
8. ଏମେଏସ ଧୋନି- 12 କୋଟି।
9. ମୋଇନ୍ ଅଲି – 8 କୋଟି।
10. ରିତୁରାଜ ଗାୟକୱାଡ – 6 କୋଟି।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ପର୍ସ ରେ ବଳିଲା – 9.25 କୋଟି)
1. ହର୍ଷଲ ପଟେଲ – 10.75 କୋଟି।
2. ୱାନିନ୍ଦୁ ହସାରଙ୍ଗା – 10.75 କୋଟି।
3. ଫାଫ୍ ଡୁ ପ୍ଲେସିସ୍ – 7 କୋଟି।
4. ଜୋସ୍ ହେଜଲଉଡ୍ – 7.75 କୋଟି।
5. ଦୀନେଶ କାର୍ତ୍ତିକ – 5.50 କୋଟି।
6. ଅନୁଜ ରାୱତ – 3.40 କୋଟି।
7. ଶାହବାଜ ଅହମ୍ମଦ – 2.40 କୋଟି।
8. ଆକାଶ ଦୀପ – 20 ଲକ୍ଷ।
ରିଟେନ ହୋଇଥିବା ଖେଳାଳି:
9. ବିରାଟ କୋହଲି – 15 କୋଟି।
10. ଗ୍ଲେନ୍ ମ୍ୟାକ୍ସୱେଲ – 11 କୋଟି।
11. ମହମ୍ମଦ ସିରାଜ – 7 କୋଟି।
ଦିଲ୍ଲୀ କ୍ୟାପିଟାଲସ୍ (ପର୍ସ ରେ ବଳିଲା – 16.25 କୋଟି)
1. ଶାର୍ଦ୍ଦୁଲ ଠାକୁର – 10.75 କୋଟି।
2. ମିଚେଲ ମାର୍ଶ – 6.50 କୋଟି।
3. ଡେଭିଡ ୱାର୍ନର – 6.25 କୋଟି।
4. କୁଲଦୀପ ଯାଦବ – 2 କୋଟି।
5. ମୁସ୍ତାଫିଜୁର ରହମାନ – 2 କୋଟି।
6. ଶ୍ରୀକର ଭରତ – 2 କୋଟି।
7. କମଲେଶ ନାଗରକୋଟି – 1.10 କୋଟି।
8. ଅଶ୍ୱିନ୍ ହେବାର – 20 ଲକ୍ଷ।
9. ସରଫରାଜ ଖାନ – 20 ଲକ୍ଷ।
ରିଟେନ ହୋଇଥିବା ଖେଳାଳି:
10. ଋଷଭ ପନ୍ତ – 16 କୋଟି।
11. ଅକ୍ଷର ପଟେଲ – 9 କୋଟି।
12. ପୃଥ୍ଵୀ ଖାଁ – 7.5 କୋଟି।
13. ଏନ୍ରିକ୍ ନୋର୍ତଜେ – 6.5 କୋଟି।
ମୁମ୍ବାଇ ଇଣ୍ଡିଆନ୍ସ (ପର୍ସ ରେ ବଳିଲା – 29.45 କୋଟି)
1. ଇଶାନ କିଶନ – 15.25 କୋଟି।
2. ଡେୱାଲଡ଼ ବ୍ରେଭିସ୍ – 3 କୋଟି।
3. ମୁରୁଗନ୍ ଅଶ୍ୱିନ୍ – 1.60 କୋଟି।
4. ବାସିଲ୍ ଥମ୍ପି- 30 ଲକ୍ଷ।
ରିଟେନ ହୋଇଥିବା ଖେଳାଳି:
5. ରୋହିତ ଶର୍ମା – 16 କୋଟି।
6. ଜସପ୍ରୀତ ବୁମ୍ରା – 12 କୋଟି।
7. ସୂର୍ଯ୍ୟକୁମାର ଯାଦବ – 12 କୋଟି।
8. କିରନ୍ ପୋଲାର୍ଡ – 6 କୋଟି।
କୋଲକାତା ନାଇଟ୍ ରାଇଡର୍ସ (ପର୍ସ ରେ ବଳିଲା – 12.65 କୋଟି)
1. ଶ୍ରେୟସ୍ ଆୟର – 12.25 କୋଟି।
2. ନୀତୀଶ ରାଣା – 8 କୋଟି।
3. ପ୍ୟାଟ୍ କମିନ୍ସ – 7.25 କୋଟି।
4. ଶିବମ୍ ମାବି- 7.25 କୋଟି।
5. ଶେଲଡନ୍ ଜ୍ୟାକସନ – 60 ଲକ୍ଷ।
ରିଟେନ ହୋଇଥିବା ଖେଳାଳି:
6. ଆଣ୍ଡ୍ରେ ରସେଲ – 12 କୋଟି।
7. ବରୁଣ ଚକ୍ରବର୍ତ୍ତୀ – 8 କୋଟି।
8. ଭେଙ୍କଟେଶ ଆୟର୍ – 8 କୋଟି।
9. ସୁନୀଲ ନରେନ – 6 କୋଟି।
ରାଜସ୍ଥାନ ରୟାଲ୍ସ (ପର୍ସରେ ରେ ବଳିଲା – 12.15 କୋଟି)
1. ଶିମ୍ରନ୍ ହେଟମେୟର – 8 କୋଟି।
2. ପ୍ରସିଦ୍ଧ କୃଷ୍ନା- 10 କୋଟି।
3. ଟ୍ରେଣ୍ଟ ବୋଲ୍ଟ – 8 କୋଟି।
4. ଦେବଦତ୍ତ ପଡିକ୍କାଲ – 7.75 କୋଟି।
5. ୟୁଜବେନ୍ଦ୍ର ଚହଲ – 6.50 କୋଟି।
6. ରବିଚନ୍ଦ୍ରନ୍ ଅଶ୍ୱିନ୍ – 5 କୋଟି।
7. ରିୟାନ୍ ପରାଗ୍ – 3.80 କୋଟି।
8. କେସି କରିୟପ୍ପା- 30 ଲକ୍ଷ।
ରିଟେନ ହୋଇଥିବା ଖେଳାଳି:
9. ସଞ୍ଜୁ ସାମସନ୍ – 14 କୋଟି।
10. ଜୋସ୍ ବଟଲର୍ – 10 କୋଟି।
11. ଯଶସ୍ୱୀ ଯାୟସୱାଲ – 4 କୋଟି।
ସନରାଇଜର୍ସ ହାଇଦ୍ରାବାଦ (ପର୍ସ ରେ ବଳିଲା – 20.35 କୋଟି)
1. ନିକୋଲାସ୍ ପୁରନ୍ – 10.75 କୋଟି।
2. ୱାଶିଂଟନ୍ ସୁନ୍ଦର – 8.75 କୋଟି।
3. ରାହୁଲ ତ୍ରିପାଠୀ – 8.50 କୋଟି।
4. ଅଭିଷେକ ଶର୍ମା – 6.50 କୋଟି।
5. ଭୂବନେଶ୍ୱର କୁମାର – 4.20 କୋଟି।
6. ଟି. ନଟରାଜନ୍ – 4 କୋଟି।
7. କାର୍ତ୍ତିକ ତ୍ୟାଗି – 4 କୋଟି।
8. ପ୍ରିୟମ୍ ଗର୍ଗ – 20 ଲକ୍ଷ।
9. ଶ୍ରେୟସ୍ ଗୋପାଳ- 75 ଲକ୍ଷ।
10. ଜଗଦୀଶ ସୁଚିଥ୍ – 20 ଲକ୍ଷ।
ରିଟେନ ହୋଇଥିବା ଖେଳାଳି:
11. କେନ୍ ୱିଲିୟମ୍ସନ୍ – 14 କୋଟି।
12. ଅବଦୁଲ ସମଦ – 4 କୋଟି।
13. ଉମରନ୍ ମଲିକ୍ – 4 କୋଟି।
ପଞ୍ଜାବ କିଙ୍ଗ୍ସ (ପର୍ସରେ ବଳିଲା – 28.65 କୋଟି)
1. କାଗିସୋ ରାବାଡା – 9.25 କୋଟି।
2. ଶାହାରୁଖ ଖାନ – 9 କୋଟି।
3. ଶିଖର ଧୱନ – 8.25 କୋଟି।
4. ଜନି ବେୟାରଷ୍ଟୋ – 6.75 କୋଟି।
5. ରାହୁଲ ଚହର – 5.25 କୋଟି।
6. ହରପ୍ରୀତ ବରାର- 3.80 କୋଟି।
7. ପ୍ରଭାସୀମରନ୍ ସିଂ – 60 ଲକ୍ଷ।
8. ଇଶାନ୍ ପୋରେଲ୍ – 25 ଲକ୍ଷ।
9. ଜିତେଶ ଶର୍ମା – 20 ଲକ୍ଷ।
ରିଟେନ ହୋଇଥିବା ଖେଳାଳି:
10. ମାୟାନକ ଅଗ୍ରୱାଲ – 12 କୋଟି।
11. ଅର୍ଶଦୀପ ସିଂ – 4 କୋଟି।
ଗୁଜୁରାଟ ଟାଇଟାନ୍ସ (ପର୍ସ ବଳିଲା- 18.85 କୋଟି)
1. ଲକି ଫର୍ଗୁସନ୍ – 10 କୋଟି।
2. ରାହୁଲ ତେୱାତିଆ – 9 କୋଟି।
3. ମହମ୍ମଦ ଶାମି – 6.25 କୋଟି।
4. ଆର ସାଇ କିଶୋର – 3 କୋଟି।
5. ଅଭିନାଭ ମନୋହର – 2.60 କୋଟି।
6. ଜେସନ୍ ରୟ – 2 କୋଟି।
7. ନୁର ଅହମ୍ମଦ – 30 ଲକ୍ଷ।
ଡ୍ରାଫ୍ଟ ହୋଇଥିବା ଖେଳାଳି:
8. ହାର୍ଦ୍ଦିକ ପାଣ୍ଡ୍ୟା – 15 କୋଟି।
9. ରସିଦ୍ ଖାନ୍ – 15 କୋଟି।
10. ଶୁବମାନ ଗିଲ – 8 କୋଟି।
ଲଖନୋ ସୁପର ଯାଏଣ୍ଟସ୍ (ପର୍ସ ରେ ବଳିଲା – 6.90 କୋଟି)
1. ଆୱେଶ ଖାନ – 10 କୋଟି।
2. ଜେସନ୍ ହୋଲ୍ଡର୍ – 8.75 କୋଟି।
3. କ୍ରୁନାଲ ପାଣ୍ଡ୍ୟା – 8.25 କୋଟି।
4. ମାର୍କ ଉଡ଼ – 7.50 କୋଟି।
5. କ୍ୱିଣ୍ଟନ୍ ଡିକଁକ୍ – 6.75 କୋଟି।
6. ଦୀପକ ହୁଡା – 5.75 କୋଟି।
7. ମନୀଷ ପାଣ୍ଡେ – 4.60 କୋଟି।
8. ଅଙ୍କିତ ରାଜପୁତ – 50 ଲକ୍ଷ।
ଡ୍ରାଫ୍ଟ ହୋଇଥିବା ଖେଳାଳି:
9. କେଏଲ୍ ରାହୁଲ – 17 କୋଟି।
10. ମାର୍କସ୍ ଷ୍ଟୋଇନିସ୍ – 9.2 କୋଟି।
11. ରବି ବିସ୍ନୋଇ – 4 କୋଟି।