ସାରସ୍ୱତ, ସେ ଥାର୍ଡ଼ ଗ୍ରେଡ଼ ଝିଅ ସୋନାଲିକୁ ଛାଡି ମତେ ବାହା ହେଇଯାଅ; ମୁଁ ତାଠୁ ବେଶୀ ଭଲ ଝିଅ…….

ଏହି ସମାଜରେ ପ୍ରେମ ସଂପର୍କ ର ମୂଲ୍ୟ ଅତ୍ୟନ୍ତ ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଲାଣି । ଏହି ପ୍ରେମ ଘଟଣାକୁ ନେଇ ବିବିଧ ଘଟଣା ସବୁ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ତଥା ହାସ୍ୟାସ୍ପଦ ଜନକ ଘଟଣା ଅଟେ । ଆଜିକାଲି ଅଧିକାଂଶ ଯୁବକ ଯୁବତୀ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ମାରାତ୍ମକ ରୂପ ଧାରଣ କରୁଛି ।

କୌଣସି ସମ୍ପର୍କ ରେ ବିଶ୍ୱାସ ରହିବା ଅତ୍ୟନ୍ତ ଆବଶ୍ୟକ । ବିବାହ ହେଉ କିମ୍ବା ପ୍ରେମ ବିଶ୍ୱାସ ହେଉଛି ସମ୍ପର୍କ ର ମୂଳ ଲକ୍ଷ୍ୟ । ମାତ୍ର ଆଜି ର ଦୁନିଆ ଏପରି କିଛି ଘଟଣା ଘଟୁଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବିଶ୍ୱାସ ଭାଙ୍ଗିଲେ ସମ୍ପର୍କ ଭାଙ୍ଗି ଥାଏ । ତେବେ ଆଜି କାଲି ର ଦୁନିଆ ରେ ପ୍ରେମ ର ମାନେ କିଛି ଅଲଗା । ଜଣଙ୍କୁ ଭଲ ପାଇ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲ ପାଉଛନ୍ତି । ଧୋକା ଖାଇ ଆତ୍ମହତ୍ୟା ମଧ୍ୟ କରୁଛନ୍ତି ।

ବର୍ତ୍ତମାନ ଏକ ଖବର ବେଶ ଭାଇରାଲ ହେବାରେ ଲାଗିଛି । ସୌମ୍ୟ ରଂଜନ ଙ୍କ ଆତ୍ମହତ୍ୟା ଘଟଣା ସାମ୍ନା କୁ ଆସିଛି । ତାଙ୍କ ଭଉଣୀ କାଲି ମିଡ଼ିଆ ସାମ୍ନା ରେ କହିଛନ୍ତି ଯେ ସୁନନ୍ଦା ଙ୍କ ଜନ୍ମଦିନ ନିକଟ ରେ ଯାଇଥିଲା । ମୋର ଭାଇ ଓ ସେ ମେ ଫେୟାର ହୋଟେଲ କୁ ଯାଇ ଜନ୍ମଦିନ ପାଳନ କରିଥିଲେ । ସେଠାରେ ଥିଲେ । ଏହାକୁ ସେହି ହୋଟେଲ ର ଶିଶି ଟିଭି ରେ ଥିବା ରେକର୍ଡ ରୁ ଜାଣି ପାରିବେ । ସୌମ୍ୟ ସୁନନ୍ଦା ପାଇଁ ବହୁତ୍ କିଛି କରିଛି । ହେଲେ ସୁନନ୍ଦା ତାକୁ ଧକ୍କା ଦେଲା । ଯାହା ଫଳରେ ସେ ସହି ନ ପାରି ଆତ୍ମହତ୍ୟା କରିଲେ ।

ସାରସ୍ବତ ବୋଲି ଜଣେ ଯୁବକ ଏହି ଘଟଣା ରେ ସଂପୃକ୍ତ ରହିଛନ୍ତି । ସୁନନ୍ଦା ଅଧିକ ଟଙ୍କା ଯୋଗୁଁ ସୌମ୍ୟ ଙ୍କୁ ଛାଡି ସାରସ୍ବତ ଙ୍କୁ ଭଲ ପାଉଥିଲେ ବୋଲି ଅଭିଯୋଗ କରି ଥିଲେ ତାଙ୍କ ଭଉଣୀ ଙ୍କ ପାଖରେ । ଏହି ବିଷୟ ରେ ରାନୀ ପଣ୍ଡା ନିଜର ମତାମତ ଦେଇଛନ୍ତି ମିଡ଼ିଆ ରେ । ସାରସ୍ବତ ଙ୍କୁ ସେ କହିଛନ୍ତି ଯେ ଯଦି ଆପଣ ସେହି ଭଳି ଥାର୍ଡ ଗ୍ରେଡ ର ଝିଅ କୁ ଭଲ ପାଉଛନ୍ତି ତାହେଲେ ଏଇ ରାନୀ ପଣ୍ଡା ଙ୍କୁ ବାହା ହୋଇ ଯାଆନ୍ତୁ ଭଲ ହେବ ।

ସୋନାଲି ଅଧିକ ପଇସା ପାଇଁ ଏ ପୁଅ କୁ ଛାଡ଼ି ଦେଉଛି କଲି ଆଉ ଜଣେ ଭଲ ପଇସା ବାଲା ଙ୍କୁ ପାଇଲେ ତୁମକୁ ମଧ୍ୟ ଛାଡ଼ି ଦେବ । ଯଦି ଆପଣ ସେହି ପରି ସଂସ୍କାର ପାଇଥିବେ ତେବେ ସେହିପରି ଝିଅ ଙ୍କୁ ସାହାଯ୍ୟ କରନ୍ତୁ ନାହିଁ । ଯଦି ପରିସ୍ଥିତି ତୁମ ପକ୍ଷରେ ଥାନ୍ତା ତୁମେ ଯଦି ଆତ୍ମହତ୍ୟା କରିଥାନ୍ତ ତେବେ ତୁମ ମା ଙ୍କ ଉପରେ କଣ ବିତି ଥାନ୍ତା । ଏହି ବିଷୟ ରେ ଥରେ ଚିନ୍ତା କରନ୍ତୁ । ଆଜିକାଲି ର ଯୁବ ପିଢ଼ି ପ୍ରେମ ର ଅର୍ଥ ବୁଝୁ ନାହାନ୍ତି କେବଳ ସୁନ୍ଦର୍ ଚେହେରା ଓ ଟଙ୍କା ଦେଖି ଭଲ ପାଉଛନ୍ତି ।

Leave a Reply

Your email address will not be published. Required fields are marked *