ରାଣୀ ପଣ୍ଡା ଭଳି ଆଉ କେହି ପ୍ରେମ କରିନାହାନ୍ତି; ପ୍ରେମ କଲେ ବଡ ବାମ୍ଫ ନେବାକୁ ପଡେ,ଦେଖନ୍ତୁ କଣ କଣ କହିଗଲେ ରାଣୀ

ବର୍ତ୍ତମାନର ଶିକ୍ଷିତ ସମାଜରେ ଯୁବପୀଢ଼ି ମାନଙ୍କ ପାଇଁ ଭଲ ପାଇବା ସାଧାରଣ ହୋଇ ଗଲାଣି। ଆମେ ଏବେ ଯୁବପୀଢ଼ିଙ୍କୁ ଦେଖିବାକୁ ଯିବା ଯଦି ତାହାଲେ ଆଜିକାଲିର ଭଲ ପାଇବାରେ କେବଳ ଛଳନା, ଅଭିନୟ,ପ୍ର-ତା-ରଣା ରହିଛି। ପ୍ରକୃତ ଭଲ ପାଇବା କେହି ବି ପାଇଁ ପାରୁ ନାହାନ୍ତି। ଯିଏ ପ୍ରକୃତ ଭଲ ପାଉଛି ସିଏ ଅସୁବିଧାରେ ସମ୍ମୁଖୀନ ହେଉଛି। ଯେତେବେଳେ ଜଣେ ଜଣଙ୍କ ବିଶ୍ୱାସରେ ବିଷ ଦେଉଛି। ପ୍ରତାରଣା ସହି ନପାରି ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରକାର ଅଘଟଣା ଘଟାଉଛନ୍ତି। ଯାହା କୁ ନେଇ ଆମ ଲୋକ ପ୍ରିୟ ବିବାଦୀୟ ଅଭିନେତ୍ରୀ ରାନି ପଣ୍ଡା ମୁଁହ ଖୋଲିଚନ୍ତି ।

ପ୍ରଥମ ରୁ ନିଜ ର କଥା ପାଇଁ ପରିଚିତ ହୋଇ ଆସିଛନ୍ତି। ନିଜର ସିଧା କଥା ପାଇଁ କିଏ କିଏ ତାଙ୍କୁ ଅନେକ ପସନ୍ଦ କରୁ ଥିବା ବେଳେ ଆଉ କିଏ କିଏ ତାଙ୍କ କଥା କୁ ନିଦା ମଧ୍ୟ କରିଥାନ୍ତି। ଗତ କିଛି ଦିନ ତଳେ ଘଟିଥିବା ସୌମ୍ୟଙ୍କ ମ-ର-ଣକୁ ନେଇ ପାଟି ଖାଲିଛନ୍ତି ବିବାଦୀୟ ଅଭିନେତ୍ରୀ ରାନି ପଣ୍ଡା । ସେ ସୌମ୍ୟ କି ପ୍ରତି ହେଉଥିବା ଅନ୍ୟାୟ କୁ ଘୋର ନିନ୍ଦା କରିଛନ୍ତି। ଆଉ କହିଛନ୍ତି ଯଦି ସମାଜ ରେ ମହିଳାଙ୍କ ନ୍ୟାୟ ପାଇ ଏତେ ନିୟମ କାନୁନ ରହିଛି । ତେବେ ପୁରୁଷଙ୍କ ପାଇଁ ମଧ୍ୟ ସେହି ନିୟମ ରହିବା ଦରକାର।

ସୌମ୍ୟ ଯେତେବେଳେ ଜାଣିଲେ ସୋନାଲି ଏମିତି ବୋଲି ତାଙ୍କର ସେହି ମୁହୁତ୍ର ରେ ସୋନାଲି କୁ ଛାଡି ଦେବାର ଥିଲା ବୋଲି ମଧ୍ୟ କହିଛନ୍ତି ରାନି ପଣ୍ଡା ।ଜଣେ ଭଲ ପରିବାର ରୁ ହୋଇ ମଧ୍ୟ କାହିକି ସେ ଏପରି କାମ କଲେ ତାହା ସମସ୍ତ କୁ ଅଶ୍ଚାଜ୍ୟ କରିଛି । ଆଉ ଏ କଥା ମଧ୍ୟ କହିଛନ୍ତି କି ଅଟେ ସବୁ ହେଲା ପରେ ସୋନାଲି କାହିକି 4 କୋଟି ଲୋକୋଙ୍କ ସାମ୍ନା ରେ ଚୁପ୍ ରହିଚି ତାହା ନେଇ ପ୍ରଶ୍ନ ଉଠାଇଛନ୍ତି ରାଣୀ ପଣ୍ଡା ।ସେ କହିଚନ୍ତି ଏହି ଘଟଣା ରେ 10 ପ୍ରତିଶତ ଭୁଲ୍ ସୌମ୍ୟ କର ଥିବା ବେଳେ ଆଉ 90 ପ୍ରତିଶତ ଭୁଲ୍ ସୋନାଲି କର ରହିଚି ।

Leave a Reply

Your email address will not be published. Required fields are marked *