LIC ର ନୁଆଁ ସ୍କିମ : ଝିଅ ବାହାଘର ପାଇଁ ମିଳିବ ୨୭ ଲକ୍ଷ ଟଙ୍କା,ଜାଣନ୍ତୁ କିପରି ପାଇବେ ………?

ସରକାର ଦିନ କୁ ଦିନ ଅନେକ ଯୋଜନା ମାନ ଘୋଷୋଣା କରୁଛନ୍ତି। ଯାହା କି ସାଧାରଣ ଲୋକ ପାଇଁ ଅନେକ ସାହାଯ୍ୟ କରୁଚି । ଆଉ ଏବେ ସରକାର ଆଉ ଏକ ଯୋଜନା ସାମ୍ନାଙ୍କୁ ଆଣିଛନ୍ତି। ଯାହା ଲୋକଙ୍କୁ ଅନେକ ମାତ୍ରା ରେ ସାହାଯ୍ୟ କରିବ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା ସେହି ଯୋଜନା ବିଷୟ ରେ ସମ୍ପୂର୍ଣ୍ଣ ଖବର।

ତେବେ ଏହି ସ୍କିମ୍ ର ନା ହେଉଛି Lic କନ୍ୟା ରତ୍ନ ସ୍କିମ । ଏହି ସ୍କୀମ ଦ୍ବାରା ଆପଣ 121 ଟଙ୍କା ରହି 27 ଲକ୍ଷ ଟଙ୍କା ପାଇବାରିବେ। ଯାହା କି ସରକାର ଝିଅ କ ପାଠପଢ଼ା ସହିତ ବାହାଘର ରେ ମଧ୍ୟ ଆପଣ ଖର୍ଚ୍ଚ କରିପାରିବେ । ଯାହା ଲିକ ଦ୍ବାରା ପରିଚାଳିତ ହେଉଛି । ଏହି ସ୍କିମ ରେ ଆପଣ କୁ ନିର୍ଦ୍ଧିଷ୍ଟ ଭାବରେ 25 ବର୍ଷ ପର୍ଯ୍ୟନ୍ତ ଏକ ପରିମାଣ ର ଟଙ୍କା ରଖିବାକୁ ପଢିବ ଏବଂ 30 ବର୍ଷ ପରେ ଆପଣ ସେହି ନିର୍ଦ୍ଦିଷ୍ଟ ଟଙ୍କ ରୁ 27 ଲକ୍ଷ୍ୟ ଟଙ୍କା ପାଇପାରିବେ । ଏହା କୁ ଆବେଦନ କରିବ ପାଈ ଝିଅ ର ବୟସ 1 ବର୍ଷ ଯାଇଥିବା ଦରକାର ।

ଯାହା ଫଳ ରେ ସେ ଏହି ସୁବିଧା ର ସୁଯୋଗ ଉଠାଇ ପାରିବେ । ଏହା ଛଡା ଏହି ଷ୍କିମ୍ ର ନିୟମ ଅନୁସାରେ ବାପା କ ବୟସ 30 ବର୍ଷ ହାଇଥିବା ଆବଶ୍ୟକ ଅଟେ। ଏହି ଷ୍କିମ ରେ ଆପଣ କୁ ପ୍ରଥମେ ଏକ ଫର୍ମ ପୂରଣ କରିବାକୁ ପଡ଼ିଥାଏ। ଏଥି ରେ ଆପଣ କୁ ଠିକଣା , ଆୟକର ପତ୍ର , ପାସପୋର୍ଟ ଫଟୋ ଓ ଆପଣ କ ର ଦସ୍ତଖତ ଆବଶ୍ୟକ ହେଇଥାଏ। ଫାର୍ମ ଭାରିସରିବ ପରେ ଆପଣ କୁ ମାସିକ 3600 ତାଙ୍କ ଭରିବାକୁ ପଢିବ । ଆଉ ଦୀଘା 13 ବର୍ଷ ପ୍ରିମିୟମ ଦାଖଲ କରିବା ପରେ ଆପଣ ଚାହିଁଲେ ଏହି ପଇସାକୁ ଉଠାଇପରିବେ। 25 ବର୍ଷ ଦେବା ପରେ ଆଉ ପାଞ୍ଚ ବର୍ଷ ଦେବାକୁ ପଢିବ ନାହିଁ ।

Leave a Reply

Your email address will not be published. Required fields are marked *