ଏହି ଶିକାରୀ ଜଣକ ଗଣ୍ଡା ଛୁଆକୁ ମାରି ଦେଇଥିଲା କିନ୍ତୁ ସେ କେମିତି ପ୍ରତିଶାଧ ନେଲା ଦେଖନ୍ତୁ

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘଟଣା ଆସନ୍ତୁ ଜାଣିବା । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ତେବେ କିଛି ଭିଡିଓ ରହିଛି ୟୁଟ୍ୟୁବରେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେପରି କି ବନ୍ୟ ଜନ୍ତୁ ଙ୍କ ବାସ ସ୍ଥାନ କୁ ମନୁଷ୍ୟ ପ୍ରବେଶ କରିଲେ ସେମାନେ ପସନ୍ଦ କରି ନଥାନ୍ତି । ତତ୍ କ୍ଷଣାତ୍ ସେମାନେ ଆକ୍ରମଣ କରିଥାନ୍ତି । ସେହିପରି କିଛି ପର୍ଯ୍ୟଟକ ବୁଲିବାକୁ ଯାଇଛନ୍ତି ଜଙ୍ଗଲ ରେ । ବୁଲୁ ବୁଲୁ ଜଳହସ୍ତି ଥିବା ଏରିଆ ରେ ଚାଲି ଯାଇଥିଲେ ।

ସଙ୍ଗେସଙ୍ଗେ ସେହି ଜଳ ହସ୍ତୀ ଟି ସେମାନଙ୍କୁ ଆକ୍ରମଣ କରିଥିଲା । ତେବେ ସେଠାକାର ଗାଡ଼ି ଚାଳକ ଙ୍କ ଚତୁରତା ବୁଦ୍ଧି ପାଇଁ ସେମାନେ ସମସ୍ତେ ସେଦିନ ରକ୍ଷା ପାଇ ଯାଇଥିଲେ । ସେହିପରି ଏକ ଭିଡିଓ ରେ ଦେଖା ଯାଇଛି ଯେ ଏକ ପରିବାର ସିଂହ ର ସଫାରୀ କରିବାକୁ ଯାଇଥିଲେ । କିନ୍ତୁ ଅନେକ ଗୁଡ଼ିଏ ଭୋକିଲା ସିଂହ ସେମାନଙ୍କୁ ଆକ୍ରମଣ କରିଥିଲେ ଓ ସେମାନଙ୍କ ଗାଡ଼ି ଚକ କୁ କାମୁଡି ଖରାପ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେହିପରି ଚାଲାକ୍ ଡ୍ରାଇଭର ଗାଡ଼ି କୁ ବେଗ କରି ସେଠାରୁ ଚାଲି ଆସିଲେ ।

ସେହିପରି ଏକ ଜଙ୍ଗଲ ରେ ଏକ ବାଇସନ୍ ଆକ୍ରମଣ କରି ପର୍ଯ୍ୟଟକ ଙ୍କ ଗାଡ଼ି କୁ ଓଲଟାଇ ଦେଇଥିଲେ । ଜଣେ ପର୍ବତ ଅଞ୍ଚଳ ରେ ବାଇକ୍ ରେ ଟ୍ରାକିଂ କରିବା ବେଳେ ଚିତା ବାଘ ସାମ୍ନା ରେ ପଡୁ ପଡୁ ବଞ୍ଚି ଫେରି ଆସିଥିଲେ । ସେହିପରି ଜଣେ ଶିକାରୀ କୁ ଏକ ଗଣ୍ଡା ଦେଖି ଆକ୍ରମଣ କରିଥିଲା । କିନ୍ତୁ ଏକ ବଡ଼ ଗଛ କୋରଡ ରେ ସେ ଲୁଚି ଯିବା ରୁ ରକ୍ଷା ପାଇଯାଇଥିଲା । ଗଣ୍ଡା ଟି ଅନେକ ଖୋଜିବା ପରେ ମଧ୍ୟ ସେହି ଶିକାରୀ ଟି କୁ ପାଇନଥିଲା । ଯାହା ଫଳରେ ସେ ସେଠାରୁ ପଳାଇଗଲା । ଏହିପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *