ପୋଲିସ ଆଗରେ ସେମିଜ୍ ଫାଡ଼ିଦେଲେ ମହିଳା, ମୋ ଇଜ୍ଜତ ସୁରକ୍ଷା ପୋଲିସ୍ କରି ପାରୁନି।

ଦୁନିଆ ରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ ।

ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । କିନ୍ତୁ ବେଳେ ବେଳେ ମଣିଷ ନିଜ ଇଚ୍ଛା ରେ ଏପରି କିଛି କାମ କରିଥାଏ ଯାହା ବିପଦ ଠାରୁ ଖୁବ୍ ବଡ ଏହି ଅସୁବିଧା କୁ ସମାଧାନ କରିବା ବହୁତ୍ କଷ୍ଟକର । ଆମ ଅଗରେ ଏହିପରି ଗୋଟିଏ ଘଟଣା ଆସି ପହଞ୍ଚିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ।

ଗୋଟିଏ ମହିଳା ଯିଏ କି ନିଜ ଇଜ୍ଜତ କୁ ବଞ୍ଚାଇବା ପାଇଁ ଯାଇ ଏସ୍ତ ମଝିରେ ଆଜି ବହୁତ୍ କିଛି କଥା କହିବା ସହିତ ପୋଲିସ ର ସୁରକ୍ଷା ଉପରେ ଆଙ୍ଗୁଳି ନିର୍ଦ୍ଦେଶ ମଧ୍ୟ କରିଛନ୍ତି । ସେ ମହିଳା ଙ୍କ କହିବା କଥା ହେଉଛି କି ସେ ସସ୍ମିତା ରାଉତ ସେ ଗାଁ କୋଇଲି ବୋଗି ରେ ରହୁଛନ୍ତି । ସେ ଢେଙ୍କାନାଳ ରେ ଦୀର୍ଘ ୬ ବର୍ଷ ହେବ ରହୁଥିଲେ ।

ଏଇ କିଛି ଦିନ ହେବ ଅନ୍ୟ ଏକ ସ୍ଥାନ କୁ ସ୍ଥାନାନ୍ତରିତ ହୋଇଛନ୍ତି ଓ ଭଡା ନେଇ ଲୋକ ଙ୍କ ଘରେ କାମ କରି ନିଜେ ଚାଲୁଛନ୍ତି । ହେବେ ଏବେ କିଛି ଦିନ ହେବ ସେ କଲେକ୍ଟର ଙ୍କ ପାଖକୁ ଯାଇଥିଲେ ଓ କହିଥିଲେ ଘର ଦେବା ପାଇଁ । ହେଲେ ପ୍ରତିଶ୍ରୁତି ପରେ ଭି ମହିଳା ଜଣଙ୍କ କୌଣସି ଲାଭ ବାନ ହୋଇ ନାହାନ୍ତି ।

ଆହୁରି ମଧ୍ୟ ତାଙ୍କୁ ଏବେ ଗୋଟିଏ ଅମୁଲି ରାଉତ ନାମକ ବ୍ୟକ୍ତି ନିଜେ ଓ ଅନ୍ୟ ଲୋକ ମାନଙ୍କୁ ଲଗାଇ ସେହି ମହିଳା ଙ୍କ ସହିତ ଜୋର୍ ଜବର ଦସ୍ତ କରିବା ସହିତ ତାଙ୍କ ଇଜ୍ଜତ ନେବା ପାଇଁ ଚେଷ୍ଟା କରିଛନ୍ତି ଓ ତାଙ୍କ ପିଲା କୁ ଏବଂ ଅଧା ରାତିରେ ହଇରାଣ କରିଛନ୍ତି । ତେଣୁ ମହିଳା ପୋଲିସ କୁ ଏହି ସବୁ ବିଷୟରେ କହିଛନ୍ତି ହେଲେ ପୋଲିସ କିଛି ଭି ବୁଝୁ ନାହିଁ । ଯାହା ପାଇଁ ମହିଳା ଜଣକ ରାସ୍ତା ଉପରେ ନିଜର ଡ୍ରେସ୍ ଛିଡେଇ ଦେଇଛନ୍ତି ଓ କହିଛନ୍ତି ସେହି ସ୍ଥାନ ରେ ଆତ୍ମାହୁତି ହେବେ ବୋଲି ।

Leave a Reply

Your email address will not be published. Required fields are marked *