ସରିଲା ଗଜପତିଙ୍କ ଝିଅ ବାହାଘର ,ଦେଖନ୍ତୁ ବିବାହର କିଛି ଭିଡ଼ିଓ

ବିବାହ ଏକ ପବିତ୍ର ବନ୍ଧନ ଅଟେ। ଯାହା ମଣିଷ କୁ ଏକ ସମ୍ପର୍କର ଡୋରରେ ବାନ୍ଧିକି ରଖି ଥାଏ ।ଏହା କେବଳ ଦୁଇ ମନକୁ ନୁହେଁ ଦୁଇ ଫେମିଲି କୁ ମଧ୍ୟ ବାନ୍ଧି ରଖି ଥାଏ। ଏହା ଦୁନିଆ ର ସବୁଠି ପବିତ୍ର ସମ୍ପର୍କ ଅଟେ। ତେବେ ଆସନ୍ତା କାଲି ପୁରୀ ଗଜପତି ରାଜା ଗଜପତି ଙ୍କ ସାନ ଝିଅ ର ବିବାହ ଅନୁଷ୍ଠିତ ହୋଇଯାଇଛି। ରାଜଧାନୀ ଭୁବନେଶ୍ଵର ର ଏକ ହୋଟେଲରେ ଆୟୋଜିତ ହେବ ।

ରାଜକୀୟ ନୀତିରେ ହେବାକୁ ଯାଉଚି ବିବାହ । ବିହାର ନିପଶୀଙ୍କ ସହିତ ଅନୁଷ୍ଠିତ ହେବାକୁ ଯାଉଚି । ଅନେକ ରାଜା କୀୟ ବାଜା ରେ କମ୍ପୁଥିଲା ସାରା ରାଜଧାନୀ ସହର । ପୁରୀ ପଣ୍ଡିତ ତ ଉପସ୍ଥିତି ରେ ସମ୍ପନ୍ନ ହେଇଚି ବିବାହ। ବିବାହ ରେ ସମ୍ପୂର୍ଣ୍ଣ ଲାଇଟ୍ ରେ ସାଜଶଯ୍ୟା ହେଇଚି। ରାଜକୁମାରୀ ଦେବେଶି ଦେବୀଙ୍କର ହରିୟଣା ସ୍ଥିତ ଗୁଡ଼ଗାଁଓରେ ରାଜୀବ କେରାଙ୍କ ପୁଅ ଆୟୁଷ କେରା ସହିତ ଅନୁଷ୍ଠିତ ହେଇଚି ବିବାହ।

ଦୁହେଁ ହାତ ରେ ହାତ ଦେଇ ହାତ ଗଣ୍ଠି ପକେଇ ବିବାହ କରିଛନ୍ତି । ଆଉ ଦୁହେଁ ଦୁହିଁଙ୍କୁ ସତ ଜନ୍ମ ପାଈ ଏକାଠି କରି ନେଇଛନ୍ତି। ଆଉ ଏଥି ପାଈ ଚଳ ଚଞ୍ଚଳ ହେଉଥିଲା ଭୁବନେଶ୍ଵର । ଅନେକ ପ୍ରକାର ର ବାଜା ସ ର ସହିତ ସ୍ବାଗତ କର ଯାଇଥିଲା ବର ପକ୍ଷ ଲୋକଙ୍କୁ । ଅନେକ ବାଣ ଓ ଲାଇଟ୍ ରେ ଝଲସି ଉଠୁଥିଲା ଆଖି ।

ବୁଧୁବାର 11 ଘଟିକା ପରେ ଆରମ୍ଭ ହେଇଥିଲା ବିବାହ କାର୍ଯ୍ୟ । ରାତି ପ୍ରାୟ 3 ଟା ଯାଏ ଚାଲିଥିଲା ବିବାହ ର କାର୍ଯ୍ୟ। ଗତ ଚାରି ଦିନ ଧରି ଚାଲିଥିବା ଏହି ବିବାହରେ ପାଟମୁଦି , ତିଲ ମଙ୍ଗଳ କୃତ୍ୟ ଇତ୍ୟାଦି ଆଗରୁ ସମାପ୍ତ ହେଇଥିଲା।

Leave a Reply

Your email address will not be published. Required fields are marked *