ଯୌତୁକ ପାଇଁ ମାଡ ଖାଇଲେ ଶ୍ୱଶୁର । ବାହାଘର ସମୟରେ ଘଟିଲା ହୋସ୍ ଉଡେଇଦେଲା ଭଳି ଘଟଣା

ସୋସିଆଲ ମିଡିଆରେ ଆମେ ପ୍ରାୟତ ଆକର୍ଷଣୀୟ ଏବଂ ମଜାଳିଆ ବିବାହ ଭିଡିଓ ଦେଖିବାକୁ ପାଇଥାଉ ।ଏପରି ଅନେକ ଭିଡିଓ ଅଛି ଯାହାକୁ ଦେଖିବା ପରେ ଆମେ ହସିବା ବନ୍ଦ କରିପାରିବୁ ନାହିଁ । ପୁରାତନ କାଳରେ ବିବାହର ପଦ୍ଧତିଗୁଡ଼ିକ ଅଲଗା ଥିଲା କିନ୍ତୁ ସମୟ ଗଡ଼ିବା ସହିତ ବିବାହର ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆସିଛି ।

ଆଜିକାଲି ବିବାହ ପୂର୍ବରୁ ବିବାହର ଫଟୋସୁଟ ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ଯାହା ଦମ୍ପତି ବିବାହ କରିବାକୁ ଯାଉଛନ୍ତି ତା’ହେଲେ ଏହାର କିଛି ଦିନ ପୂର୍ବରୁ ସେମାନେ ପ୍ରି-ୱେଡିଂ ଫଟୋସୁଟ୍ କରନ୍ତି । ବିବାହ ପୂର୍ବରୁ ଫଟୋସୁଟର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି। ଅବଶ୍ୟ, ଏହି ଭିଡିଓରେ ବର ସହିତ ଏକ ମଜାଳିଆ ଘଟଣା ଘଟିଛି, ଯାହାକୁ ଦେଖି ଆପଣ ହସିବେ

https://www.youtube.com/watch?v=wJHAzGmfDy0

ଜଣେ ବ୍ୟକ୍ତିଙ୍କ ବିବାହର ଫୋଟ ନେବା ସମୟରେ ତାଙ୍କ ସହିତ ତାଙ୍କ ସାଙ୍ଗମାନେ ମଧ୍ୟ ଫୋଟ ଉଠାଇଥିଲେ। ଏହି ସମୟ ରେ ଭାଉଜଙ୍କ ସାଇଡରେ ଆସି ଦେଉରା ଜଣକ ବାଡି ପଢ଼ି ଭାଉଜଙ୍କ କାନ୍ଧରେ ହାତ ପକେଇ ଦିଅନ୍ତି । ଆଉ ଭାଉଜଙ୍କ ହାତକୁ ଟାଣି ଆଣି ତାଙ୍କ କାନ୍ଦରେ ପକାଇ ଫୋଟ ଉଠାନ୍ତି। ତାଙ୍କର ଏହି ପରି ବ୍ୟବହାର ରୁ ଲାଗୁଥିଲା ଭାଉଜ ଦିୟର କୁ ଅନେକ ଭଲ ପାଆନ୍ତି ବୋଧ ହୁଏ। ଅନ୍ୟ ଏକ ଘଟଣା ରେ ଏକ ବର ଯାତ୍ରୀ ଦଳ ରେ ଜଣେ ବ୍ୟକ୍ତି ସିତର ବଜାଇଲା ବେଳେ ଏକ ଏମାସନାଳ ଗୀତ ବଜାଇ ନିଜେ ଜୋରରେ କାନ୍ଦିବାକୁ ଲାଗିଥିଲେ ।

ଜଣା ପଢ଼ୁଥିଲା ସେହି ଗୀତଟି ବାଜିବା ଦ୍ବାରା ତାଙ୍କର ତାଙ୍କ ପୁରୁଣା ପ୍ରେମ କଥା ମୋନେ ପଢ଼ି ଯାଇଥିଲା ବଧେ। ଏକ ସ୍ଥାନରେ ବିବାହରେ ଅଧିକ ଯୌତୁକ ମାଗିଥିବାରୁ ଝିଅ ନିଜେ ଓ ତାଙ୍କ ପରିବାର ଲୋକେ ପୁଅକୁ ଓ ତା ବାପାକୁ ବିବାହ ଦିନ ଚେୟାରରେ ବାନ୍ଧି ଦେଇ ଖୁବ୍ ମାଡ କରିଥିଲେ। ଏପରି ଦୃଶ୍ୟ ଦେଖିବା ପରେ ଆପଣ ବି ଆପଣଙ୍କର ହସ କୁ କଣ୍ଟ୍ରୋଲ କରି ପାରିବେ ନାହିଁ।

Leave a Reply

Your email address will not be published. Required fields are marked *