ଦୁନିଆର ଏ ହେଉଛି ସବୁଠାରୁ ୫ଟି ବେକାର ଚାକିରି,ଦେଖନ୍ତୁ ଭିଡ଼ିଓ

ଆମ ଦେଶ ଏବେ ଧୀରେ ଧୀରେ ଅଗ୍ରଗତି ହେଲାଣି। ଲୋକ ମାନେ ପାଠ ପଢି ନିଜର ଉନତି ହେବା ସହ ଦେଶ ରାଜ୍ୟ ର ମଧ୍ୟ ଉନତି ହେଉଛି। ଆଗ କାଳ ରୁ ଲୋକ ମାନେ ପାଠ ପଢିବା କୁ ପସନ୍ଦ କରୁ ନ ଥିଲେ। ତା ସହ ଲୋକ ମାନେ ବହୁତ ଗରିବ ଥିଲେ। ଖାଇବା କୁ ମଧ୍ୟ ପଇସା ନ ଥିଲା। ତେଣୁ ସେମାନେ ଲୋକ ଘରେ କାର୍ଯ୍ୟ କରିବା କୁ ବାଧ୍ୟ ହେଉ ଥିଲେ।ତେବେ ବେଳେ ବେଳେ ସେମାନେ ଏମିତି କାର୍ଯ୍ୟ କରୁ ଥିଲେ। ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ କାମ କୁ ପସନ୍ଦ କରନ୍ତି ନାହିଁ ସେହି କାମ କୁ ଛୋଟ ବୋଲି ଭାବନ୍ତି। କିନ୍ତୁ ଏମିତି କାର୍ଯ୍ୟ ରହିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।

ଭୋମିଟ୍ କଲେକ୍ଟେଟର :- ଏନ ସିଟ ରମଣ ବିଷୟ ରେ କୁହା ଯାଏ କି । ସେମାନେ ଖାଇବା କୁ ବହୁତ ଭଲ ପାଉ ଥିଲେ। ସେମାନେ ଏତେ ଖାଉ ଥିଲେ କି ପେଟ ଭାରି ଯିବା ପରେ ମଧ୍ୟ ଖାଉ ଥିଲେ। ଆଉ ବେଶୀ ଖାଇ ଦେବା ଫଳ ରେ ତାଙ୍କୁ ବାନ୍ତି ହେଉ ଥିଲା। ଆଉ ଏହା ପାଇଁ ସେମାନ ଙ୍କର ସ୍ଵତନ୍ତ୍ର୍ ରୁମ ରହି ଥିଲା। ତେବେ ତା ସହ ତାଙ୍କ ବାନ୍ତି କୁ ସଂଗ୍ରହ କରିବା କୁ ଜଣେ ଜଣେ କାର୍ଯ୍ୟ ରେ ନିଜୁକ୍ତ୍ ହୋଇ ଥିଲେ। ତେବେ ଯିଏ ଯେତେବେଳେ ବାନ୍ତି କରିବ ସେମାନେ ପାଖରେ ଗୋଟିଏ ହାଣ୍ଡି ଧରି ଛିଡା ହୋଇ ଥିବେ। ତେବେ ଲୋକ ମାନେ ନିଜର ପେଟ ପୋଷିବା ପାଇଁ ଏହି ଭଳି ଚାକିରୀ ମଧ୍ୟ କୋରୁଥିଲେ।

ଗୁଙ୍ଗ୍ ଫର୍ମାର:- ତେବେ ଆପଣ ଜାଣି ଥିବେ କି ଆଗ କାଳ ରୁ ଲୋକ ମାନେ ଖୋଲା ରେ ମଳତ୍ୟାଗ କରୁ ଥିଲେ। କିନ୍ତୁ
ସେହି ସମୟ ରେ କିଛି ଉଚ୍ଚ ଲୋକ ଥିଲେ ଯେଉଁ ମାନେ କି ମାଟି ରେ ଗୋଟେ ବଡ଼ ଗତ ଖୋଲି ସେହି ଥିରେ ମଳତ୍ୟାଗ କୋରୁଥିଲେ। ତେବେ ଯେତେବେଳେ ସେହି ଗାତ ଫୁଲ ହେଇ ଯାଉ ଥିଲା । ସେହି ଗତ କୁ ସଫା କରିବା ପାଇଁ ଜଣେ ଜଣେ ଲୋକ ରହି ଥିଲେ। ତେବେ ସେହି କାର୍ଯ୍ୟ କରିବା ପାଇଁ ରାତି୧୨ ଟା ରୁ ସକାଳେ ୫ ଟା ଯାଏ କରୁ ଥିଲେ। ତେବେ ଲୋକ ମାନେ ନିଜର ପେଟ ପୋଷିବା ପାଇଁ ଏହି କାର୍ଯ୍ୟ କରିବା କୁ ମଧ୍ୟ ପୋଛାଉ ନାହଁନ୍ତି।

ଗ୍ରୁମ୍ ଅଫ ଦା ଷ୍ଟଲ:- ତେବେ ଆପଣ ଜାଣି ଥିବେ କି ଆଗ କାଳ ରେ ରାଜା ମାନେ ନିଜ ପାଖରେ ଜଣେ ଜଣେ ଲୋକ ରଖୁ ଥିଲେ। ସେମାନେ ରାଜା ର ବହୁତ ପାଖ ଲୋକ ଥିଲେ। ରାଜା ମାନେ ଯେତେବେଳେ ବାହାର କୁ ଯାଉ ଥିଲେ ସେହି ଲୋକ ମାନେ ସାଙ୍ଗରେ ଯାଉ ଥିଲେ। ତେବେ ରାଜା ମାନେ ଯେତେବେଳ ମଳତ୍ୟାଗ କୋରୁଥିଲେ। ସେମାନେ ତାକୁ ସଫା କରୁ ଥିଲେ ଆଉ ରାଜା ଙ୍କ ପଛ ପାଖକୁ ମଧ୍ୟ ପେପର ରେ ସଫା କରୁ ଥିଲେ। ତେବେ ଏହି କାର୍ଯ୍ୟ ମଧ୍ୟ ଲୋକ କରୁ ଥିଲେ।

ଉଲ ଫ୍ୟୁଲର୍:- ତେବେ ଆଗରୁ ଉଲ ରେ ତିଆରି ଲୁଗା କୁ ପିନ୍ଧିବା କୁ ଅଧିକ୍ ପସନ୍ଦ କରୁ ଥିଲେ। ତେବେ ସେଥି ପାଇଁ ଆଗରୁ ଲୋକ ମାନେ ଉଲ କୁ ସଫା କରିବା ପାଇଁ ମଣିଷ ର ମୁତ୍ର୍ କୁ ଆଣି ସେଥିରେ ଉଲ କୁ ସଫା କରୁ ଥିଲେ ତେବେ ଏସବୁ ପାଇଁ ତାଙ୍କୁ ଅଧିକ ମୁତ୍ର ଆବଶ୍ୟକ ହେଉ ଥିଲା। ଆଉ ଏହା କୁ ସଂଗ୍ରହ କରିବା ପାଇଁ ଲୋକ ମାନେ ନିଜୁକ୍ତ୍ ଥିଲେ। ଆଉ ସେମାନେ ବୁଲି ବୁଲି ସାଧାରଣ ପାଇଖାନା ରୁ ସଂଗ୍ରହ କରି ଗୋଟିଏ ବଡ ପାତ୍ର ରେ ମୁତ୍ର୍ ଆଉ ଉଲ କୁ ରଖି ସଫା କରୁ ଥିଲେ। ତେବେ ଏହି ସବୁ କାର୍ଯ୍ୟ ମଧ୍ୟ ଲୋକ କରୁ ଥିଲା।

Leave a Reply

Your email address will not be published. Required fields are marked *