ମିଛରେ ଫସାଇଦେଲା ଝିଅ, ବିନା ଦୋଷରେ ଜେଲରେ କାଟିବାକୁ ପଡ଼ିଲା ୪୫ ଦିନ,ଦେଖନ୍ତୁ ଭିଡ଼ିଓ

ବେଳେ ବେଳେ ଆମ ସମାଜ ରେ ବା ଆମ ସହ ଏମିତି କିଛି ଘଟଣା ଘଟି ଯାଏ। ଯାହା ଆମେ କେବେ ଆଗରୁ ଭାବି ନ ଥିବା। ତେବେ ଏସବୁ ଘଟଣା ଆମ ସମାଜ କୁ ଆମ ଜୀବନ କୁ ସମ୍ପୂର୍ଣ ଭାବରେ ବଦଳି ଯାଇ ଥାଏ। ଏହା ଆମ ଜୀବନ ଉପରେ ଭଲ ପ୍ରଭାବ ପଡି ପରେ କିମ୍ବା ଖରାପ ପ୍ରଭାବ ପଡି ଥାଏ। ତେବେ ଆପଣ ମାନେ ଜାଣି ଥିବେ କି ବେଳେ ବେଳେ କିଛି ଲୋକ ବିନା ଦୋଷ ରେ ଜେଲ ଦଣ୍ଡ ପାଇ ଥାନ୍ତି। ତେବେ ଏମିତି ୯ ଜଣା ଅଛନ୍ତି ,ଯେଉଁ ମାନେ ବିନା ଦୋଷ ରେ ଜେଲ ଦଣ୍ଡ ପାଇ ଥିଲେ।

୧- ଜେମ୍ସ ରୋଚୋଡସୋନ ୧୯୬୭ ମସିହା ରେ ଫୋରିଡୋ ରେ ରହୁ ଥିବା ବେଳେ ୭ ଟି ଛୁଆ ଙ୍କୁ ମାରିବା ଦୋଷ ରେ ଜେଲ ଦଣ୍ଡ ମିଳି ଥିଲା। କିନ୍ତୁ ଏହା ମିଛ ଥିଲା ସେ ତାଙ୍କ ଚାକର ଟି କୁ କୋହିଥିଲେ କି ପିଲା ମାନେ ସ୍କୁଲ ରୁ ଆସିଲେ ଖାଇବା କୁ ଦେବ। କିନ୍ତୁ ଖାଦ୍ୟ ଖାଇବା ପରେ ସେମାନେ ମରିଗଲେ।କାରଣ ସେହି ଖାଦ୍ୟ ରେ ପରଥିନ୍ ବିଷ ମିଶା ଯାଇ ଥିଲା। ଆଉ ସବୁ ଦୋଷ ଜେମ୍ସ ଙ୍କ ଉପର କୁ ଚାଲି ଗଲା। କାରଣ କିଛି ଦିନ ଆଗରୁ ନିଜ ପିଲା ମାନଂକର ଇନ୍ସୁରେନ୍ସ୍ କରି ଥିଲେ। କିଛି ଦିନ ପରେ ତାଙ୍କ ଚାକର ଆସି ନିଜ ଦୋଷ ମାନିଲା ଆଉ ଜେମ୍ସ୍ ଙ୍କୁ ନିର୍ଦୋଶ ବୋଲି ଛାଡି ଦିଅ ଗଲା।

୨- ଟିମୋଥି ବ୍ରିଜେଶ୍ ୧୯୮୯ ମସିହା ରେ ଜଣେ ଅନ୍ଧ ମହିଳା ଙ୍କୁ ଲୁଟ କରି ତାଙ୍କୁ ମାରିଦେଇ ଥିଲେ। କିନ୍ତୁ ଏହି କାମ କିଏ କରି ଥିଲା ତା ଜଣା ନ ଥିଲା କିଛି ଦିନ ପରେ କିଛି ଲୋକ ଆସିଛି ଟିମୋଥି ଏହି ସବୁ କରିଛନ୍ତି ବୋଲି କହିଲେ। ଏହା ପରେ ତାଙ୍କୁ ଜେଲ ଦଣ୍ଡ ମିଳିଲା।ଆଉ ସେ ନିର୍ଦୋଷ ବୋଲି ଜାଣିବା ପରେ ତାଙ୍କୁ ୨୭ ବର୍ଷ ପରେ ଛାଡି ଦିଆ ଗଲା।

୩- ଜୋସେଫ୍ ଏବିଟ ୧୯୯୧ ମସିହା ରେ ଗୋଟିଏ ଲୋକ ଜଣେ ମହିଳା ଘରେ ପଶି ବଳତ୍କାର କରିଥିଲେ। କିନ୍ତୁ ସେହି ଝିଅ ମାନେ ଜସେଫ୍ ଭାବି ଥିଲେ। କିନ୍ତୁ ଜସେଫ୍ ଙ୍କ ଡ଼ି ଏନ ଏ ମେଚ କରୁ ନ ଥିଲା। ତଥାପି ପୋଲିସ ତାଙ୍କୁ ଜେଲ ରେ ରଖିଥିଲେ। କିନ୍ତୁ କିଛି ବର୍ଷ ପରେ ଏହା ଭୁଲ ବୋଲି ପ୍ରାମାଣିତ ହେଲା । ଘଟଣା ସମୟ୍ ରେ ଜସେଫ୍ ତାଙ୍କ ଅଫିସ ରେ ଥିଲେ। ତୋ ଏହା ମିଛ୍ ଏହା ପରେ ତାଙ୍କୁ ନିର୍ଦୋଷ ବୋଲି ଛାଡି ଦିଅ ଗଲା।

୪- କ୍ରିକ କଲେ ୧୯୭୮ ମସିହା ରେ ତାଙ୍କ ଗଲ ଫ୍ରେଣ୍ଡ ଆଉ ତାଙ୍କ ଛୁଆ କୁ ମାରିବା ଅପରାଧ ରେ ତାଙ୍କୁ ଜେଲ ଦଣ୍ଡ ମିଳିଥିଲା। କିନ୍ତୁ ସେ କହିଲେ କି ଯେତେବେଳେ ଏହି ସବୁ ଘଟଣା ହେଉ ଥିଲା ସେ ହୋଟେଲ ରେ ଖାଉ ଥିଲେ। ଏହା କୁ ନେଇ ମଧ୍ୟ କିଛି ଜଣା ସାକ୍ଷୀ ଦେଇ ଥିଲେ। କିନ୍ତୁ ପରେ ଏହି କେଶ ରି ଅପୁନ୍ କରା ଗଲା। ଆଉ ଦେଖା ଗଲା କି କ୍ରିକ୍ ଙ୍କ ଡ଼ି ଏନ ଏ ମେଚ କରୁ ନାହିଁ ଆଉ ତାଙ୍କୁ ଦୋଷୀ ବୋଲି ଛାଡି ଦିଅ ଗଲା।

୫- ରିଚାର୍ଡ୍ ଫିଲିପ୍ପସ ୧୯୭୨ ମସିହା ରେ ଜଣେ ବ୍ୟକ୍ତି ଙ୍କୁ ମାରିବା ଅପରଧ୍ ରେ ତାଙ୍କୁ ଜେଲ ହୋଇ ଥିଲା। କିନ୍ତୁ ଏହାର ମୁଖ୍ୟ ଦୋଷୀ ରିଚାର୍ଡ୍ ଙ୍କ ଶଳା ହିଁ ଥିଲା। କିନ୍ତୁ ତାଙ୍କ ଶଳା ମିଛ କହି ତାଙ୍କୁ ଜେଲ ଦଣ୍ଡ ଦେଇ ଥିଲେ। ଯାହା ପାଇଁ ସେମାନେ ୪୫ ବର୍ଷ ଧରି ଜେଲ ରେ ରହି ଥିଲେ।

୬- ନିକୋଲେସ୍ ୟରିସ୍ ଙ୍କୁ ୧୯୮୧ ମସିହା ରେ ଗୋଟିଏ ଝିଅ କୁ ମାରିବା ଅପରାଧ ରେ ଜେଲ ହୋଇ ଥିଲା। ସେ ଝିଅ ର ମାରିବାର କିଛି ଦିନ ପୂର୍ବ ରୁ ନିକୋଲେସ୍ ଙ୍କ ସହ ତାଙ୍କର ଝଗଡା ହୋଇ ଥିଲା । ସେହି ପାଇଁ ପୋଲିସ ତାଙ୍କୁ ଅପରାଧୀ ବୋଲି ଭାବି ଥିଲେ। କିନ୍ତୁ କିଛି ବର୍ଷ ପିରେ ତାଙ୍କ ଡ଼ି ଏନ ଏ ଚେକ ପରେ ସେ ନିର୍ଦୋଷ ବୋଲି ଜଣା ପଡିଲା।

୭-ଲୋରେନ୍ସ୍ ମେକେନି ୧୯୯୭ ମସିହା ରେ ଦୁଇ ଜଣା ଲୋକ ମିଶି ଗୋଟିଏ ଝିଅ ସହ ଜବରଦସ୍ତି କରୁ ଥିଲେ। କିନ୍ତୁ ପୋଲିସ ଯେତେବେଳେ ସେହି ଝିଅ କୁ କିଛି ଜଣା ଙ୍କ ଫୋଟ ଦେଖାଇ ଲା ସେହି ଝିଅ ଟି ଲୋରେନ୍ସ୍ ଙ୍କ ନାମ କହିଥିଲେ। କିନ୍ତୁ କିଛି ବର୍ଷ ପରେ ଡ଼ି ଏନ ଏ ଚେକ୍ ପରେ ଲୋରେନ୍ସ୍ ଦୋଷୀ ନୁହଁ ବୋଲି ପ୍ରମାଣିତ ହେଲା।

Leave a Reply

Your email address will not be published. Required fields are marked *