କଙ୍ଗାରୁକୁ କମଜୋର ଭାବିଥିଲା,ଗୋଟିଏ ଚାପୁଡାରେ ଦିନରେ ଚାନ୍ଦ ଦେଖାଇଦେଲା ! ଦେଖନ୍ତୁ ଭିଡିଓ

ପଶୁ ମାନଙ୍କ ଭିତରେ ଭି ବହୁତ୍ କିଛି ମଜାଳିଆ ଘଟଣା ଘଟିଥାଏ । ତେବେ ଏହି ଅଜବ ଘଟଣା ବିଷୟରେ ଚାଲନ୍ତୁ ଜାଣିବା । ଗୋଟାଏ କୁକୁର ପାଣି ଭିତରେ ପଶି ଯାଇଥିଲା ଯାହା ପରେ କୁମ୍ଭୀର ତା ର ପିଛା କରିବା କୁ ଲାଗିଲା । କଥାରେ ଅଛି ନା ପାଣି ଭିତରେ ଘର କରି ଯଦି କୁମ୍ଭୀର ସହ ବାଦ କରିବ ଖୁବ୍ ମାହାଙ୍ଗା ପଡିବ । ଏହି କଥା ଟି ଖୁବ୍ ଭାରି ପଡିଥିଲା କୁକୁର ଉପରେ । ଆଉ ଗୋଟିଏ ଦୃଶ୍ୟ ରେ ସେହି ଭଳି ଗୋଟିଏ ଚିତା ବାଘ ସହିତ ଗୋଟାଏ ହେଟା ବାଘ ପୋଲ ଆଗରେ ପଡିଯିବାରୁ ତାଙ୍କୁ ଡରେଇବା ପାଇଁ ଚେଷ୍ଟା କରୁଥିଲା ।

ଯାହା ପାଇଁ ସେ ଖୁବ୍ ହଇରାଣ ରେ ପଡ଼ିଲା । ଚିତା ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଚଢି ହାର ମାନି ଗଲା । ଆଉ ଗୋଟିଏ ପଡ଼ିଆରେ କୁମ୍ଭୀର ଚୁଆ ଟି ଖରା ଖାଉଥିବା ସମୟରେ ବହୁତ୍ ଗୁଡ଼ିଏ ଗେଣ୍ଡଳିଆ ପକ୍ଷୀ ଆସି ଯାଇଥିଲେ । ଏହି ମାନଙ୍କୁ ଡରାଇବ ପାଇଁ କୁନି କୁମ୍ଭୀର ଚେଷ୍ଟା କରିଲା ହେଲେ ପରେ ଜାଣିବା ଏହି ପକ୍ଷୀ ମାନଙ୍କ ଥଣ୍ଟ ମାଡ଼ ରେ ତା ଜୀବନ ଯାଇ ପରେ ତେଣୁ ସେ ଡରି ପଳାଇବା ପାଇଁ ଚେଷ୍ଟା କରିଲା ।

https://www.youtube.com/watch?v=WZV7K5Ccgu0

ଆପଣ ଅହିରାଜ ସାପ ବିଷୟରେ ଖୁବ୍ ଭଲ ଭାବର ଜାଣିଥିବେ ଯାହା ଖୁବ୍ ଭୟାନକ । ସେ ଗୋଟିଏ ବଗ କୁ ଶିକାର କରିବା ପାଇଁ ଯାଇ ତା ପର କୁ କାମୁଡି ଧରିଥିଲା ହେଲେ ବଗ ଏଭଳି ତା ମୁଣ୍ଡ କୁ ଥଣ୍ଟ ସାହାଯ୍ୟ ରେ ଆଘାତ କରିଲା ସେ ଧରି ପଲେଇଲା । ଆଉ ଗୋଟିଏ ସ୍ଥାନ ରେ ସେହି ଭଳି ସିଂହ ଅଗରେ କୁକୁର ଶିକାର ରୂପରେ ଆସି ଶିକାରୀ ହୋଇ ଚାଲିଗଲା ଓ ସିଂହ ହାର ମାନି ଯାଇଥିଲା । ଗୋଟିଏ ବିଲେଇ କୁ ଗୋଟିଏ କୁକୁର ହଇରାଣ କରିବା ପାଇଁ ଯାଇଥିବା ବେଳେ ବିଲେଇ ଏମିତି ଭାବରେ ତାକୁ ଡରେଇଲା ଯାହା ଫଳ ରେ ସେ କୁକୁର ନିଜେ ଡରି ଚାଲିଆସିଲେ । ଆଉ କେବେ ଭି ବିଲେଇ ଶିକାର କରିବା ପାଇଁ ଭି ଚାହିଁଲାନି ।

Leave a Reply

Your email address will not be published. Required fields are marked *