ଜ୍ୟୋତିଷ ଖୋଲିଲେ ନବୀନ ପଟନାୟକଙ୍କ ଦସ୍ତଖତ ରହସ୍ୟ,ବଞ୍ଚିଥିବା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ…ଜାଣନ୍ତୁ ପୁରା ଖବର

ଜଣେ ଜ୍ୟୋତିଷ୍କ ମୁଖ୍ୟ ମନ୍ତ୍ରୀ କ ବିଷୟ ରେ କହିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପଛରେ ଥିବା ରହସ୍ୟ ବିଷୟ ରେ କହିଛନ୍ତି । ତାଙ୍କର କହିବା ଅନୁସାରେ ସେ ଦୁଇଟି ଦସ୍ତଖତ ଦେଖିଛି । ସେଥି ମଧ୍ୟ ରୁ ଗୋଟିଏ ହେଉଛି ଓଡିଆର ଆଉ ଗୋଟିଏ ହେଉଛି ଇ ଇଂରାଜୀ ରେ ଓଡ଼ିଆ ଦସ୍ତଖତକୁ ଦେଖିଲେ ପଟ୍ଟନାୟକର କ ଟି ସବୁଠାରୁ ବଡ଼ ଅଛି। ଅକ୍ଷର ସବୁ ଗୋଟିଏ ସରଳ ରେଖାରେ ନାହିଁ।ଯେତେବେଳେ ସେ ଓଡ଼ିଶାକୁ ଆସିଲେ ତା ପୂର୍ବରୁ ତାଙ୍କୁ କେହି ଜାଣି ନଥିଲେ।

ସେଥି ପାଈ ପଟ୍ଟନାୟକ ଠାରୁ ନବୀନ ଯେଉଁ ଲେଖା ଅଛି ତାହା ଟିକେ ଛୋଟ ରହିଛିବୋଲି କୁହା ଯାଇଛି। ପ୍ରତେକ ଦସ୍ତଖତ ଭିତରେ ନବ ଗ୍ରହଙ୍କ ପ୍ରଭାବ ଥାଏ ବୋଲି ଜ୍ୟତିଷ୍କ କହିଛନ୍ତି ।ଯେଉଁ ଲେଖା ଅଛି ତାହା ଭିତରେ ଶୁକ୍ର ଓ ଚନ୍ଦ୍ରଙ୍କ ପ୍ରଭାବ ରହିଥିବାର ସେ ସୂଚନା ଦେଇଛନ୍ତି ।ଶୁକ୍ର ଓ ଚନ୍ଦ୍ର ହେଲେ ବହୁତ ସୌମ୍ୟ ଶାନ୍ତ ସରଳ ଅଟନ୍ତି । ବହୁତ ନୀରବ ରୁହନ୍ତି।

ଶେଷ ଅକ୍ଷର ଟି ଯେହେତୁ ବଡ଼ ରହିଛି ତେଣୁ ଦିନକ ପରେ ଦିନେ ସେ ଲୋକଙ୍କ ହୃଦୟ କୁ ଅଧିକ ଛୁଇଛନ୍ତି ।ତାଙ୍କର ଯେଉଁ ଶେଷ ସମୟ ରହିଛି ତା ପୂର୍ବରୁ ଯେଉଁ ଭଲ ପାଇବା ସେ ପାଇଥିବେ ।ଯେତିକି ନାମ ପାଇଥିବେ ଗୋଟିଏ ଦିନରେ ତାହା ଆଉ ଟିକିଏ ବଢିବବୋଲି ସେ ପୂର୍ବାନୁମାନ କରିଛନ୍ତି ।

ଯେହେତୁ ସେ ପଟ୍ଟନାୟକର କ ବଡ଼ ଅଛି ରାଜନୀତି କ୍ଷେତ୍ର ରେ ତାଙ୍କର ସଫଳତା ଭଲ ରହିବ ବୋଲି କୁହା ଯାଉଚି । ଏହା ସହ ଯେତେ ପର୍ୟନ୍ତ ସେ ବଞ୍ଚିବେ ସେତେ ପର୍ଯ୍ୟନ୍ତ ରାଜନୀତି ରେ ସେ ରହିବେ ବୋଲି କୁହା ଯାଉଛି । ତାଙ୍କର ସେହି ପଦରେ ରହିବେ ବୋଲି କୁହାଯାଇଛି । ଯେତେ ଯେତେ ବୟସ ବଢିବ ସେ ପର୍ଯ୍ୟନ୍ତ ଲୋକଙ୍କ ଭଲ ପାଇବା ଆହୁରି ବଢିବ ତାଙ୍କ ପାଈ ।ତାଙ୍କର ଇଂଲିଶ ଦସ୍ତଖତ ଯଦି ଦେଖିବା ବାସ ଦୁଇଟା ଲାଇନ।ଆଉ ଦୁଇଟି ଡଟ ଅଛି ରହି ସେଥି ରେ ଗୋଟିଏ ଉପରକୁ ଅଛି ଆଉ ଗୋଟିଏ ତଳକୁ ଅଛି।

ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସାଇନ ଅନେକ ମାତ୍ରା ରେ ମିଶି ଥାଏ ।ସେ ବି ସେମିତି ଗୋଟିଏ ଲମ୍ବା ସମୟ ପର୍ଯ୍ୟନ୍ତ ରହିବେ ବୋଲି ଅନୁମାନ କରା ଯାଉଚି ।ଏହା ସହ କିଛି ସମୟ ପରେ ପିଲାମାନେ ତାଙ୍କ ବିଷୟରେ ଜାଣିବେ ବୋଲି ସେ କହିଛନ୍ତି ।ତାଙ୍କ ବିଷୟରେ ପାଠ ପଢ଼ିବେ ଆଉ ତାଙ୍କ ଜୀବନୀ ପଢ଼ିବେ ବୋଲି ମଧ୍ୟ କୁହ ଯାଉଚି। ସେ ବହୁତ ବଡ଼ ଇତିହାସ ରଚିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *