ଅଧ୍ୟୟନରୁ ହେଲା ବଡ ଖୁଲାସା,ନିୟମିତ ହସ୍ତମୈଥୁନରୁ ମିଳିଥାଏ ଏହି ସବୁ ଫାଇଦା

ଗୋଟିଏ ମନୁଷ୍ୟ ଜୀବନରେ ଯେମିତି ଖାଦ୍ୟ, ଶୋଇବା, ପାଣିର ଆବଶ୍ୟକ ହୋଇଥାଏ । ସେହିଭଳି ଯୌନ ସମ୍ପର୍କର ବି ଆବଶ୍ୟକ ଥାଏ । କିନ୍ତୁ ଏହି ସବୁ ପାଇଁ କିଛି ଖାସ ନିୟମ ଗୁଡିକ ଅଛି । ଯଦି ଆପଣ ଭୁଲ ରାସ୍ତାରେ ଯିବେ ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିବ । କହିବାକୁ ଗଲେ ଆମ ଶରୀରର ସମସ୍ତ ଶକ୍ତି ଆମର ବିର୍ଯରୁ ଆସିଥାଏ ।

ବିର୍ଯ ଆମର ଶରୀରରେ ରକ୍ତ ଦ୍ଵାରା ସୃଷ୍ଟି ହୋଇଥାଏ । ସମସ୍ତ ପ୍ରକାରର ଭିଟାମିନ, ମିନରାଲ୍ସ ଏହି ବିର୍ଯ ମଧ୍ୟରେ ଥାଏ । ଯୌବନ ଅଛି ମାନେ ଶରୀରକୁ ଉପଭୋଗ କରନ୍ତୁ , ଉତ୍ସାହ ଆଣନ୍ତୁ ଏବଂ ମନରେ କର୍ମ ପ୍ରରଣା ଆଣନ୍ତୁ । ଅନେକ ଗବେଷଣା ପରେ ଏହା ମଧ୍ୟ ପରୀକ୍ଷା କରା ଯାଇଛି ଯେ ଶାରିରୀକ ସୁସ୍ଥ ରହିବା ପାଇଁ ବା ମାନସିକ ଏବଂ ଶାରିରୀକ ଫିଟ୍ ଯୌନ ସଂପର୍କ ରଖିବା ମଧ୍ୟ ନିହାତି ଜରୁରି ।

ସୁସ୍ଥ ଜୀବନଯାପନ ପାଇଁ ଅନ୍ୟାନ୍ୟ ବିଜ୍ଞାନ ଅପେକ୍ଷା ଆୟୁର୍ବେଦରେ ଭଲ ମେଡିସିନ୍ ରହିଛି ଏବଂ ତାହାର ସାଇଡ୍ ଇଫେକ୍ଟ ମଧ୍ୟ କିଛି ନାହିଁ । ହସ୍ତମୈଥୁନ ହେଉଛି ଏକ କାର୍ଯ୍ୟ ଯେଉଁଥିରେ ଜଣେ ବ୍ୟକ୍ତି ନିଜର ଯୌନ ଇଚ୍ଛାକୁ କୌଣସି ସାଥୀ ବିନା ନିଜେ ପୂରଣ କରେ ଏବଂ ନିଜର ସମ୍ବେଦନଶୀଳ ଅଂଶ ସହିତ ଖେଳିବା ଦ୍ୱାରା ସେ ବହିଷ୍କାର ମାଧ୍ୟମରେ ସନ୍ତୁଷ୍ଟ ହୁଏ ।

ହସ୍ତ ମୈଥୁନ ସ୍ଵଭାବିକ ଭାବରେ ଏକ ଖରାପ ଜିନିଷ ନୁହେଁ । ଆମେ ହସ୍ତ-ମୈଥୁନ ବିଷୟରେ ଅନେକ ଗୁଜବ ଶୁଣୁ, ଯେଉଁଥିରେ କୁହାଯାଏ ଯେ ହସ୍ତମୈଥୁନ କରିବା ଆନନ୍ଦ, ମଜା, ଭଲ ନିଦ ଏବଂ ଚାପ ଆଣିଥାଏ । ଏଥିରେ ଯଦି କୌଣସି ଲାଭ ଥାଆନ୍ତା, ତେବେ ହସ୍ତମୈଥୁନ କରିବା ପରେ ଆମ ଉପରେ କେବେବି ଆଶଙ୍କା ରୁହନ୍ତା ନାହିଁ ଏବଂ ଆମେ ନିଜକୁ ଘୃଣା ଲାଗି ନ ଥାନ୍ତା । ଯଦି ତୁମେ ହସ୍ତ-ମୈଥୁନ କରିବା ପରେ ନିଜକୁ ଦୋଷୀ ଅନୁଭବ କରୁନାହଁ, ତେବେ ତୁମେ ହସ୍ତମୈଥୁନ କରିପାରିବ ।

କିନ୍ତୁ ଏକ ପରୀକ୍ଷା ରୁ ଜଣା ପଡ଼ିଛି ଯେ ହସ୍ତ ମୈଥୁନ କରିବା ଦ୍ୱାରା ବା ବୀର୍ଯ୍ୟ କ୍ଷରଣ କରିବା ଦ୍ୱାରା ଅଣ୍ଡକୋଷ କ୍ୟାନ୍ସର ଅନେକ ପରିମାଣ ରେ ହ୍ରାସ ପାଇଥାଏ । ଅର୍ଥାତ୍ ଏକ ସର୍ଭେ ରେ ଏହା ପ୍ରକାଶ ପାଇଛି ଯେ ୨୦ ବର୍ଷ ବୟସ୍କ ଯୁବକ ଯଦି ଗୋଟେ ମାସ ରେ ୨୧ ଥର ମାଷ୍ଟର୍ବେଟ କରିଥାଏ

ତେବେ ସେହି ଯୁବକ ଟି ର ଆଣ୍ଡକୋଷ କ୍ୟାନ୍ସର ର ପରିମାଣ ୧୯ ପ୍ରତିଶତ ହ୍ରାସ ପାଇଥାଏ । କିନ୍ତୁ ୭ ଥର କରୁଥିବା ଏହି ଯୁବକ ଙ୍କ ପାଖରେ ଏହା ୪୦ ପ୍ରତିଶତ ଅଧିକ ଥାଏ । ନିୟମିତ ହସ୍ତ ମୈଥୁନ କରୁଥିବା ୪୦ ବର୍ଷ ବୟସ ବା ତା ଠୁ ଅଧିକ ବୟସ୍କ ଲୋକ ଙ୍କ ପାଖରେ ଏହା ୨୨ ପ୍ରତିଶତ ଦେଖା ଯାଇଥାଏ । ତେଣୁ ହସ୍ତ ମୈଥୁନ କରିବା ଏକ ପ୍ରକାର ସ୍ୱାସ୍ଥ୍ୟ ଯୋଗ୍ୟ କାର୍ଯ୍ୟ ।

Leave a Reply

Your email address will not be published. Required fields are marked *