ଥାଇରଏଡ ରୋଗର ଲକ୍ଷଣ ଓ ଏହାର ନିରାକରଣ ?

ଆପଣ ମାନେ ଜାଣିଛନ୍ତି ଗୋଟିଏ କଥା ମଣିଷ ର ଶରୀର ଅଛି ମାନେ ରୋଗ ସୁନିଶ୍ଚିତ । ତେବେ ମଣିଷ ଠାରେ ବେଳେ ବେଳେ କିଛି ଅଲଗା ଅଲଗା ରୋଗ ହେଉ ଅଥବା ଲକ୍ଷଣ ଦେଖା ଯାଇଥାଏ । ମଣିଷ ଠାରେ ଯେତେବେଳ ବିଚିତ୍ର ଲକ୍ଷଣ ଦେଖା ଦେଇଥାଏ ସେତେବେଳେ ମଣିଷ ଜଣିଥାଏ ତା ଶରୀର ରେ କୌଣସି ପ୍ରକାର ରୋଗ ସୃଷ୍ଟି ହୋଇ ସାରିଛି । ତେବେ ଆମେ ଆପଣ ଆଜି ଗୋଟିଏ ନୂଆ ରୋଗ ସମ୍ପର୍କ ରେ କହିବୁ ଯାହା ଆପଣ ମାନେ ଜାଣିଥିବେ ହେଲେ ଏହି ରୋଗ ହେବାର କାରଣ କଣ ଲକ୍ଷଣ କଣ ଏହିଭଳି ସବୁ ।

ତେବେ ଆପଣ ମାନେ ଥାଇରଏଡ ରୋଗ ବିଷୟରେ ଜାଣିଥିବେ । ହେଲେ ଆପଣ ମାନେ କଣ ଜାଣିଛନ୍ତି କି ଏହି ଥାଇରଏଡ ର ଅବସ୍ଥାନ କେଉଁଠାରେ । ଥାଇରଏଡ ମଣିଷ ଗୋଳା ରେ ରହିଥାଏ । ଯାହା ଗୋଟିଏ ପ୍ରଜାପତି ଭଳି ଦେଖିବା ପାଇଁ । ଏଥିରୁ ହରମନ୍ କ୍ଷରଣ ହୋଇଥାଏ । ଏହି ଗ୍ରନ୍ଥି ରୁ ଯଦି ଅଧିକ ହରମନ୍ କ୍ଷରଣ ହୋଇଥାଏ ତେବେ ଏହାକୁ ହଇପୋଥାଇରଏଡଜିମ ବୋଲି କୁହା ହୋଇଥାଏ ଓ କମ୍ କ୍ଷରଣ ହେଲେ ହାଇପରଥାଇରଏଡଜିମ ରୋଗ ହୋଇଥାଏବୋଲି କୁହା ହୁଏ ।

ତେବେ ଆପଣ ଏହି କଥା ଜାଣିନଥିବେ ଥାଇରଏଡ ରୋଗ ଅଧିକ ମହିଳା ମାନଙ୍କ ଠାରେ ଦେଖା ଦେଇଥାଏ । କାରଣ ମହିଳା ଙ୍କ ଶରୀର ରେ ବହୁତ୍ ପ୍ରକାର ହର୍ମନ୍ କ୍ଷରଣ ହୋଇଥାଏ । ତେବେ ଏହି ରୋଗ ମଣିଷ କୁ କୌଣସି ଭି ବୟସ ରେ ହୋଇ ଯାଇପାରେ । ଏହି ରୋଗ ଟି ଗର୍ଭବତୀ ମହିଳା ଙ୍କ ଠାରେ ମଧ୍ୟ ଦେଖା ହେଉଥିବା ବେଳେ ମଧ୍ୟ ଦେଖା ଦେଇଥାଏ । ଯାହା ଫଳ ରେ ସନ୍ତାନ ଠାରେ ମଧ୍ୟ ଏହି ରୋଗ ସୃଷ୍ଠି ହୋଇ ଯାଇଥାଏ ।

ଯଦି ଏହି ରୋଗ କେହି ଜନ୍ମ ହୋଇଥିବା ପିଲାଙ୍କ ଠାରେ ଦେଖା ଦେଇଥାଏ ତେବେ ସେହି ପିଲା ର ଜୀବନ ନଷ୍ଟ ହୋଇଯାଇ ଥାଏ । ପିଲା ର ମାନସିକ ବୃଦ୍ଧି ରେ ବଡ଼ ଆସିଥିବା ବେଳେ ଜଣ୍ଡିସ ହୋଇ ଯାଇଥାଏ । ୪ରୁ୫ ବର୍ଷ ପିଲା ଙ୍କ ଠାରେ ଏହି ରୋଗ ଦେଖା ଗଲେ ବି ପିଲା ଟିର ସେହି ଭଳି ସମସ୍ୟା ଉପୁଜି ଥାଏ । ପିଲା ର ମାନସିକ ବୁଦ୍ଧି ର ବିକାଶ ହୋଇ ପାରି ନଥାଏ । ଯଦି କୌଣସି ୧୫-୧୬ ବର୍ଷ ପିଲା ଙ୍କ ଠାରେ ଏହା ଦେଖା ହୋଇଥାଏ ତେବେ ପିଲା ର ମାସିକ ଋତୁସ୍ରାବ ରେ ଅସୁବିଧା ଆସୁଥିବା ବେଳେ ଶରୀର ମୋଟା ଅବା ପତଳା ହୋଇଯାଏ ଓ ଖୁବ୍ ଦୁର୍ବଳ ଅନୁଭବ ହୋଇଥାଏ । ଆପଣ ଡାକ୍ତର ଙ୍କ ପରାମର୍ଷ କ୍ରମେ ଏହି ରୋଗ କୁ ଥମେଇ ପାରିବେ ।

Leave a Reply

Your email address will not be published. Required fields are marked *