ବହୁ ଚର୍ଚ୍ଚିତ କମେଡିଆନ୍ ପାପୁ ପମପମ୍ ଏବେ ପୁଣି ଥରେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି । ଜଣେ କମେଡିଆନ ଭାବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପପୁ ଙ୍କ ଯଥେଷ୍ଟ ଅବଦାନ ଥିବା ବେଳେ ଆକୁଁ ନେଇ ଆବେ ସାମ୍ନା କୁ ଆସିଚି ଏକ ବଡ଼ ବିବାଦ । ଯିଏ ପାଟି ଖୋଲିଲେ ଦର୍ଶକ ହସି ହସି ବେଟା ବାଠା କରିଦିନ୍ତି ସେ ଆଜି ବିବାଦ ଘେର ରେ କମେଡି ପାଈ ଘରେ ଘରେ ନିଜ ର ଏକ ପରିଚୟ ସୃଷ୍ଟି କରିଥିବା ପପୁ । ପପୁ ପମପମ୍ ନାଁରେ ସେ ଓଡିଶାର ଘରେ ଘରେ ପରିଚିତ ଥିବା ବେଳେ ଅନେକ ଫିଲ୍ମ ଏବଂ ଆଲବମ ମାଧ୍ୟମ ସେ କାମ କରିଛନ୍ତି
କିନ୍ତୁ ତାଙ୍କର ଛୋଟ ଛୋଟ ଭୁଲ ଯୋଗୁଁ ସେ ବିବାଦ ରେ ମଧ୍ୟ ରହିଛନ୍ତି । ପପୁଙ୍କୁ ନେଇ ବିବାଦ ମୁଣ୍ଡ ଟେକିବା ସହ ଲୋକେ କଡା ବିରୋଧ ମଧ୍ୟ କରିଛନ୍ତି । ତେବେ ବର୍ତ୍ତମାନ ଆଉ ଥରେ ପପୁ ବିବାଦ ଘେରରେ ଫସି ଯାଇଛନ୍ତି । ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟା ରେ ପପୁ ପମପମ୍ କ ସହିତ ଝିଲକ ନଜର ଆସିବେ ବୋଲି ଜଣ ପଢିଥିଲା ଯାହା ରିଲିଜ ହେବାକୁ ଯାଉଛି । ଭଗବାନ କୃଷ୍ଣ ଙ୍କ ନାଁରେ ଫିଲ୍ମର ନାଁ ରଖାଯାଇ ଥିବାରୁ ଏହାକୁ ବିରୋଧ କରିଛନ୍ତି ସେଠାକାର ବଜରଙ୍ଗ ଦଳ । ଏହାସହ ଫିଲ୍ମର ପୋଷ୍ଟର ରେ ଥିବା ପପୁଙ୍କ ଚିତ୍ରକୁ ନେଇ ମଧ୍ୟ ଜନ ଅସନ୍ତୋଷ ପ୍ରକାଶ କରିଛନ୍ତି
ଏହାକୁ ବିରୋଧ କରି ଗତ କାଲି ବଜରଙ୍ଗ ଦଳ ପପୁଙ୍କୁ ସିନେମା ହଲ ପାଖରେ ଘେରି ଯାଇଥିଲେ । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବା ରେ ଲାଗିଛି । କଟକ ରେ ଅଭିନେତା ତଥା କମେଡିଆନ ପପୁ ପମପମ୍ ଙ୍କୁ ତାଙ୍କର ଏହି ଫିଲ୍ମର ପୋଷ୍ଟରକୁ ନେଇ କଡା ବିରୋଧ କରିଛି ବଜରଙ୍ଗ ଦଳ ।
ପୁଣି ଥରେ ମିଷ୍ଟର କହ୍ନେୟା ଚଳଚ୍ଚିତ୍ର ପାଇଁ ବିବାଦ ଘେର କୁ ଆସିଥିବା ପପୁ ଙ୍କୁ ଆଜି କଟକ ସ୍ଥିତ ବୃନ୍ଦାବନ ସିନେମା ହଲ୍ ପାଖରେ ହଟହଟା ଯାଇଥିଲା ପୁଣି ଥରେ ତାଙ୍କ ଉପରେ ଦୋଷ ଲଗାଯାଇଥିଲା ।ସେଠାରେ ବଜରଙ୍ଗ ଦଳ ପପୁ ଙ୍କୁ ଘେରି ଯାଇ ଫିଲ୍ମ ର ପୋଷ୍ଟର କାହିଁକି ଏପରି ରଖାଗଲା ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । କାରଣ ଏହା ଲୋକଙ୍କ ଭଗବାନ କ ପ୍ରତି ଥିବା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି ବୋଲି ସେମାନେ ଯୁକ୍ତି ବାଢିଛନ୍ତି ।