ଫୋଟୋରେ ଟୋପି ପିନ୍ଧିଥିବା ଏହି ପତଳା ପିଲାଟି କିଏ ? ଯିଏକି ଆଜି ସମସ୍ତଙ୍କ ହୃଦୟରେ କରୁଛି ରାଜ, କଣ ଆପଣ ଚିହ୍ନି ପାରୁଛନ୍ତି ସେ ?

ସୁପରଷ୍ଟାର ମାନେ ସବୁବେଳେ ନିଜର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କଳାକାର ମାନଙ୍କର ପ୍ରଶଂସକ ମାନେ ସବୁବେଳେ ସେମାନଙ୍କର ମନ ପସନ୍ଦ କଳାକାରଙ୍କର ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଇଛୁକ ଥାଆନ୍ତି। ସେମାନଙ୍କର ନୀତିଦିନିଆ ଜୀବନରେ ଟିକେ କିଛି ହୋଇଗଲେ ବି ତାହା ଚର୍ଚ୍ଚାର ବିଷୟ ପାଲିଟି ଯାଏ। ତେବେ କଳାକାର ମାନେ ନିଜର ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।

ତେବେ ଦେଶର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଙ୍କୁ ତ ଆପଣମାନେ ଜାଣିଥିବେ। ସେ ହେଉଛନ୍ତି ଦେଶର ସବୁଠାରୁ ପ୍ରିୟ ସେଲିବ୍ରିଟି। ତାଙ୍କ କମେଡି ଶୋ – ‘ଦି କପିଲ ଶର୍ମା ଶୋ’ ଟେଲିଭିଜନରେ ସବୁଠାରୁ ଅଧିକ ଦେଖାଯାଉଥିବା ଶୋ ମଧ୍ୟରୁ ଅନ୍ୟତମ । କମେଡି କିଙ୍ଗ୍‌ କପିଲ ଶର୍ମା ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ଏହି ସଫଳତା ହାସଲ କରିଛନ୍ତି।

କପିଲ ଶର୍ମା ଏବେ ଟିଭି ଦୁନିଆର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଜଣେ ଷ୍ଟାର । ତେବେ ୨୦୧୯ରେ ସର୍ବାଧିକ ପାରିଶ୍ରମିକ ପାଉଥିବା ଫୋବର୍ସ ସେଲିବ୍ରିଟିଙ୍କ ତାଲିକାରେ କମେଡିଆନ୍‌ କପିଲ ଶର୍ମା ମଧ୍ୟ ସ୍ଥାନ ପାଇଥିଲେ । ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଡଲାଇନ୍ ପ୍ରସ୍ତୁତ କରିଥିଲେ |ଦ୍ୱିତୀୟ ଥର ପାଇଁ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଥିବା ଏହି କମେଡିଆନ୍‌ ୨୦୧୯ରେ ୩୪.୯୮ କୋଟି ଟଙ୍କା ରୋଜଗାର କରିଥିଲେ । ତାଙ୍କର ବାର୍ଷିକ ଆୟ ୩୦କୋଟିରୁ ଅଧିକ ଥିଲା ।

ରିପୋର୍ଟ ଅନୁଯାୟୀ, କପିଲଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୭୦ କୋଟି । ତେବେ ଆପଣ ମାନେ ଏହା ବି ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ କେତେ ଫେମେଶ ତେବେ ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ରେ ହିଁ ନିଜର ସମୟ ଅତିବାହିତ କରୁଛନ୍ତି । ତେବେ ସେ ଜଣେ ସେଲିବ୍ରେଟି ହେଉ କିମ୍ବା କୌଣସି ସାଧାରଣ ଲୋକ ସେ ସୋସିଆଲ ମିଡ଼ିଆ ସହିତ ଜଡିତ ରହୁଛି।

ସେହିପରି କପିଲ ଶର୍ମା ମଧ୍ୟ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜ ଫ୍ୟାନ ମାନଙ୍କ ସହ ସବୁବେଳେ ଜଡିତ ହୋଇ ରହିଥାନ୍ତି । ତେବେ ସେ ବର୍ତ୍ତମାନ ନିଜର ଇଂଷ୍ଟାଗ୍ରାମ ଆଇ ଡ଼ି ରେ ନିଜର ଛୋଟ ବେଳ ର ଫୋଟୋ କୁ ପୋଷ୍ଟ କରିଥିଲେ ଏବଂ ତାଙ୍କ ସହ ତାଙ୍କ ଭାଇ ମଧ୍ୟ ଥିଲେ । ତେବେ ସେ ଏଥିରେ ଭାଇ ଭାଇ ଲେଖିବା ସହ ୨୮ ବର୍ଷ ତଳ ର ପୁରୁଣା ସ୍ମୃତି ମଧ୍ୟ ଲେଖିଥିଲେ । ତେବେ ଦେଖୁ ଦେଖୁ ଏହି ଫୋଟୋ ଟି ଖୁବ ଭାଇରାଲ ହୋଇ ଗଲା ଏବଂ ବହୁତ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟି ଗଲା ।

ତେବେ ଏହି ଫୋଟୋ ରେ କପିଲ ୧୦-୧୨ ବର୍ଷ ର ଥିବେ ଏବଂ ସେ ଏକ ଟୋପି ମଧ୍ୟ ପିନ୍ଧିଥିଲେ ତେବେ ପ୍ରଥମ ନଜର ରେ ତାଙ୍କୁ ଜାଣିବା ବହୁତ କଷ୍ଟକର ହୋଇଯିବ।ତେବେ ଏହି ଫୋଟୋ ଫାନ ମାନେ ବହୁତ ଭଲ କମେଣ୍ଟ ଦେଇଥିଲେ ଏବଂ ବହୁତ ଭଲ ପାଇବା ମଧ୍ୟ ପ୍ରଦାନ କରିଥିଲେ। ତେବେ କେହି କେହି ଏହା ଲେଖିଥିଲେ କି ଏ ତ ଆମୀର ଙ୍କ ଟୋପି ବୋଲି।

Leave a Reply

Your email address will not be published. Required fields are marked *