ଦେଖନ୍ତୁ ମାଙ୍କଡଙ୍କ ପ୍ରତିଶୋଧର ନିଶା କେମିତି 250 କୁକୁରଙ୍କ ଜୀବନ ନେଇଗଲା,ଦେଖନ୍ତୁ ଭିଡ଼ିଓ

ବେଳେ ବେଳେ ଆମ ଆଖ ପାଖରେ ଏମିତି କିଛି ଘଟଣା ଦେଖିବାକୁ ମିଳେ। ଯାହା ଅପାଣ କେବେ ଭାବି ନ ଥିବେ। ତେବେ ସମାଜ ରେ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ବେଳେ ବେଳର ଆମ ନଜର କୁ ଆସିଥାଏ। ତେବେ ଏହି ସବୁ ଘଟଣା ଆପଣ ସୋସିଆଲ ମିଡିଆର ରେ ମଧ୍ୟ ଦେଖିବା କୁ ପାଇ ଥିବେ। ଯାହା ଆପଣ ଦେଖିବା ପରେ ନିଜ ଆଖି କୁ ବିଶ୍ୱାସ କରି ପରି ନ ଥିବେ। ତେବେ ବେଳେ ଆମେ ଯାହା କୁ ଦୁର୍ବଳ ଭାବୁ ସେ ଯେତେବେଳେ ସବଳ ହୋଇ ଉଠେ , ସେତେବେଳେ ବଂଚିବାର ରାସ୍ତା ନ ଥାଏ। ତେବେ ସେହି ଭଳି କିଛି ଘଟଣା ଦେଖିବାକୁ ମିଳିଛି।

ଆପଣ ଜାଣିଥିବେ ପଶୁ ମାନେ ଜୀବ ମାନଂକୁ ଖାଇ ବଞ୍ଛନ୍ତି , ତେବେ ବେଳେ ଏମିତି ପରିସ୍ଥିତି ଆସେ ଯାହା ସେହି ପୋଶୁ ମାନେ ଭାବି ନ ଥିବେ । ତେବେ ଏହି ଘଟଣା ର ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବା କୁ ମିଳିଛି। ତେବେ ଭିଡିଓ ରେ ଦେଖିବା କୁ ମିଳିଛି କି କି ଗୋଟେ କାଉ ମୂଷା କୁ କାମୁଡି ବାକୁ ଚେଷ୍ଟା କରୁଥିଲା। କିନ୍ତୁ ସେହି ଛୋଟ ମୂଷା ଟି ନିଜ କୁ ବଞ୍ଛେବା ପାଇଁ ସେହି କାଉ ର ଥଣ୍ଟ କୁ ଜୋର ରେ କାମୁଡି ଧରିଲା । ଆଉ କାଉ ଟି ବୁଝି ପାରିଲା ଯେ ସେ ଭୁଲ ଶତ୍ରୁ ସହ ପଙ୍ଗା ନେଇଛି। ତେବେ ଆଉ ଏକ ଭିଡିଓ ରେ ଗୋଟିଏ ଇଲେକ୍ଟ୍ରିକ ଇଲ୍ଲ୍ ଟି ପାଣି ରୁ ବାହାରି ରାସ୍ତା ରେ ପୋଡି ଥିବା ଦେଖି କୁକୁର ଟି ତାକୁ ଖାଇବା କୁ ଚାଲି ଗଲା କିନ୍ତୁ କୁକୁର ଟି ଜାଣି ନ ଥିଲା କି ସେହି ଇଲେକ୍ଟ୍ରୋକ ଇଲ୍ଲ୍ ଟି ବଞ୍ଚିଛି।

ଆଉ କୁକୁର କାମୁଡିବା ମାତ୍ରେ ଇଲେକ୍ତ୍ରିକ୍ ଇଲ୍ଲ୍ ର ସକ ରେ କୁକୁର ର ମୁଂହ ବଙ୍କା ହୋଇ ଗୋଲା ଓ ସେଠୁ କାନ୍ଦି କାନ୍ଦି ଚାଲି ଗଲା। ତେବେ ସେହି ପରି ଜଣେ ବ୍ୟକ୍ତି ଟି ହଂସ ସହ ପଙ୍ଗା ନବା ତାକୁ ଭାରି ପୋଡି ଗଲା। ତେବେ ଏକ ଭିଡିଓ ରେ ଦେଖିବା କୁ ମିଳିଛି କି ଗୋଟିଏ ବିଲେଇ ଗୋଟିଏ ଛୋଟ ଗୁଣ୍ଡୁଚି ମୂଷାକୁ କୋମ ଜୋର ଭାବି ତାକୁ କାମୁଡି ବାକୁ ଯାଉଥିଲା।କିନ୍ତୁ ଗୁଣ୍ଡୁଚି ମୂଷା ର ଆକ୍ରମଣ ଦେଖି ସେଠୁ ଦୌଡ଼ି ପଳାଇ ଗଲା। ତେବେ ସେ ଏବେ ବୁଝି ଯାଇଥିବ ଯେ ଭୁଲ ଶତ୍ରୁ ସହ ପଙ୍ଗା ନେଲେ ଅବସ୍ଥା କଣ ହବ।ତେବେ ଆଉ ଏକ ଭିଡିଓ ରେ ଦେଖିବା କୁ ମିଲିଛି କି ଗୋଟିଏ ଗଧ ଗୋଟିଏ ଓଟ ର ବେକ କୁ କାମୁଡ଼ିବା କୁ ଲାଗିଲା। କିନ୍ତୁ ସେ ଭାବି ନ ଥିଲା କି ଓଟ ତାକୁ ଓଲଟା କାମୁଡି ଦେବ। ତେବେ ଏହା ପରେ ସେ ସେଠାରୁ ମୁଂହ ଜାକି ପଳାଇ ଗଲା।

ସେମିତି ଆଉ ଏକ ଭିଡିଓ ରେ ଦେଖିବା ମିଳିଛି କି ଗୋଟିଏ ହରିଣ ଘାସ ଖାଉ ଥିବା ବେଳେ ଗୋଟିଏ କୁକୁର ଆସି ତା ଉପର କୁ ଆକ୍ରମଣ କରିବା କୁ ଚେଷ୍ଟା କରେ କିନ୍ତୁ ହରିଣ ସେଠୁ ପଳାଇ ନ ଯାଇ ଓଲଟା ଆକ୍ରମଣ କରିବା ଦେଖି କୁକୁର ସେଠୁ ଲାଙ୍ଗୁଡ ଜାକି ପଲାଇ ଗଲା। ତେବେ ଭୁଲ ଶତ୍ରୁ ସହ ପଙ୍ଗା ନେଲେ କଣ ହୁଏ ଏବେ ତାକୁ ବୁଝା ପଡ଼ି ଗଲା।ତେବେ ଆଉ ଏକ ଭିଡିଓ ରେ ଦେଖିବା କୁ ମିଳେ କି ଦୁଇଟି କୁକୁର ଗୋଟିଏ ଇକୁଆନା କୁ ବହୁତ ହଇରାଣ କରୁ ଥିଲେ କିନ୍ତୁ ଇକୁଆନା ଟି ତାଙ୍କୁ ଖାତିର ନ କରି ଚୁପ ରହି ଥିଲା। କିନ୍ତୁ ଯେତେବେଳେ କୁକୁର ଗୁଡିକ ସବୁ ସୀମା ଟପି ଗଲେ । ସେତେବେଳେ ଇକୁଆନା ତା ଲାଞ୍ଜ ରେ କୁକୁର କୁ ଶକ୍ତ ଜବୁଡା ମାରିଲା।

ଆଉ କୁକୁର ଟି ସେଠୁ କାନ୍ଦି କାନ୍ଦି ପଳାଇ ଗଲା। ତେବେ ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଟି ମହାରାଷ୍ଟ୍ର ରେ ବିଟ ଜିଲ୍ଲା ରେ ଡିସେମ୍ୱର ୨୦୨୧ ରେ ଦେଖିବା କୁ ମିଳିଥିଲା। ତେବେ ଏହି ଘଟଣା ଟି ହେଉଛି କିଛି ଜଣ କୁକୁର ଗୋଟିଏ ମାଙ୍କଡ଼ ଛୁଆ କୁ ଗଛ ଉପର କୁ ନେଇ ତଳ କୁ ଫିଙ୍ଗୁ ଥିଲେ। କିନ୍ତୁ ଏହା ତାଙ୍କ ଉପରେ ଭାରି ପଡି ଗଲା। ଗୋଟିଏ ମାଙ୍କଡ଼ ତାର ପ୍ରତିଶୋଧ ନିଶା ରେ ସେହି ସ୍ଥାନ ର ୨୫୦କୁକୁର୍ ଙ୍କୁ ମାରିବା ପରେ ସେଠାକାର ବନ ବିଭାଗ ତାଙ୍କୁ ଧରିବା ରେ ସକ୍ଷମ ହୋଇ ଥିଲା। ତେବେ ଏହି ସବୁ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଅନେକ ଥର ଦେଖିବା କୁ ମିଳିଛି

Leave a Reply

Your email address will not be published. Required fields are marked *