ପତ୍ନୀଙ୍କ ଶେଷ ଇଚ୍ଛା ଶୁଣି ସ୍ବାମୀ ହୋଇଗଲେ ବେହୋସ୍,ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହେବେ !

ଦୁନିଆରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ ।

ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । କିନ୍ତୁ ବେଳେ ବେଳେ ମଣିଷ ନିଜ ଇଚ୍ଛା ରେ ଏପରି କିଛି କାମ କରିଥାଏ ଯାହା ବିପଦ ଠାରୁ ଖୁବ୍ ବଡ ଏହି ଅସୁବିଧା କୁ ସମାଧାନ କରିବା ବହୁତ୍ କଷ୍ଟକର । ଆମ ଅଗରେ ଏହିପରି ଗୋଟିଏ ଘଟଣା ଆସି ପହଞ୍ଚିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ।

https://twitter.com/KillToParty/status/1487849098409611265?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1487849098409611265%7Ctwgr%5E%7Ctwcon%5Es1_&ref_url=https%3A%2F%2Fsambad.in%2Fspecial%2Fdying-wife-ask-husband-if-she-can-have-physical-relationship-with-her-ex-just-one-last-time-773214%2F

ଗୋଟିଏ ଦମ୍ପତି ଥିଲେ ସେହି ଦମ୍ପତି ଙ୍କ ଜୀବନ ରେ ହଠାତ ଏକ ଝଡ ଆସିପହଁଛି ଗଲା । କେଉଁଥିରେ ପତ୍ନୀ ଜଣଙ୍କର ଶରୀର ରେ ହଠାତ କିଛି ବ୍ୟାଘାତ ଘଟିଲା ଯାହା ପାଇଁ ଉଭୟ ପତି ଓ ପତ୍ନୀ ଡକ୍ଟର ଙ୍କ ପାଖକୁ ଗଲେ । ଡକ୍ଟର ଚିକିତ୍ସା ପରେ କହିଲେ ତାଙ୍କ ପତ୍ନୀ ଙ୍କୁ ବଡ ରୋଗ ହୋଇଛି ସେ ୪-୫ ମାସ ମଧ୍ୟରେ ବେଡ୍ ରିଡେନ୍ ହୋଇଯିବେ । ୯ ମାସ ରେ ତାଙ୍କ ପତ୍ନି ଙ୍କ ର ସୁନିଶ୍ଚିତ ମରଣ ହେବ । ଯାହା ଶୁଣି ସ୍ବାମୀ ଖୁବ୍ ଦୁଃଖିତ ହୋଇଯାଇଥିଲେ ।

ତା ପରେ ଆଉ କୌଣସି ଚାରା ନ ଥିବା କାରଣ ରୁ ସ୍ବାମୀ ମନସ୍ଥ କରିଲେ କି ସେ ନିଜ ସ୍ତ୍ରୀ ଙ୍କ ର ସମସ୍ତ ଶେଷ ଇଚ୍ଛା ପୂରଣ କରିବେ । ସେ ନିଜ ପତ୍ନୀ ଙ୍କୁ ଭି ପଚାରିଲେ କଣ ତୁମର ଇଚ୍ଛା ରହିଛି କୁହ । ହେଲେ ତାଙ୍କ ପତ୍ନୀ ଶେଷ ଇଚ୍ଛା ରୂପରେ କିଛି ଅଲଗା ଜିନିଷ ମାଗିଥିଲେ ଯାହା ଖୁବ୍ ଆଶ୍ଚର୍ୟ୍ଯ ଚକିତ କରି ଦେଇଥିଲେ ପତି ଙ୍କୁ । ମହିଳା ଜଣକ କହିଥିଲେ ସେ ନିଜର ପୂର୍ବତନ ପ୍ରେମିକ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସହିତ କିଛି ସମୟ ଅତିବାହିତ କରିବା ପାଇଁ ଚାହୁଁଛନ୍ତି । ଯାହା ଶୁଣି ସ୍ବାମୀ ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ ଭି ପତ୍ରିକା ରେ ଏହି ସବୁ କଥା କୁ ସ୍ପଷ୍ଟ ଭାବରେ ପ୍ରକାଶ କରାଇଲେ । ଯାହା ଦେଖି ସମସ୍ତେ ବହୁତ୍ ପ୍ରକାର କଥା କହିଲେ ।

Leave a Reply

Your email address will not be published. Required fields are marked *