SBI ର ଜବରଦସ୍ତ ସ୍କିମ : ଘରେ ବସି ପ୍ରତି ମାସରେ ଆପଣ ୧୦ ହଜାର ଟଙ୍କା ଲେଖାଏଁ ପାଇପାରିବେ, ଶୀଘ୍ର ଜାଣନ୍ତୁଏହି ସ୍କିମ ବିଷୟରେ

ଭାରତର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ଗ୍ରାହକମାନଙ୍କ ପାଇଁ ପ୍ରତ୍ଯେକଦିନ ବିଭିନ୍ନ ପ୍ରକାରର ସୁବିଧା ସବୁ ନେଇ କରି ଆସିଥାଏ। ଯାହାକୁ ନେଇ ଲୋକମାନେ ବହୁତ ଖୁସିରେ ଉପଭୋଗ କରନ୍ତି। ଲୋକମାନେ ନିଜର ଭବିଷ୍ୟତକୁ ସୁଖମୟ କରିବା ପାଇଁ ସେମାନେ ଏମିତି ଏକ ସ୍ଥାନରେ ନିବେଶ କରିବା ପାଇଁ ପସନ୍ଦ କରିଥାନ୍ତି। ତେଣୁ ବନ୍ଧୁଗଣ ଆପଣମାନେ କେଉଁ ସ୍ଥାନରେ ନିବେଶ କରିବେ ତାହା ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ବନ୍ଧୁଗଣ ଆମେ ଏଠାରେ ଆପଣ ମାନଙ୍କୁ ଏସବିଆଇ ଏନୟୁଟି ଡିପୋଜିଟ ସ୍କିମ ବିଷୟରେ କହିବା ପାଇଁ ଯାଉଛୁ । ଏସବିଆଇ ଏନୟୁଟି ଡିପୋଜିଟ ଏକାଉଣ୍ଟ ଖୋଲିବା ପାଇଁ ଅଫସନ ମଧ୍ୟ ଦେଉଅଛି। ଏହି ରାଶି ଉପରେ ଗ୍ରାହକମାନଙ୍କୁ ମାସକୁ ଏକ ଫିକ୍ସ ଡିପୋଜିଟ ମଧ୍ୟ ପ୍ରଦାନ କରାଯିବ। ଏହି ଡିପୋଜିତ ସେହି ଲୋକମାନଙ୍କ ପାଇଁ ବହୁତ ଫାଇଦା ଯୁକ୍ତ ଅଟେ। ଏହି ଖାତା ଅନୁସାରେ ଗ୍ରାହକମାନଙ୍କୁ ଏକ ରାଶି ଜମା କରିବା ପରେ ସବୁ ମାସରେ ଏକ ଫିକ୍ସ ଆମାଉଣ୍ଟ ମଧ୍ୟ ଦିଆଯିବ।

ଏହି ସ୍କିମ ସେହି ଲୋକମାନଙ୍କ ପାଇଁ ବହୁତ ଲାଭ ଯୁକ୍ତ ହେବ ଯେଉଁମାନଙ୍କୁ ଅନ୍ୟ କୈଣସି କ୍ଷେତ୍ରରେ ଆୟର ବୃଦ୍ଧି ହେଉନାହିଁ। ଏସବିଆଇର ଏହି ସ୍କିମରେ ୩୬,୬୦,୮୬ କିମ୍ବା ୧୨୦ ମାସ ପର୍ଯ୍ୟନ୍ତ ନିବେଶ କରାଯାଇପାରିବ। ତିକି ହେବ ଯେତିକି ବଛା ଯାଇଥିବା ଅବଧିର ଫିକ୍ସ ଡିପୋଜିଟ ପାଇଁ ଥିବ। ଯଦି ଆପଣମାନେ ପାଞ୍ଚ ବର୍ଷର ଫଣ୍ଡକୁ ଜମା କରିବେ ତେବେ ଆପଣମାନଙ୍କୁ ସେହି ପାଞ୍ଚ ବର୍ଷ ମଧ୍ୟରେ FD ରେ ଲାଗୁ ହୋଇଥିବା ସୁଧ ମଧ୍ୟ ମିଳିଯିବ। ଯେକୈଣସି ଲୋକ ଏହାର ଲାଭ ମଧ୍ୟ ଉଠେଇ ପାରିବେ। ତେବେ ଆସନ୍ତୁ ଜାଣିବା ଏନୟୁଟି ସ୍କିମର କିଛି ନିୟମ ବିଷୟରେ।

୧। ଏସିବିଆଇର ଏହି ଏନୟୁଟି ଡିପୋଜିଟ ସ୍କିମକୁ ନାବାଳକଙ୍କ ସମେତ ସମସ୍ତ ନିବାସୀଙ୍କ ଦ୍ଵାରା ଖୋଲାଯାଇ ପାରିବ।

୨। ସ୍କିମ ଅନୁସାରେ ଆକାଉଣ୍ଟକୁ ଏସିବିଆଇର ଗୋଟେ ବ୍ରାଞ୍ଚ ରୁ ଅନ୍ୟ ଏକ ବ୍ରାଞ୍ଚକୁ ଟ୍ରାନ୍ସଫର କରିବାର ମଧ୍ୟ ଏହି ସୁବିଧା ରହିଛି।

୩। ଏସିବିଆଇ ଏନୟୁଟି ଡିପୋଜିଟ ସ୍କିମରେ ଅତି କମରେ ଆପଣ ୨୫ହଜାର ଟଙ୍କା ଜମା କରିପାରିବେ। ୨୫ ହଜାରରୁ କମ ହେବ ନାହିଁ।

୪। ଏହି ସ୍କିମର କୈଣସି ଅଧିକତମ ଡିପୋଜିଟ ସ୍କିମର ଲିମିଟ ନାହିଁ।

୫। ୬୦ବର୍ଷ ପୂର୍ବରୁ ଉର୍ଦ୍ଧରେ ରହିଥିବା ନାଗରିକମାନଙ୍କୁ ୦.୫୦ ପ୍ରତିଶତ ଅଧିକ ସୁଧ ଦିଆଯିବ।

୬। ଏସବିଆଇ ଷ୍ଟାଫ ଓ ତାଙ୍କର ଫ୍ୟାମିଲି ସଦସ୍ୟମାନଙ୍କୁ ସାଧାରଣ ସୁଧ ଠାରୁ ୧.୦୦ ପ୍ରତିଶତ ସୁଧ ଅଧିକ ଦିଆଯିବ।

୭। ସ୍କିମରେ ସୁଧ ଭୁକ୍ତାନରେ ଯେଉଁ ଦିନ ଆକାଉଣ୍ଟ ଖୋଲାଯିବ ତାର ପର ମାସରେ ତାରିଖ ଆରମ୍ଭ ହୋଇଯିବ।

୮। କିଛି ବିଶେଷ ମାମଲା ଏନୟୁଟିର ରୁ ବେଲେନ୍ସ ଏମାଉଣ୍ଟ ୭୫ ପ୍ରତିଶତ ଲୋନପାଇଁ ମଧ୍ୟ ନେଇ ହେବ।

Leave a Reply

Your email address will not be published. Required fields are marked *