ଶେଷରେ ସୋନାଲି ନନ୍ଦଙ୍କ ବାପା ଖୋଲିଲେ ମୁଁହ,ଆଉ କହିଲେ ଆମ ଝିଅ ସେପରି କିଛି ଭୁଲ କରି ନାହିଁ,ଦେଖନ୍ତୁ ଭିଡ଼ିଓ

ଆପଣମାନେ ନିଶ୍ଚିତ ସୌମ୍ୟରଞ୍ଜନ ଏବଂ ସୋନାଲିଙ୍କର ଘଟଣା ବିଷୟରେ ଜାଣିଥିବେ। ବର୍ତ୍ତମାନ ଏହା ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ଆପଣ ଯେଉଁଠାରେ ଦେଖିବେ ଏହି କଥାର ଚର୍ଚ୍ଚା ହେଉଛି। ବିଶେଷତଃ ଏହା ଏକ ବହୁତ ବଡ଼ ଦୁଃଖର ବିଷୟ ଅଟେ। ତେବେ ଆଜି ଆମେ ଏହି ବିଷୟରେ କିଛି ବିଶେଷ କଥା ବିଷୟରେ ଚର୍ଚ୍ଚା କରିବା। ତେବେ ଆମେ ଆଜି ଜାଣିବା ଏହି ଘଟଣା ସମ୍ପର୍କରେ ସୋନାଲିଙ୍କର ପରିବାର କଣ କହୁଛନ୍ତି। ତେବେ ଏହି ଘଟଣା ଅନୁଯାୟୀ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଦେଇଛନ୍ତି ଏବଂ ଭଲପାଇବା କାରଣରୁ ଏହା ହୋଇଛି ବୋଲି ସମସ୍ତେ କହୁଛନ୍ତି।

ଏହା ପଛରେ ସୋନାଲିଙ୍କୁ ସମସ୍ତେ ଦୋଷୀ ବୋଲି ମନେ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ପରିବାର ଲୋକ କଣ କହିଛନ୍ତି। ଯେତେବେଳେ ତାଙ୍କୁ ଏହି କଥା ପଚରାଯାଇଥିଲା ସେ କହିଥିଲେକି ମୁଁ ଏହି ବିଷୟରେ ବିଶେଷ ଖବର କିଛି ଜାଣିନାହିଁ। ସେ ବର୍ତ୍ତମାନ ମେଡିକାଲରେ ଅଛି ତାର ହସ୍ପିଟାଲରେ ଚିକିତ୍ସା ଚାଲିଛି।

ତେବେ କଣ ହୋଇଛି ନ ହୋଇଛି ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଜାଣିନାହିଁ। ତେଣୁ ମୁଁ ଏହି ବିଷୟରେ କିଛି ବିଶେଷ ମନ୍ତବ୍ୟ ଦେଇପାରିବି ନାହିଁ।। ଏହାପରେ ତାଙ୍କୁ ଯେତେବେଳେ ପଚରାଯାଇଥିଲା ଆପଣ କଣ ଭାବୁଛନ୍ତି ଆପଣଙ୍କ ଝିଅ ଏହି କଥା ଜାଣିଥିବେ। ଏହାର ଉତ୍ତରରେ ସେ କହିଥିଲେଯେ ଝିଅ ଆମର କେବେହେଲେ ଭୁଲ କରିବ ନାହିଁ। କଣ ହୋଇଛି ନ ହୋଇଛି ଝିଅକୁ ପଚାରିଲେ ଯାଇ ସ୍ପଷ୍ଟ ଭାବରେ ଜଣା ପଡିବ।

ବର୍ତ୍ତମାନ ତାର ଦେହ ଟିକେ ସକାଳୁ ବିଗିଡି ଯାଇଛି। ସେ ବର୍ତ୍ତମାନ ପର୍ଯ୍ଯନ୍ତ ସେଲାଇନ ନେଉଛି ଏବଂ ମେଡିକାଲରେ ଚିକିତ୍ସିତ ଅଵସ୍ଥାରେ ଅଛି। ଏହାପରେ ଫୋନ ଆସିବା କଥା ପଚରାଯାଇଥିଲା ଏହାର ଉତ୍ତରରେ ସେ କହିଥିଲେ ନା କୌଣସି ଫୋନ ଆସିନାହିଁ ମୁଁ ଫୋନ ଛାଡି ଦେଇ ଯାଇଥିଲି। ଏବଂ ତା ପରଠାରୁ ମଧ୍ୟ କୌଣସି ଫୋନ ଆସିନାହିଁ। ଫୋନ ଟା ରହିଯାଇଥିବାରୁ ମୁଁ ରିସିଭ ମଧ୍ୟ କରିନାହିଁ। କିନ୍ତୁ ସେ ଏଭଳି କିଛି କାମ କରିନଥିବ ବୋଲି ମୁଁ ଭାବୁଛି। ଯଦି କୌଣସି କଥାରେ ଆବଶ୍ୟକ ହୁଏ ତେବେ ମୁଁ ନିଶ୍ଚିତ ସହଯୋଗ କରିବି।

Leave a Reply

Your email address will not be published. Required fields are marked *