ମତେ ପ୍ରେଗନେଣ୍ଟ କଲା, ମୋ ଅବୋରସନ୍ କଲା ଅଙ୍କିତ , ମତେ ମୁସଲମାନ ଝିଅ କହି ଠକିଦେଲା…..ଦେଖନ୍ତୁ ଭିଡ଼ିଓ

ଏହି ସମାଜରେ ପ୍ରେମ ସଂପର୍କ ର ମୂଲ୍ୟ ଅତ୍ୟନ୍ତ ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଲାଣି । ଏହି ପ୍ରେମ ଘଟଣାକୁ ନେଇ ବିବିଧ ଘଟଣା ସବୁ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ତଥା ହାସ୍ୟାସ୍ପଦ ଜନକ ଘଟଣା ଅଟେ । ଆଜିକାଲି ଅଧିକାଂଶ ଯୁବକ ଯୁବତୀ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ମାରାତ୍ମକ ରୂପ ଧାରଣ କରୁଛି । ସାମ୍ପ୍ରତିକ ସମାଜରେ ବିବାହିତା ମହିଳା ତଥା ପୁରୁଷମାନେ କିଛି ନିନ୍ଦନୀୟ ଘଟଣା ଘଟାଉଛନ୍ତି । ଯାହାକି ଆମ ମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ୟା ଜନକ ହୋଇଥାଏ । ସେହିଭଳି ଏକ ଲଜ୍ୟା ଜନକ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

କୌଣସି ସମ୍ପର୍କ ରେ ବିଶ୍ୱାସ ରହିବା ଅତ୍ୟନ୍ତ ଆବଶ୍ୟକ । ବିବାହ ହେଉ କିମ୍ବା ପ୍ରେମ ବିଶ୍ୱାସ ହେଉଛି ସମ୍ପର୍କ ର ମୂଳ ଲକ୍ଷ୍ୟ । ମାତ୍ର ଆଜି ର ଦୁନିଆ ଏପରି କିଛି ଘଟଣା ଘଟୁଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଅନେକ ଥର ସୋସିଆଲ ମିଡ଼ିଆରେ ଭିଆରାଲ ହୋଇଥିବା ଭିଡ଼ିଓ ଦେଖିଥିବେ ଯେ ପ୍ରେମିକ ପ୍ରେମିକା କୁ ଠକି ଚାଲି ଗଲା । ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି । ଘଟଣା ଟି ରାଜଧାନୀ ର ଅଟେ । ମହିଳା ଜଣଙ୍କ ବିଧବା । ସେ ଜଣେଯୁବକ ଙ୍କ ପ୍ରେମ ରେ ପଡି ଥିଲେ । ଯୁବକ ଜଣଙ୍କ ତାଙ୍କୁ ପ୍ରେଗନେନ୍ଟ କରି ଛାଡ଼ି ପଳାଇ ଥିଲେ । ବିବାହ ର ପ୍ରତିଶୃତି ଦେଇ ବିବାହ ମଧ୍ୟ କରିଥିଲେ ।

ମିଡ଼ିଆ ରେ କହିଥିଲେ ଯେ ୨୬ ଜାନୁଆରୀ ରେ ସେ ଖଣ୍ଡଗିରି ଥାନା ରେ ରିପୋର୍ଟ୍ ଲେଖେଇଛନ୍ତି ଅଙ୍କିତ ଅଗ୍ରୱାଲ ଙ୍କ ନାମ ରେ ଯିଏ ୩ ମାସ ହେବ ତାଙ୍କ ସହିତ ସମ୍ପର୍କ ରେ ଥିଲେ । ପ୍ରଥମ ରୁ ବିବାହ କରିବା କଥା କହୁଥିଲେ । ମାତ୍ର ମହିଳା ଜଣଙ୍କ ପ୍ରେଗନେନ୍ଟ ଅଛନ୍ତି ବୋଲି ଜାଣିଲେ ପରିବାର ସମେତ ସମସ୍ତେ ତାଙ୍କୁ ଶାରୀରିକ ଓ ମାନସିକ ଭାବରେ ଅତ୍ୟାଚାର କରିବାକୁ ଲାଗିଲେ । ଯୁବକ ଙ୍କ ଭଉଣୀ ମଧ୍ୟ ଏଥିରେ ସାମିଲ ଥିଲେ ଯିଏ କି କିଟ ବିଶ୍ଵବିଦ୍ୟାଳୟ ରେ ଜଣେ ପ୍ରଫେସର ଅଛନ୍ତି ।

ପିଲା କୁ ନଷ୍ଟ କରିବା ପାଇଁ ଔଷଧ ମଧ୍ୟ ଖୁଆଇଥିଲେ ଫୋନ୍ କରିବାରୁ ତାଙ୍କ ମାଆ ଫୋନ୍ ରଖି ଦେଉଥିଲେ । ଶେଷ ରେ ସେ ଭଉଣୀ ଙ୍କ ପାଖକୁ ଫୋନ୍ କରି ଅଙ୍କିତ ଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରିଥିଲେ ମାତ୍ର ହୋଇ ପାରି ନ ଥିଲା । ଶେଷ ରେ ପୋଲିସ୍ ର ଆଶ୍ରୟ ନେଇ ଥିଲେ ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ୍ କୌଣସି କାର୍ଯ୍ୟକାରୀ ଗ୍ରହଣ କରିନାହଁନ୍ତି । ମୋତେ ମୁସଲାନମାନ କହି ଘଉଡାଇ ଦେଉଛନ୍ତି ବୋଲି ମହିଳା ଜଣଙ୍କ କହିଥିଲେ । ଅଙ୍କିତ କୁ ଜେଲ୍ ହେଉ ବୋଲି ଦାବି କରିଛନ୍ତି ମହିଳା ।

Leave a Reply

Your email address will not be published. Required fields are marked *