ଭାରତୀୟ ଚୋର ମାନଙ୍କର କାରନାମା ଦେଖି ବିଦେଶୀ ଚୋରମାନେ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡ଼ିଓ

ଆମ ଚାରିପାଖରେ ପ୍ରତେକ ଦିନ କିଛି ନା କିଛି ଘଟଣା ସବୁବେଳେ ଘଟିବାରେ ଲାଗିଛି । ସେ ସବୁ ମଧ୍ୟରୁ ଚୋରିର ମାତ୍ରା ଏବେ ସବୁଠୁ ଅଧିକା ହେବ ରେ ଲାଗିଛି । ଗାଡି ଚୋରି ଘଟଣା ଅତି ସାଧାରଣ ହୋଇଗଲାନି । ପ୍ରାୟତ ଏଭଳି ଅନେକ ଘଟଣା ସିସିଟିଭିରେ କୋୟେଦ ହୋଇଛି । ଚୋର ମାନେ ଚୋରି କରିବାର ଉପାୟ ମଧ୍ୟ ଆମେ ଅନେକ ଥର ଦେଖିଛୁ । ସାଧାରଣତଃ ଚୋରମାନେ ଏହାକୁ ଚୋରି କରିବା ପାଇଁ କୌଣସି ଯାନର ତାଲା ଭାଙ୍ଗନ୍ତି କିନ୍ତୁ ଆଜିକାଲି ଚୋର ମାନେ ଚୋରିର ଏକ ନୂଆ ଶୈଳୀ ପାଇଛନ୍ତି । ଏଥିରେ କାରର ତାଲା ଭାଙ୍ଗିବା ପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ମଧ୍ୟ ପଡିବ ନାହିଁ।

ଚୋର lମାନେ ଲୋକୋକୁ ଏମିତି ଏମିତି କୌଶଳ କରୁ ଗାଡି ପଞ୍ଚଚର ହେଇଚି ବୋଲି କହିଛନ୍ତି ।ଏହା ପରେ ଗାଡ଼ି ଭିତରେ ଥିବା ଲୋକେ ଡରରେ ତରବରିଆ ହୋଇ ଗାଡି ବାହାରକୁ ଆସିବା ପରେ ସେହି ଚୋର ମାନେ ଗାଡି ଭିତରେ ପଶିଯାଇ ସେ ଗାଡି ନେଇ ପଲେଉ ଜାଉଛନ୍ତି । ହରିୟାନା ରେ ସେହି ପରି ଅନ୍ୟ ଏକ ଘଟଣା ରେ ଜଣେ ବ୍ୟକ୍ତି ଗାଡି ରେ ଆସି ଗାଡି ଟିକୁ ଏକ ସାମ୍ନା ରେ ରଖି ଥିଲେ ଆଉ ଅନ୍ୟମନସ୍କ ହେଇ ଗାଡି ଉପରେ ତାଙ୍କ ଚଷମା ଆଉ ଗାମୁଛାକୁ ରଖି ଚାଲି ଯାଇଥିଲେ ।

ଏହା ପରେ ସାଇଡରୁ ଗୋଟିଏ ପିଲା ଆସି ସେଠାରେ ଘଟୁଥିବା ପରିସ୍ଥିତିକୁ ଦେଖିଲା ଓ ଏହା ପରେ ସେ ଗାଡି ଉପରେ ଥିବା ଚଷମା ଓ ଗାମୁଛାକୁ ଫିଙ୍ଗିଦେଲା ଓ ସେଠାରେ ଥିବା ସେହି ଗାଡିକୁ ନେଇ ଚାଲି ଗଲା କାରଣ ସେ ଗାଡିଟି ଗାଡି ଚାବି ବି ଖୋଲା କରି ଲୋକୋ ଟି ଚାଲି ଯାଇ ଥିଲା । ସେମିତି କିଛି ଘଟଣା ଘଟିଥିଲା ମାର୍ଚ୍ଚ 2000 ରେ ଜଣେ ଲୋକ ଆସି ଜଣେ ଦୋକାନୀକୁ କିଛି ଜିନିଷ ମାଗିଲେ ଦୋକାନୀ ଜଣକ ଭିତରକୁ ଜିନିସ ଆଣିବା ପାଇଁ ଯିବା ସମୟରେ ଲୋକୋଟି ଦୋକାନ ସାମ୍ନାରେ ଥିଲା ଏକ ତେଲ ଟିଣକୁ ନେଇ ଫର୍ ହେଇଗଲେ।

Leave a Reply

Your email address will not be published. Required fields are marked *