ଭାରତୀୟ ମାନଙ୍କର ଏମିତି ଯୁଗାଡ଼ ଦେଖିକି ଆମେରିକୀୟମାନେ ଆଶ୍ଚର୍ଯ୍ୟ,ଦେଖନ୍ତୁ ପୁରା ଭିଡ଼ିଓ

ଆପଣ ସୋସିଆଲ ମିଡ଼ିଆ ରେ ବହୁତ୍ ପ୍ରକାର ଭିଡିଓ ଦେଖିଥିବେ ହେଲେ ଏହି ଭିଡିଓ ସମ୍ପୂର୍ଣ ରୂପେ ଅଲଗା । ଦେଖିଲେ ହସି ହସି ପେଟ ବଥା ହୋଇଯିବ । ବହୁତ୍ ଲୋକ ତ ମଦ ପିଇଥାନ୍ତି ଆପଣ ମାନେ ଜାଣିଥିବେ । ମଦ ପିଇବା ଖରାପ ବୋଲି ଆମେ ସମସ୍ତେ ଜାଣିଛୁ । ହେଲେ ଏହି କଥା ଟି ତ ନିହାତି ଭାବରେ ଜାଣିଥିବେ ମଦ କୁ ସମସ୍ତେ ବହୁତ୍ ପ୍ରକାର ପ୍ରକାର କରି ପିଇଥାନ୍ତି । ସେହି ଭଳି ସୋସିଆଲ ମିଡ଼ିଆ ରେ ଗୋଟିଏ ଝିଅ କିଭଳି ଭାବେ ମଦ କୁ ଗ୍ରହଣ କରୁଛି ଆପଣ ସେହି ଭିଡିଓ ଦେଖିଲେ ଇଛା କରିବେ ।

ଝିଅ ଟି ପାଣି ପୁରୀ ଭିତରେ ପାଣି ନ ଦେଇ ମଦ ଦେଇ ଖାଉଥିଲା । ଆପଣ ପାଇଖାନା ଘର ବହୁତ୍ ପ୍ରକାର ଦେଖିଥିବେ ହେଲେ ପାଣି ଟାଙ୍କି କୁ ନେଇ ପାଇଖାନା ଘର କରିବା ପ୍ରଥମ ଥର ଦେଖିଥିବେ। ଆଉ ଏହା ଦେଖି ଆପଣଙ୍କୁ କେତେ ହସ ଲାଗୁଛି କମେଣ୍ଟ ଦ୍ବାରା ଜଣାଇବେ । ଆଉ ଗୋଟିଏ ଭିଡିଓ ରେ ସେହି ଭଳି ଜଣେ ବ୍ୟକ୍ତି ନିଜ ଦେହ ସାରା ଗାଡ଼ି ର କିଛି ପାର୍ଟ ଲଗାଇ ଦେଇଛି ଭାବନ୍ତୁ ପେଟ୍ରୋଲ ପଡ଼ିଲେ ସେହି ଗାଡ଼ି ରେ ପେଟ୍ରୋଲ କେଉଁ ଠାରେ ପଡିବ ।

ଏହି ମହାମାରୀ ସମୟରେ ସମସ୍ତେ ଦୂରତା ଅବଲମ୍ବନ କରୁଥିବା ସମୟରେ ଗୋଟିଏ ବିବାହ ରେ କନ୍ୟା କୁ ରଙ୍ଗ ଦିଆ ହେଉଥିବା ରୁଲର ରେ ହଳଦୀ ଲଗା ହେଇଥିବା ସାମ୍ନା କୁ ଆସିଛି । ସେହି ଭଳି ଗୋଟିଏ ଲୋକ ଙ୍କୁ ଖୁବ୍ ଗରମ ହେଉଥିବା ବେଳେ ସେ ନିଜ ଟୋପି ରେ ପଂଖା ଲଗାଇ ଦେଇଛନ୍ତି ଓ ସଲାର ଯାହା ପାଇଁ ପଙ୍ଖା ଚାଲି ରହିବ ।

ଆହୁରି ବହୁତ୍ ଜଣ ମଦ ପିଉଥିବା ବେଳେ ବିଡି ସିଗାରେଟ୍ ଟାଣିଥାନ୍ତି । ତ ଏବେ ଏବେ କିଛି ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ବାଳକ ଟେବୁଲ୍ ଫେନ୍ କୁ ଚାରିଆଡ଼େ ବୁଲାଇ ବା ସିଷ୍ଟମ୍ କରି ଦେବା ପରେ ସେଥିରେ ହୁକା କୁ ଲଗାଇ ଦେଇଛନ୍ତି ଓ ସେ ଗୋଟିଏ ଯାଗା ରେ ଶୋଇ ଏହା କୁ ଉପଭୋଗ କରୁଛନ୍ତି । ମୋବାଇଲ ଚୋରି ର ବହୁତ୍ ଭୟ ରହିଥାଏ ଗୋଟିଏ ମହିଳା ମୋବାଇଲ ଚୋରି ଡର ରେ ନିଜ ମୋବାଇଲ ପଛରେ ଥିବା ଫିଙ୍ଗର ରିଙ୍ଗ ସହିତ ନିଜ ଜିନସ୍ ପିକେଟ ଘର ସହିତ ଚାବି ମାରି ଡେଇଛନ୍ତି ।

Leave a Reply

Your email address will not be published. Required fields are marked *