ନିୟମକୁ ପୋଡ଼ି ଖାଇଦେଲେ ସରପଞ୍ଚ : ପୁଅ ବାହା ହେଉଛି ମାନେ ଡିଜେ ବାଜିବ !

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କରୋନା ଜୀବାଣୁ ସଂକ୍ରମଣ କମିଯିବା ପରେ କିମ୍ବା ଟିକା କରଣ ଉପଲବ୍ଧ ହେବା ପରେ ସ୍କୁଲ ଖୋଲାଯିବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟ ସରକାର ବର୍ତ୍ତମାନ ପିଲାମାନଙ୍କ ପାଇଁ ଟିକା କରଣ କୁ ଅପେକ୍ଷା କରିବା ପରେ ସରିଛି ପିଲା ମାନଙ୍କ ଟିକା କରଣ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପିଲାମାନ ଙ୍କୁ ବିଦ୍ୟାଳୟ କୁ ଡାକିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି ।

ଏହାରି ମଧ୍ୟରେ ସବୁ କିଛି ଖୋଲିବା କୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କାରଣ ମହାମାରୀ ର ପ୍ରକୋପ କମିବା ବେଳକୁ ଟିକା କରଣ ମଧ୍ୟ ହୋଇଛି । ତେଣୁ କ୍ଲାସ ଖୋଲିବା ନେଇ ଆଲୋଚନା ହେଉଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ନିଷ୍ପତ୍ତି ନିଆଯାଇନାହିଁ । ତେବେ ଏହି ମହାମାରୀ ପାଇଁ ସରକାର ଙ୍କ ତରଫ ରୁ ସବୁ କିଛି କଟକଣା କୁ କଡ଼ାକଡ଼ି କରା ଯାଉଛି । ଯେପରି କି କୌଣସି ପର୍ବ ପର୍ବାଣୀ ଅନୁଷ୍ଠିତ ରେ କମ୍ ପରିମାଣ ରେ ଲୋକ ଙ୍କ ଗହଳି ।

ତେବେ ଯଦି ଏହି ସରକାର ଙ୍କ ଲୋକ , ଅର୍ଥାତ୍ ରକ୍ଷକ ଯଦି ଭକ୍ଷକ ସାଜିଲା , ତାହେଲେ କିପରି ହୋଇପାରିବ । ଅର୍ଥାତ୍ ବର୍ତମାନ ସମୟ ରେ ବିବାହ ହେଉ ବା ଶ୍ରାଦ୍ଧ କାର୍ଯ୍ୟ ହେଉ , ଲୋକ ବଳ କମ୍ ରଖିବାକୁ ନିର୍ଦ୍ଦେଶ ରହିଛି । କୋରୋନା କଟକଣା ରେ ରହି ସବୁ କିଛି ପାଳିବା କୁ କୁହାଯାଇଛି । ଗୋଟିଏ ପୂଜା ପରେ ଗୋଟିଏ ପୂଜା ଚାଲି ଯାଉଛି କୌଣସି ଜାକଜମକ ଛଡା ।

ତେବେ ବିବାହ ରେ ଡିଜେ ଗାଡ଼ି କୁ ସରକାର ଙ୍କ ତରଫ ରୁ ବର୍ତମାନ ସମୟ ରେ ବାରଣ ହୋଇଛି । ଜନତା ଏହି ନିୟମ କୁ ମାନିବା ସମୟ ରେ ବୌଦ୍ଧ ଜିଲ୍ଲା ରେ କଣ୍ଟାମାଳ ବ୍ଲକ୍ ଉମା ଗାଆଁ ର । ସ୍ଥାନୀୟ ସରପଞ୍ଚ ଯୋଗେଶ୍ୱର ରଣା ଙ୍କ ପୁଅ ଙ୍କ ବାହାଘର । ବୌଦ୍ଧ ରୁ ବର ବାହାରିଛି , ବରଗଡ଼ ର ବରପାଲି । ତେବେ ସେଥିରେ ହୋଇଛି ଡିଯେ । ଆମନ୍ତ୍ରିତ ବରଯାତ୍ରୀ ମାନେ ମଧ୍ୟ ନଚୁଛନ୍ତି ।

ତେବେ ଏହି ଡ଼ିଯେ ସେହି ଗାଆଁ ଦେଇ ଯିବା ବେଳେ ଗାଆଁ ରେ ରାସ୍ତା ଅବରୋଧ ହେଉଛି । ସାଧାରଣ ଲୋକ ଙ୍କ ଯିବା ଆସିବା ରେ ମଧ୍ୟ ଅସୁବିଧା ହୋଇଛି । ତେବେ କଥା ରହିଛି କିନ୍ତୁ ସରକାରୀ ବାବୁ ହେଲେ ବୋଲି କଣ ତାଙ୍କ ପୁଅ ଙ୍କ ବାହାଘର ରେ କୋରୋନା ନିୟମ ଛଡା ହୋଇଯାଇ ପାରେ । ଏ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମ ବାସୀ ।

ତେବେ ବର୍ତମାନ କୋରୋନା ରେ ସରକାର ଙ୍କ ନିୟମ କୁ ଉଲଂଘନ କରି ସ୍ଥାନୀୟ ସରପଞ୍ଚ ନିଜ ପୁଅ ବାହାଘର କରିଛନ୍ତି ଲମ୍ବା ପ୍ରସେସନ୍ କରି । ଯଦି ସାଧାରଣ ଜନତା ଙ୍କ ପାଖରେ ନିୟମ ଉଲଂଘନ କଲେ ଜୋରିମାନା ଓ ଦଣ୍ଡ ରହୁଚି , ସରକାର ଙ୍କ ପାଖରେ କାହିଁକି ନାହିଁ । ଏହି ଘଟଣା ଟି ଚୋର ହାତରେ ଚାବିକାଠି ଓ ନିଜେ ଚୋରି କରିବା ପରି ଘଟଣା ଟି ହୋଇଛି ।

Leave a Reply

Your email address will not be published. Required fields are marked *