ପ୍ରଜ୍ଞା ଏବଂ ସୁନନ୍ଦା କହିଲେ କେମିତି ହେଲା ଦୁହିଁ ଙ୍କର ପ୍ରେମ,ଦେଖନ୍ତୁ ଭିଡ଼ିଓ

ଆପଣମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ସେହି ସବୁ ମଧ୍ୟରୁ ଅନେକ ଭିଡିଓ ସିନେ ଷ୍ଟାର ମାନଙ୍କ ଉପରେ ଥାଏ। ସୁପରଷ୍ଟାର ମାନେ ସବୁବେଳେ ନିଜର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କଳାକାର ମାନଙ୍କର ପ୍ରଶଂସକ ମାନେ ସବୁବେଳେ ସେମାନଙ୍କର ମନ ପସନ୍ଦ କଳାକାରଙ୍କର ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଇଛୁକ ଥାଆନ୍ତି।

ସେମାନଙ୍କର ନୀତିଦିନିଆ ଜୀବନରେ ଟିକେ କିଛି ହୋଇଗଲେ ବି ତାହା ଚର୍ଚ୍ଚାର ବିଷୟ ପାଲିଟି ଯାଏ। ତେବେ କଳାକାର ମାନେ ନିଜର ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେହିଭଳି ଆମ ରାଜ୍ୟରେ ମଧ୍ୟ ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ଅନେକ କଳାକାର ମାନେ ସର୍ବଦା ନିଜର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଏବେ ସୋସିଆଲ୍ ମିଡିଆରେ ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ସ୍ତ୍ରୀଙ୍କ ର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ଏହି ଭିଡିଓରେ ତାଙ୍କୁ ପଚରା ଯାଇଥିଲା ବାହାଘର ପରେ ଆପଣଙ୍କୁ କେମିତି ଲାଗୁଛି, ଆପଣ ଜଣେ ସରକାରୀ କର୍ମଚାରୀ ମଧ୍ୟ ଏବଂ ତାହା ସହ ଅଭିନୟ ମଧ୍ୟ କରୁଛନ୍ତି ତେବେ କିପରି ଏହି ସବୁକୁ ହେଣ୍ଡେଲ୍ କରିବେ। ସେ କହିଥିଲେ କି, ପ୍ରଥମେ ତ ମୋତେ ଏକ ସୁଟିଂ ପରି ଲାଗୁଥିଲା ଏହି ବାହାଘର, ହେଲେ ବାହାଘରର ସବୁ ପରମ୍ପରା ଏବଂ ରୀତିନୀତିକୁ ପାଳନ କରିବା ପରେ ମୋତେ ଏହା ସବୁ ସତ ପରି ଲାଗୁଛି। ମୁଁ ଯେଉଁଭଳି ଭାବରେ ଝିଅ ବେଳେ ନିଜ ପରିବାର, ଚାକିରି ଏବଂ ଅଭିନୟକୁ ନେଇ ଚାଲୁଥିଲି ସେହିଭଳି ଏବେବି ଚାଲିବି, ଆଉ ମୋତେ ଲାଗୁନି କି ମୁଁ ଏହି ଘରର ବୋହୂ ବୋଲି ମୋତେ ଝିଅ ଭଳି ଲାଗୁଛି।

Leave a Reply

Your email address will not be published. Required fields are marked *