ନିଆରା ନେତା : ନିର୍ବାଚନ ଲଢୁଛନ୍ତି ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ,ଆଉ କହୁଛନ୍ତି ……….

ଆଗକୁ ଆସୁଚି ଇଲେକ୍ସନ ଆଉ ଆରମ୍ଭ ହେବାକୁ ଯାଉଛି ସରପଞ୍ଚ ପଦବୀ ରେ ଛିଡ଼ା ହେବାକୁ ଯାଉଥିବା କେଣ୍ଡିଡେଟ ଙ୍କର ନାମାଙ୍କନ ଦାଖଲ । ଏଠୀ କିଏ ଉଚ୍ଚଶିକ୍ଷିତ ଯାଇଥିବା ବେଳେ ଆଉ କିଏ ନିଜର ଚାକିରି ଛାଡି ଆସି ନିର୍ବାଚନ ପଡ଼ୁଛି ସମସ୍ତେ ଏଥି ଶିଖିତା । ପଞ୍ଚାୟତ ପରେ ପୁନିନାସିବ ପୌର ଲୋଡ଼ଇ ଆଉ ତା ପରେ ମଜା ନଗର ନିର୍ବାଚନ ର ପାଳି ପଢିବ ଆଉ ସେତେବେଳେ ପଢୁଆ ଆଉ ମହିଳା ପ୍ରତିଦାନ୍ତି କୁ ଖାଜିବେ ରାଜା ନୈତିକ ଦଳ । ରାଜନିତୀ ରେ ଦକ୍ଷ ପ୍ରାର୍ଥୀର ଯେତିକି ଲୋଡା ରହିଥାଏ ତା ଠାରୁ ଅଧିକ ଜଣେ ଚିହ୍ନ ଚେହେରା ଓ ଲୋକୋ ପ୍ରିୟ ମଧ୍ୟ ସେତିକି ଆବଶ୍ୟକ ହେଇଥାଏ । ହେଲେ ଏକ ନିଆରା ଲୋକୋ ଲଢ଼ୁଛନ୍ତି ନିର୍ବାଚନ।

ଆଉ ସେ କହିଛନ୍ତି “ମୁଁ ଦେହୋ ଦିବ୍ୟଙ୍କ ସତ ହେଲେ ହେଲେ ମୋ ମନ ବୋଲ ଭାଙ୍ଗିନି। ମୁଁ ଜୀବନ ଯୁଦ୍ଧରେ ହରିନାହି କି ଏହି ଯୁଦ୍ଧରେ ମଧ୍ୟ ହରିବି ନାହିଁ । ମୁଁ ଏହି ରାସ୍ତାରେ ରହି ଲୋକୋଙ୍କ ସେବା କରିବି । ଲୋକ ପାଇଁ ଆବଶ୍ୟକ ହେଉଥିବା ସବୁ ସବୁ ସେବା ମୁ ଲୋକୋଙ୍କ ପାଇଁ ଯୋଗାଇ ଦେବୀ ।

ଯେତେ କଷ୍ଟ ହେଇ ଯେତେ ଅସୁବିଧା ଆସୁ ମୁ ଆପଣ କ ସେବା ରେ ଲାଗିବ ।ଦୁର୍ଗମ ଅଞ୍ଚଳ ମାନଙ୍କରେ ସୁବିଧା ପହଞ୍ଚିବା ପାଇଁ ମୁଁ ଲଢେଇ କରିବି “। ଏମିତି ପ୍ରତିଶ୍ରୁତି ଦେଇ ସରପଞ୍ଚ ପଦବୀ ପାଇଁ ଲଢ଼ୁଚନ୍ତି ଜଣେ ଦିବ୍ୟାଙ୍କ ।

ନିଜର ପ୍ରଚୁର ମନବଳ ଯୋଗୁଁ ଲୋକୋଙ୍କୁ ସାହାଯ୍ୟ କରିବାର ଆଶା ନେଇ ଆଗେଇ ଚାଲିଛନ୍ତି ଏହି ଦିବ୍ୟଙ୍କ । ନିଜେ ଗାଁ ଗାଁ ବୁଲି ନିଜର ନିର୍ବାଚନ ଲଢ଼ିବାର କାରଣ ସହିତ ଲୋକୋଙ୍କ ପାଇଁ କହିବାକୁ ଥିବା ସେ ପ୍ରତୀକ ସେବାକୁ ସେ ବୁଝାଉଛନ୍ତି । ଆଉ ତାଙ୍କୁ ଭୋଟ ଦେବାକୁ ଅନୁରୋଧ ମଧ୍ୟ କରୁଛନ୍ତି ସେ।

ଖାଲିଏବେ ନୁହେଁ ଆଗରୁ ମଧ୍ୟ ଅନେକ ଲୋକଙ୍କୁ ସାହାଯ୍ୟ କରିବାର ପ୍ରୟାସ ତାଙ୍କ ଭିତରେ ରହିଛି ଆଉ ବିବ୍ୟାଙ୍ଗ ହେବା ସତେ ବି ସେ ସବୁବେଳେ ଲୋକୋଙ୍କ ସେବା କରିଆସୁଛନ୍ତି । ଗାଁ ର ବରିଷ୍ଠ ଲୋକୋଙ୍କ ସାହାଯ୍ୟ କରିବାକୁ ସେ ସବୁବେଳେ ତତ୍ପର ଥାଆନ୍ତି ।

Leave a Reply

Your email address will not be published. Required fields are marked *