ଶୁଣ ସରକାର : ବିଛଣାରୁ ଉଠୁନି କୁନିଝିଅ । ଆଖି ଖୋଲୁଛି,ହେଲେ କଥା କହୁନି । ଗେହ୍ଲା ଝିଅ ପାଇଁ ଶୁଖୁନି ବାପାମା’ଙ୍କ ଆଖିରୁ ଲୁହ

ଦୁନିଆରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି ।

ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । କିନ୍ତୁ ଆମ ଆଗରେ ଏପରି ଏକ ଘଟଣା ଆସି ପହଞ୍ଚିଛି ଯାହା ଆପଣ ମାନେ ଦେଖିଲେ କି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମନରେ ନିହାତି ଭାବରେ ପ୍ରଶ୍ନ ଆସିବା କଣ ଏହି ପରି ହୋଇ ପାରେ । ଏମିତି ହେବାର କାରଣ କଣ । କଣ ଦୁଃଖ ଯେତେବେଳେ ଆସିଥାଏ ସେ ତାର ଘର ପରିବାର କୁ ନେଇ ଆସିଥାଏ ।

ଏହି ଦୁଃଖ ଖବର ଟି ଶୁଣିବା ପରେ ଆପଣ ନିଜ ଲୁହ କୁ ଅଟକାଇ ପାରିବେ ନାହିଁ । ଘଟଣା ଟି ଘଟିଛି ପୁରୀ ବାଲିଘାଟ ଛକରେ ପରିବା ଦୋକାନ କରିଥିବା ବାପା ପ୍ରଭାତ ସାହୁ ଙ୍କ ସହିତ । ଗୋଟିଏ କନ୍ୟା ସନ୍ତାନ ର ବାପା ହୋଇଥିବା ଯୋଗୁଁ ସେ ଖୁବ୍ ଖୁସି ଥିଲେ । ନିଜ ସ୍ତ୍ରୀ ଓ ଝିଅ ସହିତ ବହୁତ୍ ଖୁସି ଥିଲେ । ହଠାତ୍ ଅସହାୟ ର କଳା ବାଦଲ ଚାରି ଆଡେ଼ ଖେଳିଗଲା । ତାଙ୍କର ଗୋଟିଏ ମାତ୍ର ୧୦ ବର୍ଷ ର ଝିଅ ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାହୁ । ପିଲା ଟି ଖୁବ୍ ଖେଳୁଥିଲା , ବୁଲୁଥିଲା , ଖାଉଥିଲା ଆଉ ପାଠ ଭି ପଢ଼ୁଥିଲା ।

ହଠାତ୍ କୌଣସି ଏକ ଅଜଣା ରୋଗ ରେ ପିଲା ଟି ପଡ଼ିଗଲା । ତା ପରେ ଡକ୍ଟର ଦେଖେଇବା ପରେ ଜଣା ପଡିଲା ତାଙ୍କ ଝିଅ କୁ ମଧୁମେହ ରୋଗ ହୋଇଛି ଯାହା ହାଏ ହୋଇ ଯାଇଛି । ଏହା ପରେ ପିଲା ଟିର ଦୁଇଟି ଯାକ କିଡନୀ ସମ୍ପୂର୍ଣ ରୂପେ ଖରାପ ହୋଇ ଯାଇଛି । ସଙ୍ଗେ ସଙ୍ଗେ ଡକ୍ଟର ପିଲାଟି ର ଡାଏଲେସିସ କରା ହେଲା । ପରେ ପିଲା ଟି ହଠାତ୍ ବେଡ୍ ରେ ବେହୋସ୍ ହୋଇ ଗଲା ଓ କହିଲା ବାପା ମୋତେ ଆଉ କିଛି ଦିଶୁନି ।

ସେହି ଦିନ ଠାରୁ ପ୍ରତୀକ୍ଷା ନା ଆଉ କିଛି କୋହୁଛି ଓ ଚାଲୁଛି ଖେଳୁଛି କଥା ହେଉଛି ଯାହା ପାଇଁ ଘରେ ସମସ୍ତେ ଖୁବ୍ ଦୁଃଖିତ । ଡକ୍ଟର ଙ୍କ କହିବା ଅନୁସାରେ ଦିଲ୍ଲୀ ଏମ୍ସ ନେଇଗଲେ ପ୍ରତୀକ୍ଷା ର ଭଲ ଚିକିତ୍ସା ହୋଇପାରିବ । ହେଲେ ବାପା ଙ୍କ ପାଖରେ ସେତିକି ଆର୍ଥିକ ସମ୍ବଳ ନାହିଁ ଯଦି ସେହି ସ ହୃଦୟ ବ୍ୟକ୍ତି ପ୍ରତୀକ୍ଷା ଙ୍କୁ କିଛି ସାହାଯ୍ୟ କରିବା ପାଇଁ ଚାହୁଁଥାନ୍ତି ତେବେ ସେ ସାହାଯ୍ୟ କରି ମଧ୍ୟ ପାରିବେ ।

Leave a Reply

Your email address will not be published. Required fields are marked *