ଏହି ବୋହୂ ଜଣକର କାରନାମା ଦେଖି ହସି ହସି ଗଡ଼ିଯିବେ,ଦେଖନ୍ତୁ ଭିଡ଼ିଓ

ଆମ ଚାରିପାଖରେରେ ପ୍ରତୀକ ଦିନ ଏମିତି କିଛି ନ କିଛି ଘଟଣା ଘଟୁଛି । ଯାହା ଆମ କୁ ଆଶ୍ଚାଜ୍ୟ କରିବା ସହିତ ଆମକୁ ହସିବାକୁ ବାଧ୍ୟ କରିଥାଏ। ଲୋକ ବେଳେ ବେଳେ ଏମିତି କାର୍ଯ୍ୟ କରି ବସନ୍ତି ଯାହା ମଣିଷ କଳ୍ପନା ର ବାହାରେ ହେଇଥାଏ। ଆସନ୍ତୁ ଆଜି ସେହି ପରି କିଛି ଘଟଣା ବିଷୟରେ ଶୁଣିବା ଯାହା ଆପଣକୁ ହସିବାକୁ ବାଧ୍ୟ କରି ଦେବ ।ତେବେ ଆସନ୍ତୁ ଜାଣିବା ସେହିପରି କିଛି ଆଶ୍ଚର୍ଯ୍ୟକର ଘଟଣା ।

ଏବେ ସମସ୍ତକୁ ରିଲ୍ସ ର ନିଶା ଲାଗିଛି। ଯାହାଙ୍କୁ ଦେଖା ମୋବାଇଲଟି ଧରି ରିଲ୍ସ କରୁଛନ୍ତି । ସେହି ସମୟରେ ବୋହୂ ତାଙ୍କ ଶାଶୁ ଘରେ ଫୋନ୍ କୁ ସାମ୍ନାରେ ରଖି ନାଚ ନାଚି ରିଲ୍ସ କରୁଥିବା ବେଳେ ହଠାତ୍ ତାଙ୍କ ଶଶୁର ତାଙ୍କ ସାମ୍ନାକୁ ଆସି ଯାଇଥିଲେ ଯାହା ଦେଖିବା ମାତ୍ରେ ସେ କାନ୍ଥ ସାଇଡରେ ପୁରା ଚିପିକି କି ରହି ଯାଇଥିଲେ ।

ସେହିପରି ଆଉ ଏକ ଘଟଣାରେ ଦୁଇ ଯୁଗଳ ରେଷ୍ଟୁରାଣ୍ଟ ରୁ ଖାଇବା ଖାଇକି ବାହାରିବା ସମୟରେ ଗାଡିଟି ଖରାରେ ପୁର ଗରମ ହେଇଯାଇଥିଲା । ଏହା ପରେ ପୁଅ ଟି ସେ ଗାଡି ଉପରେ ବାସୀ ଆଗେ ଦେଖୁଥିଲା କି ସିଟ ଟି କେତେ ଗରମ ହେଇଚି । ଏହା ପରେ ସେ ତାହା ଗର୍ଲଫ୍ରେଣ୍ଡ୍ କୁ ପଛରେ ବସାଇ ପଳେଇଗଲା ।

ସାଉଥ୍ ଦିଲ୍ଲୀରେ ଜଣେ ଦିବ୍ୟଙ୍କ ଲୋକ ଏକ ମଟର ଗାଡି ଚାଲୁଥିବା ର ଦେଖି ବାକୁ ମିଳିଛି । ତାଙ୍କର ହାତ ନଥାଈ ବି ସେ ନିଜ ଗାଡିରେ ଜିନିସ ବହି କି ବେପାର କରୁଥିବାର ଦେଖି ବାର ମିଳିଛି। ତେବେ ତାଙ୍କ ପାଈ ସେହି ଗାଡି ଟି କୁ ସେହି ଭଳି ଢିଜାଇଁନ କରାଯାଇଥିବାର ଶୁଣିବାକୁ ମିଳିଥିଲା। ଯାହା ଦ୍ଵାରା ସେ ସହଜ ରେ ଚଲେଇ ପାରିବ।

Leave a Reply

Your email address will not be published. Required fields are marked *