ବିନ୍ଦାସ ଡ୍ୟାନ୍ସିଙ୍ଗ ଅମ୍ପାୟାର ବବଲୁ, ନାଚି ନାଚି କରୁଛନ୍ତି ଅମ୍ପାୟାରିଂ I ଦେଖନ୍ତୁ ଭାଇରାଲ ଭିଡ଼ିଓ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି।

ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ସୋସିଆଲ ମିଡ଼ିଆରେ ଏବେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛନ୍ତି ଡ୍ୟାନ୍ସିଂ ଅମ୍ପାୟାର୍। ଅମ୍ପାୟାର୍ ଙ୍କ ଭିଡିଓ ଯିଏ କେହି ବି ଦେଖୁଛନ୍ତି ସମସ୍ତେ ତାଙ୍କର ଫ୍ୟାନ୍ ହୋଇ ଯାଉଛନ୍ତି। ତାଙ୍କର ଜଣେ ବନ୍ଧୁ ତାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବା ସହ ତାଙ୍କର ଅମ୍ପାୟାର୍ ଜୀବନକୁ ନେଇ ବହୁତ କିଛି କଥା ଲେଖିଛନ୍ତି।

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ୍ ତସିପୁର ପଞ୍ଚାୟତର କୁସୁମୁଣ୍ଡିଆ ଗ୍ରାମର ଏକ ଗରିବ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ବବୁଲୁ ସାହୁ ତାଙ୍କର ଡ୍ୟାନ୍ସିଂ ଅମ୍ପାୟାରିଂ ପାଇଁ ଏବେ ଚାରିଆଡେ ପରିଚିତ। ରନ୍ ଆଉଟ୍, ନୋ ବଲ୍, ଫ୍ରିହିଟ୍ ସବୁଥି ପାଇଁ ରହିଛି ତାଙ୍କର ଅଲଗା ଅଲଗା ଡ୍ୟାନ୍ସିଂ ଷ୍ଟାଇଲ୍। ତାଙ୍କର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି, ଏହାକୁ ଲୋକ ମାନେ ଦେଖିବା ସହିତ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *