ଗାର୍ଲଫ୍ରେଣ୍ଡର ବେଡ଼ରୁମରେ ଶୋଇ ଶୋଇ ପ୍ରେମିକ ରୋଜଗାର କଲା ୧୦୦୦ କୋଟି ଟଙ୍କା, ସାରା ଦୁନିଆ ଆଶ୍ଚର୍ଯ୍ୟ,ଜାଣନ୍ତୁ ପୁରା ଘଟଣା

ଆଜିକାଲି ପୁରା ଦୁନିଆରେ ଏହିପରି ଜଣେ କୋଟିପତିଙ୍କ ଉପରେ ଚର୍ଚ୍ଚା ହେଉଛି, ଯିଏକି ନିଜ ଗର୍ଲପ୍ରେଣ୍ଡଙ୍କ ବେଡ଼-ରୁମ୍ ରେ ଶୋଇ-ଶୋଇ 10 କୋଟି ଟଙ୍କା ରୋଜଗାର କରିନେଲେ | ପୁରା ଦୁନିଆ ଇଂଲଣ୍ଡର ଏହି କୋଟିପତିଙ୍କର କାହାଣୀ ଜାଣିବା ପାଇଁ ଉତ୍ସଛୁକ ଅଛନ୍ତି, କି କେମିତି ଏହି ବ୍ୟକ୍ତି ଜଣଙ୍କ ନିଜ ଗର୍ଲପ୍ରେଣ୍ଡ ଙ୍କ ଶେଜରେ ଶୋଇ ଶୋଇ କିପରି ଏତେ ଟଙ୍କା କମେଇଦେଲେ | ଆସନ୍ତୁ ଆମେ ଆପଣଙ୍କୁ କହିବୁ କି ବ୍ୟକ୍ତି ଜଣଙ୍କ କିପରି ଏତେ ଟଙ୍କା କମେଇପାରିଲେ |

ଆପ୍ ବନେଇକରି ରାତା-ରାତି ବନିଗଲେ କୋଟିପତି :-

ଏହି ବ୍ୟକ୍ତିର ନାମ ହେଉଛି ଜାନି ବପଫାରହାଟ | ପ୍ରକୃତରେ ଜାନି ଏତେ ସାରା ପଇସା ଗୋଟେ ଭିଡ଼ିଓ କନଫରେନସିଙ୍ଗ ଆପ୍ ମାଧ୍ୟମରେ କମେଇଛନ୍ତି | ଜାନିଙ୍କ ଗଣତି ବର୍ତ୍ତମାନ ଇଂଲଣ୍ଡର ଧନୀ ଯୁବକମାନଙ୍କ ମଧ୍ୟରେ କରାଯାଏ | 2020 ମସିହାରେ ଯେତେବେଳେ ପୁରା ଦୁନିଆରେ କରୋନା କାରଣରୁ ଲକ୍-ଡାଉନ୍ ଲାଗିଥିଲା | ସେତେବେଳେ ଅଧିକାଂଶ ଲୋକ ୱାର୍କ-ଫର୍ମ ହୋମ୍ କରୁଥିଲେ | ଏହାକୁ ଦୃଷ୍ଟିରେ ରଖି ଜାନି ତାଙ୍କ ଗର୍ଲପ୍ରେଣ୍ଡ ଙ୍କ ବେଡ଼-ରୁମ୍ ରେ ଶୋଇ- ଶୋଇ ଗୋଟେ ଭିଡିଓ କନଫରେନ୍ସିଂ ଆପ୍ ହୋପିନ୍ ତିଆରି କରିଥିଲେ |

ଜାନି ପ୍ରଥମେ ଏହି ଆପ୍ ପାଇଁ ପଇସା ଜମା କରିଥିଲେ ।ତା’ପରେ ଏହା ତିଆରି ହେବା ମାତ୍ରେ ହିଁ ପ୍ରଚୁର ଟଙ୍କା ରୋଜଗାର କଲେ | ଜାନି ମଞ୍ଚେଷ୍ଟର ୟୁନିଭରସିଟିରୁ ଗ୍ରାଜୁଏଟ ହେଇଛନ୍ତି । ତାଙ୍କୁ ଆପର ଆଇଡ଼ିଆ 2018ମସିହାରେ ହିଁ ଆସିଥିଲା, ଯଦିଓ ସେତେବେଳେ ତାଙ୍କ ପାଖରେ ଟଙ୍କା ନଥିଲା | 2018 ମସିହାରେ,ସେ ନିଜ ଗର୍ଲପ୍ରେଣ୍ଡଙ୍କ ବେଡ଼ରୁମ ରେ ଶୋଇ ଶୋଇ ଆପ କୁ କୋଡିଂ କରିଥିଲେ | ଆପଣଙ୍କୁ ଜଣେଇଦେଉଛୁ କି ଏହା ଜୁମ୍ କଲ୍ ପରି ଅଟେ | ଏହି ଦ୍ୱାରା ଲାଇଭ୍ ଭିଡିଓ କଲ୍ କରାଯାଇପାରିବ |

50 ଲକ୍ଷରୁ ଅଧିକ ଲୋକ ଏହି ଆପ୍ କୁ ବ୍ୟବହାର କରୁଛନ୍ତି | ଏହା ଲଞ୍ଚ ହେବାର ଏକ ବର୍ଷ ମଧ୍ୟରେ 50 ଲକ୍ଷରୁ ଅଧିକ ଲୋକ ଏହାକୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି | ଏହା ସହିତ, ଆପର ମୂଲ୍ୟ 4 ଟ୍ରିଲିୟନ୍ 12 ବିଲିୟନ 46 କୋଟି 79 ଲକ୍ଷ 57 ହଜାର ଟଙ୍କା ଅତିକ୍ରମ କରିସାରିଲାଣି | ଏହି ଆପ୍ ବନେଇବା ପରେ ଜାନିଙ୍କୁ ଧନୀ ତାଲିକାରେ 113 ନମ୍ବରରେ ଗଣାଯାଉଛି | ଜନି ବର୍ତ୍ତମାନ ହଠାତ୍ ଏହି ଆପ୍ ମାଧ୍ୟମରେ 10 ବିଲିୟନ ଟଙ୍କା ରୋଜଗାର କରିଛନ୍ତି | ବାସ୍ତବରେ ସେ ବର୍ତ୍ତମାନ କମ୍ପାନୀର କିଛି ଷ୍ଟକ୍ ବିକ୍ରି କରିଛନ୍ତି |

Leave a Reply

Your email address will not be published. Required fields are marked *