ରେଷ୍ଟୁରାଣ୍ଟରେ ୱେଟର ପ୍ରାଇଭେଟ ପାର୍ଟର ଚୁଟି ବାହାର କରି ଖାଇବାରେ ମିଶାଇଦେଲା, ଆଉ କହିଲା ‘ଏହା ହେଉଛି ଆମର ସ୍ପେଶାଲ ରେସିପି’

ଯେଉଁ ଲୋକ ପ୍ରାୟତଃ ରେଷ୍ଟୁରାଣ୍ଟରେ ଖାଇବାକୁ ଚାହାନ୍ତି କିମ୍ବା ରେଷ୍ଟୁରାଣ୍ଟରେ ଅର୍ଡର ଦେଇ ଖାଇବା ଘରକୁ ମଗାନ୍ତି, ତାଙ୍କ ପାଇଁ ଏହା ଏଲର୍ଟ କରିଦେବା ଭଳି ଖବର ଅଟେ। ଏହି ରେଷ୍ଟୁରାଣ୍ଟରେ କାମ କରୁଥିବା କିଛି ୱେଟରଙ୍କ ମାନସିକତା ବହୁତ ଘୃଣ୍ୟ ହୋଇଥାଏ। ଏମିତି ଏକ ମାମଲା ସାମ୍ନାକୁ ଆସିଛି, କଣ ସମ୍ପୂର୍ଣ ମାମଲା ଆସନ୍ତୁ ଜାଣିବା।

ଜାପାନର ଏହି ଘଟଣା କିଛି ମାସ ତଳେ ଘଟିଥିଲା। କିନ୍ତୁ ଏହାର ଘୃଣ୍ୟ ଭିଡିଓ ବର୍ତ୍ତମାନ ସମୟରେ ବହୁତ ତୀବ୍ର ଭାବରେ ସେୟାର କରାଯାଉଛି। ଭାଇରାଲ ଭିଡିଓକୁ ଜାପାନର ଏକ କରୀ ରେଷ୍ଟୁରାଣ୍ଟରେ ରେକର୍ଡ କରାଯାଇଛି। ଏଥିରେ ଲଞ୍ଚ କରୁଥିବା କର୍ମଚାରୀଙ୍କ ବିଷୟରେ କିଛି ଏମିତି ହୋଇଥିଲା ଯାହାକୁ ଦେଖି ଆପଣଙ୍କୁ ବାନ୍ତି ଆସିଯିବ।

ସୂଚନା ମୁତାବିକ, ଜାପାନର ଫୁକୁଓକାରେ ଥିବା ଏକ ରେଷ୍ଟୁରାଣ୍ଟରେ ଏହି ଭିଡିଓ ରେକର୍ଡ କରାଯାଇଥିଲା। ଏଥିରେ ଏକ ୱେଟର ନିଜର ସାଥିରେ ଖାଉଥିବା କର୍ମଚାରୀଙ୍କ ଖାଇବାରେ ପ୍ୟୁବିକ ହେୟାର ମିସାଇଦେଲେ। ଏହାର ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ସେୟାର ହେଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଇବିସି ନାମକ ଏକ ଲୋକାଲ ୱେବସାଇଟ ମୁତାବିକ, ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ଲଞ୍ଚ ବ୍ରେକରେ କର୍ମଚାରୀଙ୍କ ସହିତ ବସି ଖାଇବା ଖାଉଥିଲେ। ସେତେବେଳେ ଏକ ବ୍ୟକ୍ତି ନିଜର ପେଣ୍ଟରେ ହାତ ଭର୍ତ୍ତି କରିଲେ ଓ ନିଜର ପ୍ରାଇଭେଟ ପାର୍ଟର ଚୁଟି ଛିଣ୍ଡାଇବାକୁ ଚେଷ୍ଟା କରିଲେ। ପ୍ରଥମ ଚେଷ୍ଟାରେ ସେ ବିଫଳ ହୋଇଗଲେ। ଦ୍ଵିତୀୟ ଥରରେ ତାଙ୍କ ହାତରେ କିଛି ଚୁଟିର ଖଣ୍ଡ ଆସିଗଲା।

ବ୍ୟକ୍ତି ତୁରନ୍ତ ପ୍ୟୁବିକ ହେୟାରକୁ ନିଜର ସାଥି କର୍ମଚାରୀଙ୍କ ଖାଇବାରେ ମିଶାଇଦେଲା। ଏମିତି ହରକତ କରିବା ପରେ ବ୍ୟକ୍ତିଜଣକ ଲଜ୍ଜାହିନ ଭାବରେ କହିଲାକି ତୁମ ଖାଇବାରେ ସ୍ପେଶାଲ ମସଲା ମିଶାଉଛି। ଏହି ଭିଡିଓଟି ଭାଇରାଲ ହେବା ପରେ ଯେତେବେଳେ ଲୋକଟିକୁ ପଚରାଗଲା, ସେ କହିଲାକି ସେ ଖାଇବା ତାର ନିଜର ଥିଲା, ରେଷ୍ଟୁରାଣ୍ଟରେ କାହାରିକୁ ଦିଆଯାଉନଥିଲା।

ଭିଡିଓକୁ ବ୍ୟକ୍ତିଙ୍କର ଏକ ସାଙ୍ଗ ମଜା-ମସ୍ତିରେ ପୋଷ୍ଟ କରିଥିଲେ, ଯାହାପରେ ଡ଼ିଲିଟ ମଧ୍ୟ କରିଦେଇଥିଲା। କିନ୍ତୁ ଏଠାରୁ ଟୁଇଟରରେ କିଏ ବ୍ୟବହାର କରିଦେଇଥିଲା। ଏହା ପରେ ଏହି ଭିଡିଓ ଦେଖୁ ଦେଖୁ ଭାଇରାଲ ହୋଇଗଲା। ଭିଡିଓ ଉପରେ ରେଷ୍ଟୁରାଣ୍ଟର ଅନ୍ୟ ଏକ କର୍ମଚାରୀଙ୍କର ନଜର ପଡିଗଲା ଓ ସେ ତାଙ୍କର ହେଡକ୍ଵାଟରରେ ଅଭିଯୋଗ କରିଦେଲା। ଏହାପରେ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କାରାଗଲା ଓ ତାଙ୍କର ପର୍ଦ୍ଦାଫାଶ ହୋଇଗଲା। ପଚରାଉଚୁରାରେ ଏହି ବ୍ୟକ୍ତିଜଣକ ଲଜ୍ଜାହୀନ ଭାବରେ ମାନିଲେକି ସେ ଏହାକୁ କେବଳ ମଜା ପାଇଁ କରୁଥିଲେ।

ଭିଡିଓ ଭାଇରାଲ ହେବା ପରେ ରେଷ୍ଟୁରାଣ୍ଟ ଏଥିପାଇଁ କ୍ଷମା ମାଗିଛି। ରେଷ୍ଟୁରାଣ୍ଟ କହିଲାକି ଏହିପରି ହରକତ କର୍ମଚାରୀଙ୍କ ଦ୍ଵାରା କରାଯିବା ଉଚିତ ନୁହେଁ। ଯେମିତି ଏହି ମାମଲାର ଖୁଲାସା ହେବ ତୁରନ୍ତ ବ୍ୟକ୍ତିଙ୍କୁ ଚାକିରିରୁ ବହିଷ୍କାର କରିଦିଆଯିବ।

Leave a Reply

Your email address will not be published. Required fields are marked *