ଯେତେବେଳେ ପ୍ରେମ ଶବ୍ଦ ସାମ୍ନାକୁ ଆସେ ଲୋକଙ୍କ ହୃଦୟରେ ଏକ ସୁନ୍ଦର ଅନଭୁତି ସୃଷ୍ଟି ହୁଏ। କିନ୍ତୁ ପ୍ରେମର କିଛି ଏପରି ଘଟଣା ଦେଖିବାକୁ ମିଳିଥିଲା ଯାହାକୁ ଜାଣିଲେ ଆପଣଙ୍କ ଆତ୍ମା ମଧ୍ୟ କମ୍ପି ଯିବ ଏବଂ ବୋଧହୁଏ ଏହି ଘଟଣା ଜାଣିବା ପରେ ଆପଣଙ୍କ ବିଶ୍ୱାସ ମଧ୍ୟ ପ୍ରେମ ଶବ୍ଦରୁ ଉଠିଯିବ। ଆସନ୍ତୁ ଏହି ପୁରା କାହାଣୀକୁ ଜାଣିବା।
ବଳତ୍କାରର ପରିସ୍ଥିତିରୁ ଆରମ୍ଭ କରି ମୃ-ତ୍ୟ ପର୍ଯ୍ୟନ୍ତ ସମସ୍ତ ବିଷୟ ଝିଅଟି ଯେତେବଳେ ବ୍ୟକ୍ତ କଲା ବ୍ରିଟେନରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। କେବଳ ଏତିକି ନୁହେଁ ଆମେ ଆପଣଙ୍କୁ କହିବୁ ଯେ ଉକ୍ତ ମହିଳା ଜଣକ ପ୍ରତିଦିନ 20 ଜଣଙ୍କ ସହ ଶୋଇବାକୁ ବାଧ୍ୟ ହୋଇଥିଲେ ଏବଂ ଯେତେବେଳେ ମହିଳା ଜଣକ ଏସବୁକୁ ମନା କରୁଥିଲେ ତାଙ୍କୁ ଅତି ନିର୍ମମ ଭାବରେ ମା-ଡ ଦିଆଯାଉଥିଲା। କେବଳ ଏତିକି ନୁହେଁ ସେତେବେଳେ କ୍ରୁରତାର ସୀମା ପାର୍ ହେଲା ଯେତେବେଳେ ଉକ୍ତ ମହିଳା ଜଣକଙ୍କୁ ସିଗା-ରେଟରେ ଜାଳୁଥିଲେ। ଏଥିସହିତ ଜଣା ପଡିଛି ଯେ ଏହି ଅପ-ରାଧ ପରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତଥାପି ମହିଳାଙ୍କୁ ଉ-ଦ୍ଧାର କରାଯାଇ ପାରିନଥିଲା ଏବଂ ବର୍ତ୍ତମାନ ମହିଳାଙ୍କ ମୃ-ତ୍ୟୁ ଘଟିଛି।
ମହିଳା ଜଣକ କହିଥିଲେ ଯେ ଘରେ ଆଉ ଦୁଇଜଣ ଝିଅ ଅଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ନିଜ ଇଚ୍ଛା ବିରୁ-ଦ୍ଧରେ ଗ୍ରାହକଙ୍କ ସାମ୍ନାରେ ପରିବେଷଣ କରାଯାଇଥିଲା ଏବଂ ଗୋଟିଏ ଦିନରେ ସେମାନେ ଅତି କମରେ 20 ଜଣଙ୍କ ସହ ଶାରୀ-ରିକ ସମ୍ପର୍କ ରଖିବାକୁ ବାଧ୍ୟ ହେଉଥିଲେ ଏବଂ ଯେତେବେଳେ ସେମାନେ ଯୌ-ନ ସମ୍ପର୍କ ରଖିବାକୁ ମନା କରୁଥିଲେ ସେତେବେଳେ ସେମାନଙ୍କୁ ମା-ଡର ସାମ୍ନା କରିବାକୁ ପଡୁଥିଲା। ଏଥର ଅନେକ ନି-ଶା ସେବକ ମଧ୍ୟ ଆସୁଥିଲେ ଯିଏ ସେଠାରେ ଥରେ ପାଞ୍ଚ-ଛଅ ଘଣ୍ଟା ରହି ତାଙ୍କୁ ଶୋଷଣ କରୁଥିଲେ।
ଏଥି ସହିତ ତାଙ୍କ ସାକ୍ଷାତକାର ସମୟରେ ଉକ୍ତ ମହିଳା ଜଣକ କହିଥିଲେ ଯେ ସେ ଜଣେ ପୁଅକୁ ଭଲ ପାଇବା ପରେ ରୋମାନିଆରୁ ବ୍ରିଟେନକୁ ଆସିଥିଲେ ଏବଂ ପରେ ପଶ୍ଚିମ ମିଡଲ୍ୟାଣ୍ଡର (West Midlands) ଏକ ଫ୍ଲାଟରେ ବ-ନ୍ଦୀ କରି ରଖିଥିଲେ।
ଯେହେତୁ ବ୍ରିଟେନରେ ଯୌ-ନ କାର୍ଯ୍ୟ ଆଇ-ନଗତ ଅଟେ ତେଣୁ ଏହି କାମ ଛୋଟ ଛୋଟ ଘରେ ମଧ୍ୟ କରାଯାଏ ଏବଂ ଅନ୍ୟ ଦେଶର ଝିଅମାନଙ୍କୁ ଅପ-ହରଣ କରି ଏଠାରେ ବିକ୍ରି କରାଯାଏ ଏବଂ ଏହା ପରେ ମହିଳାମାନେ ନର୍କର ଜୀବନ ବଞ୍ଚିବାକୁ ବାଧ୍ୟ ହୁଅନ୍ତି ଏବଂ ଏଥିରୁ ବାହାରି ଆସିଥିବା ମହିଳା ଜଣକ କହିଥିଲେ ଯେ ସେ ପ୍ରତିଦିନ ଏକ ହଜାର ପାଉଣ୍ଡ ରୋଜଗାର କରୁଥିଲେ କିନ୍ତୁ ସମସ୍ତ ଟଙ୍କା ତାଙ୍କୁ କିଣିଥିବା ଲୋକ ନେଇଯାଉଥିଲା ଏବଂ ତାଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ତଦାରଖ କରାଯାଉଥିଲା। ସେ ନିଜ ଇଚ୍ଛାରେ ମୁକ୍ତ ଭାବରେ ନିଶ୍ବାସ ମଧ୍ୟ ନେଇପାରୁନଥିଲେ।