ନିଜକୁ ସାହାସୀ ଦେଖେଇ ଷଣ୍ଢ କୁ ବାଡେଇଦେଲେ କିନ୍ତୁ ତା ପରେ ଷଣ୍ଢ ଯାହା କଲା…ଦେଖନ୍ତୁ ଭିଡ଼ିଓ

ବେଳେ ବେଳେ ଆମ ଆଖ ପାଖରେ ଏମିତି କିଛି ଘଟଣା ଦେଖିବାକୁ ମିଳେ। ଯାହା ଅପାଣ କେବେ ଭାବି ନଥିବେ। ତେବେ ସମାଜରେ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟବେଳେ ବେଳର ଆମ ନଜରକୁ ଆସିଥାଏ। ତେବେ ଏହି ସବୁ ଘଟଣା ଆପଣ ସୋସିଆଲ ମିଡିଆର ରେ ମଧ୍ୟ ଦେଖିବାକୁ ପାଇଥିବେ। ଯାହା ଆପଣ ଦେଖିବା ପରେ ନିଜ ଆଖିକୁ ବିଶ୍ୱାସ କରି ପରି ନଥିବେ। ତେବେ ବେଳେ ଆମେ ଯାହାକୁ ଦୁର୍ବଳ ଭାବୁ ସେ ଯେତେବେଳେ ସବଳ ହୋଇ ଉଠେ , ସେତେବେଳେ ବଂଚିବାର ରାସ୍ତା ନ ଥାଏ। ତେବେ ସେହି ଭଳି କିଛି ଘଟଣା ଦେଖିବାକୁ ମିଳିଛି।

ଆପଣ ଜାଣିଥିବେ ପଶୁ ମାନେ ଜୀବ ମାନଂକୁ ଖାଇ ବଞ୍ଛନ୍ତି , ତେବେ ବେଳେ ଏମିତି ପରିସ୍ଥିତି ଆସେ ଯାହା ସେହି ପୋଶୁ ମାନେ ଭାବି ନଥିବେ । ତେବେ ଏହି ଘଟଣା ର ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ତେବେ ଭିଡିଓ ରେ ଦେଖିବାକୁ ମିଳିଛି କି ଗୋଟେ କାଉ ମୂଷା କୁ କାମୁଡିବାକୁ ଚେଷ୍ଟା କରୁଥିଲା। କିନ୍ତୁ ସେହି ଛୋଟ ମୂଷାଟି ନିଜକୁ ବଞ୍ଛେବା ପାଇଁ ସେହି କାଉର ଥଣ୍ଟକୁ ଜୋରରେ କାମୁଡି ଧରିଲା । ଆଉ କାଉଟି ବୁଝି ପାରିଲା ଯେ ସେ ଭୁଲ ଶତ୍ରୁ ସହ ପଙ୍ଗା ନେଇଛି।

ତେବେ ଆଉ ଏକ ଭିଡିଓ ରେ ଗୋଟିଏ ଇଲେକ୍ଟ୍ରିକ ଇଲ୍ଲ୍ ଟି ପାଣିରୁ ବାହାରି ରାସ୍ତା ରେ ପୋଡି ଥିବା ଦେଖି କୁକୁରଟି ତାକୁ ଖାଇବା କୁ ଚାଲି ଗଲା କିନ୍ତୁ କୁକୁରଟି ଜାଣି ନ ଥିଲା କି ସେହି ଇଲେକ୍ଟ୍ରୋକ ଇଲ୍ଲ୍ ଟି ବଞ୍ଚିଛି। ଆଉ କୁକୁର କାମୁଡିବା ମାତ୍ରେ ଇଲେକ୍ତ୍ରିକ୍ ଇଲ୍ଲ୍ ର ସକ ରେ କୁକୁର ର ମୁଂହ ବଙ୍କା ହୋଇ ଗୋଲା ଓ ସେଠୁ କାନ୍ଦି କାନ୍ଦି ଚାଲି ଗଲା। ତେବେ ସେହି ପରି ଜଣେ ବ୍ୟକ୍ତି ଟି ହଂସ ସହ ପଙ୍ଗା ନବା ତାକୁ ଭାରି ପୋଡି ଗଲା। ତେବେ ଆପଣ ମାନେ ଜାଣି ଥିବେ ସାପ ମାନେ ମୂଷା ଆଦି ଖାନ୍ତି।

ତେବେ ଭିଡିଓ ରେ ଦେଖିବା କୁ ମିଳିଛି କି ଗୋଟିଏ ମୂଷା ଗୋଟିଏ କୋବ୍ରା ସାପ ର ମୁଣ୍ଡ କୁ କାମୁଡି ଧରିଛି। ଆଉ ତାକୁ କ୍ଷତ ବିକ୍ଷତ କୋରିଦେଲନି।କିନ୍ତୁ ପାଖରେ ଆଉ ଦୁଇ ଟି ସାପ ଥିଲେ ମଧ୍ୟ କିଛି କରି ପାରୁ ନାହାନ୍ତି।ସେମିତି ଆଉ ଏକ ଘଟଣା ଦେଖିବା କୁ ମିଳିଛି କି କିଛି ମେଣ୍ଢା ପଲ ଗୋଟିଏ ହଂସ କୁ କାମୁଡିବାକୁ ଚେଷ୍ଟା କରୁ ଥିଲେ। କିନ୍ତୁ ହଂସ ଟି ନିଜର ସାହସୀକତା ପାଇଁ ବଞ୍ଚିଗଲା , ହଂସ ତାଙ୍କୁ କମୁଦିବା କୁ ଚେଷ୍ଟା କରିଲା ଯାହା ଫଳ ରେ ସେ ବଞ୍ଚି ଗଲା। ତେବେ ଆମେ ଜାଣିଚୁ କି ମେଣ୍ଢା ମୁଣ୍ଡ ବହୁତ ଟାଣ ।

ତେବେ କିଛି କୁକୁର ଦଳ ଗୋଟିଏ ମେଣ୍ଢା ଉପର କୁ ଆକ୍ରମଣ କରୁ ଥିଲେ । କିନ୍ତୁ ସେହି ମେଣ୍ଢା ଟି କୁକୁର୍ ମୁଣ୍ଡ କୁ ନିଜ ମୁଣ୍ତ ସହ ଜୋର ରେ ବାଡେଇ ହେଲା। ଯାହା ଫଳ ରେ କୁକୁର ମାନେ ଲାଙ୍ଗୁଡ଼ ଜାକି ସେଠୁ ପଳେଇ ଗଲେ। ତେବେ ଦୁଇ ଜଣା ବ୍ୟକ୍ତି ଗୋଟିଏ ଷଣ୍ଢ କୁ ଘୋଡେଇ ବାକୁ ଚେଷ୍ଟା କରି ଥିଲେ। କିନ୍ତୁ ଷଣ୍ଢ ଟି ରାଗି ଯାଇ ତାଙ୍କ ଉପର କୁ ମାଡି ଆସିଲା ଆଉ ତାଙ୍କୁ କ୍ଷତ ବିକ୍ଷତ କୋରିଦେଲ। ତେବେ ଏହି ସବୁ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆର ଭାଇରଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *