ଚୋରମାନଙ୍କର ଏ ଭିଡ଼ିଓ ଦେଖିଲେ,ଶୀତ ଦିନେ ବି ଝାଳ ବାହାରିଯିବ,ଦେଖନ୍ତୁ ଭିଡ଼ିଓ

ଆମ ଦେଶ ଆମ ସମାଜ ଯେତେ ଆଗକୁ ଯାଉଛି ଆମ ସମାଜ ର ଲୋକ ମାନେ ସେତେ ତଳକୁ ଯାଉଛନ୍ତି । ସେମାନଙ୍କ ଲୋଭ ତାଙ୍କୁ ତଳକୁ ନେଇ ଯାଉଛି। ଆପଣ ଜାଣି ଥିବେ କି ବେଳେ ଆମ ଆଖ ପାଖ ରେ କିଛି ଘଟଣା ଘଟେ ,ଯାହା ଆମେ ଭାବି ନ ଥିବୁ। ତେବେ ଆଜିର ମଣିଷ ସମାଜ ନିଜର ଦରକାର ପୁରା କରିବା ପାଇଁ ଲୋକ ଙ୍କ ଜିନିଷ କୁ ଚୋରି କରି ନେଇ ଥାନ୍ତି। ତେବେ ଆମ ଦେଶ ରେ ଚୋର ମାନଙ୍କ ସଂଖ୍ୟା କମ ନୁହଁ। ସେମାନେ ନିଜ ନିଜ ଅନ୍ଦାଜ ରେ ଚୋରି କରି ଥାନ୍ତି। ତେବେ ସେହି ଚୋର ମାନଂକର କିଛି ସୁନ୍ଦର ଅନ୍ଦଜ୍ ର ଚୋରି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ତେବେ ଏକ ଭିଡିଓ ରେ ଦେଖିବା କୁ ମିଳିଛି କି ଗୋଟିଏ ଚୋର ବସ ରେ ଜଣେ ଲୋକ ଯାଉ ଥିବା ବେଳେ ଫନ ଟି ଧରି ବସି ଥିଲା , ତେବେ ବାହାରୁ ହାତ ବଢ଼ାଇ ଜଣେ ଲୋକ ଫୋନ ଟି କୁ ନେଇ ଗୋଲା। ତେବେ ସେହି ବ୍ୟକ୍ତି ଜଣକ କିଛି କରି ପାରିଲା ନାହିଁ , ଆଉ ତା ଫନ ମଧ୍ୟ ଚୋରି ହେଇ ଗୋଲା। ତେବେ ସେମିତି ଏକ ଭିଡିଓ ଦେଖିବା କୁ ମିଳିଛି କି ଗୋଟିଏ ଚାଇନିଜ ରେଷ୍ଟୁରାଂଟ ରେ ଗୋଟିଏ ଝିଅ ଆସିଲା ଆଉ ଗୋଟିଏ ଟେବୁଲ ରେ ବସି ଥିବା ଜଣେ ମହିଳା ଙ୍କୁ ଗୋଟିଏ କାଗଜ ରେ ଲେଖା ଦେଖାଇଲା।

ତେବେ ସେହି ମହିଳା ଜଣକ ଜାଣି ପାରିଲେ ନାହିଁ କି ତାଙ୍କର ଫୋନ ଚୋରି ହୋଇ ଯାଇଛି। ତେବେ ସେହି କାଗଜ ଦେଖାଉ ଥିବା ଝିଅ ଟି ସେହି କାଗଜ ରେ ଫୋନ ଟିକୁ ଲଗେଇ ନେଇ ଗଲା । ଚୋର ର ଏମିତି ବୁଦ୍ଧି ଦେଖି ସବୁ ଆଶ୍ଚର୍ଯ୍ୟ ହୋଇ ଗଲେ । ଆଉ ଏକ ଭିଡିଓ ରେ ଦେଖିବା କୁ ମିଳିଛି କି ଗୋଟିଏ ଦୋକାନ ରେ ଜଣେ ଲୋକ କ୍ଷୀର ନେବା କୁ ଆସିଥିଲା ଆଉ ସେହି ଲୋକ ଟି ଦୋକାନ ରେ ଛିଡା ହୋଇ କଥା ହେଇ ସରିଲା ପରେ ଫୋନ ଟି କୁ ପକେଟ ରେ ରଖି ଥିଲା। ତେବେ ଚୋର ର ନଜର ସେହି ଫନ ଉପରେ ପଡିଲା। ଆଉ କ୍ଷୀର ନବା ବାହାନା କରି ଫନ ଟିକୁ ନେଇ ଗୋଲା। ଆଉ ସେହି ବ୍ୟକ୍ତି ଜଣକ ଜାଣି ପାରିଲା ନାହିଁ।

ତେବେ ସେମିତି ଏକ ଘଟଣା ଦେଖିବା କୁ ମିଳିଛି କି ଜଣେ କ୍ଷୀର ଦୋକାନୀ କ୍ଷୀର ର କିଛି ଟ୍ରେ ବାହାରେ ରଖି ଭିତରେ ସୋଇ ଯାଇ ଥିଲା । ତେବେ ଜଣେ ଲୋକ କ୍ଷୀର ନବା କୁ ଆସି ଥିଲା କିନ୍ତୁ ଦୋକାନ୍ ବନ୍ଦ ଦେଖି ସେ ସେହି ବାହାରେ ରଖା କ୍ଷୀର ର ୩ ପେକେଟ ଉଠାଇ ନେଲା କିନ୍ତୁ ଅଧା ରାସ୍ତା ରୁ ପୁଣି ଫେରି ଅସିଲା ଆଉ କ୍ଷୀର ର ଗୋଟିଏ ଟ୍ରେ ନେଇ ଗୋଲା। ତେବେ ଆଉ ଏକ ଘଟଣା ଦେଖିବା କୁ ମିଳିଛି କି ଜଣେ ଝିଅ ରାସ୍ତା ରେ ସ୍କୁଟି ଉପରେ ବସି ଫୋନ ରେ କଥା ହଉଥିଲା। ଆଉ ପଚାରୁ ଦି ଜଣ ଲୋକ ଗାଡି ରେ ଆସିଲେ ଆଉ ସେହି ଝିଅ ର ଫୋନ ନେଇ ଗଲେ। ତେବେ ସେହି ଝିଅ ଟି କିଛି କରି ପାରିଲା ନାହିଁ ।

ଆଉ ଏକ ଭିଡିଓ ରେ ଜଣେ ଝିଅ ଟି ରାସ୍ତା ରେ କଥା ହୋଇ ହୋଇ ଯାଉ ଥିଲା ପଛ ରୁ ଜଣେ ଲୋକ ନଡ଼ିଆ ନେଇ ଦୌଡ଼ି ଆସି ସେହି ଝିଅ ଟିକୁ ଗୋଇଠା ମାରିଲା , ଆଉ ସେହି ଝିଅ ଟି ପଡିଲା ଆଉ ହାତ ରୁ ଫୋନ ମଧ୍ୟ ଖସି ଗଲା । ଆଉ ଫୋନ ଟି କୁ ଧରି ଚୋର ଟି ଦୌଡ଼ିଲା। ତେବେ ଆପଣ ମାନେ ସମସ୍ତେ ଅନଲାନ୍ ରୁ ଜିନିଷ କିଣୁ ଥିବେ। ତେବେ ବେଳେ ବେଳେ ଆପଣ ଯାହା ଅଡର କରି ଥାନ୍ତି , ତାହା ଆସି ନ ଥାଏ ଆଉ ଯାହା ପାଇଁ ଆମ ରେ ଅନେକ କ୍ଷତି ହୋଇ ଥାଏ । ତେବେ ଆପଣ ମାନେ ଅନଲାଇନ୍ ରୁ ଫୋନ ଅଡର୍ କରି ଥିବେ ତେବେ ସିଲ ଖୋଲିବା ପରେ ଫୋନ ଜାଗା ରେ ଆଉ କିଛି ଆସି ଯାଏ।

ତେବେ ଏହି ଫନ ଗୁଡା କୁ ଦେଲିଭରି ଵାଲା ମାନେ ନେଇ ଯାଇ ଏକା ଭଳି ସିଲ କରି ଡେ଼ଲିଭରି କରି ଦିଅନ୍ତି। ତେବେ ଯାହା ଦ୍ୱାରା ଲୋକ୍ ମାନେ କମ୍ପାନୀ କୁ ଦୋଷ ଦିଅନ୍ତି। ତେବେ ଏହି ସବୁ ଚୋରି ର ଷ୍ଟାଇଲ ଅତି ଆଶ୍ଚର୍ଯ୍ୟଜନକ । ଯାହା ଏବେ ସୋସିଆଲ ମିଡିଆରେ ଦେଖିବା କୁ ମିଳୁଛି

Leave a Reply

Your email address will not be published. Required fields are marked *