ପଲ୍ବଲ୍ ହାଇୱେରେ ଟ୍ରକ ତଳେ ଚାପିଗଲା ନାଗସାପ। ତେବେ ଘଟଣା ପଲ୍ବଲର ମୁଖ୍ୟ ରାଜରାସ୍ତାରେ ଜଣେ ଟ୍ରକ ଚାଳକ ନିଜର ମାଲ୍ ବୁଝେଇ ହେଇଥିବା ଟ୍ରକ ନେଇ ଯାଉଥିବା ସମୟରେ ତାଙ୍କ ଗାଡ଼ିରେ ଚାପି ହଠାତ୍ ଗୋଟିଏ ନାଗ ସାପଟି ମରି ଯାଇଥିଲା । ଆଉ ତାର ମୁଣ୍ଡ ଆଉ ଦେହ ଅଲଗା ହେଇ ଯାଇଥିଲା
ଯାହାକୁ ଦେଖିବା ପରେ ସେଠାରେ ଥିବା ନାଗ ସାପ ଦଳ ଫେଣା ଟେକି ସେହି ଗାଡି ବାଲା ଆଗରୁ ଦଳ ହୋଇ ଆସିଯାଇଥିଲେ ଓ ସେହି ଗାଡି ବାଲାକୁ ଯିବାକୁ ଦେଉନଥିଲେ । କଷ୍ଟ ମାଷ୍ଟେ ସେଠୁ ପଳେଇ ଆସିଥିଲେ । ହେଲେ ସେହି ଦିନ ଠାରୁ ସେଠାରେ ରେ ଅନେକ ଲୋକ କୁ ଅନେକ ଥର ଗୋଟେ ମୃତ ସାପ ଓ ଦଳେ ସାପ ଦଳ ହେଇ ରହୁଥିବାର ଦେଖିବାକୁ ମିଳି ଥିଲା ।
ହେଲେ କିଛି ଲୋକୋ ଆଗ କୁ ବିଶ୍ୱାସ କରୁଥିବା ବେଳେ ଅନ୍ୟ କିଛି ଜଣ ଏହା କୁ ଅବିଶ୍ବାସ କରୁଥିଲେ। ତେବେ ତାକୁ ନେଇ ସେଠାକାର ଲୋକ ଏହା ନେଇ ନିକଟରେ ଥିବା ପୋଲିସକୁ ଜଣାଇଥିଲେ।
ହେଲେ ପୋଲିସ୍ କିଛି କରିପାରି ନଥିଲେ। ସେହି ବାଟେ ଦେଇ ଜଣେ ସାପୁଆ କେଳା ସେହି ବାଟ ଦେଇଯାଉଥିଲ। ତାଙ୍କୁ ବି ଠିକ୍ ନାଗ ସାପର ସେହି ଭଲି ଦୃଶ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ସେ ଜାଣିପାରିଥିଲା କି ଏଥରେ କିଛି ନାଗ ସାପର ଖରାପ ନଜର ରହିଛି । ଏହା ପରେ ସେ ପୋଲିସ କୁ କହିଲା କି ସେ ଏହାର ନିରାକରଣ କରିପାରିବ। ଏହା ପରେ ସେ ସେଠାରେ ପୂଜା ପାଠ କରିଥିଲେ। ଏହା ପରଠାରୁ ସେଠାରେ ଆଉ ସେହି ଭଳି ଦୃଶ୍ୟ ଦେଖିବାକୁ ମିଳିଲା ନାହିଁ । ଆଉ ସେଠାକାର ସେଭଳିଠାରେ ଏକ ଶିବ ମନ୍ଦିର ନିର୍ମାଣ କରାଯାଇଛି।