ପିଲାଦିନରୁ ହିଁ ସାର୍ଟଲେସ୍ ହୋଇକି ପୋଜ୍ ଦେଇଥିବା ଏହି ପିଲାଟି ହେଉଛି ଭାଇରାଲ୍,ଆପଣ କହିପାରିବେ କି କିଏ ଏହି ବଲିଉଡ୍ ଷ୍ଟାର?

ସୋସିଆଲ ମିଡିଆରେ ଗୋଟେ ପିଲର ଫଟୋ ଭାଇରାଲ ହେଉଛି | ଲମ୍ବା ଚୁଟି, ବେକରେ ଚେନ୍, ସାର୍ଟଲେସ୍ ଅର୍ଥ ବିନା ଟି-ସାର୍ଟ, ବନିୟାନର ବାସ ତଳେ ଠିଆ ହୋଇଥିବା କ୍ୟାମେରା ଆଡକୁ ଧ୍ୟାନରେ ଦେଖୁଥିବା ଗୋଟେ ପିଲା | ସବୁଠାରୁ ବଡ କଥା ତ ଏହି ପିଲର ସ୍ଵାଗ ଅଟେ | ଯାହା ଛୋଟବେଳେ ବି ଫୋଟୋ ଉଠେଇଲାବେଳେ ଟସନ୍ ମାରିବାରେ ପଛକୁ ହଟିଲେନି |

ସୋସିଆଲ ମିଡିଆରେ ଫ୍ୟାନ୍ସ ସେମାନଙ୍କର ଫେବେରେଟ ସେଲିବ୍ରେଟଙ୍କ କେବେ ଦେଖିନଥିବା ଫୋଟୋକୁ ଦେଖି ବହୁତ ଖୁସି ହୁଏନ୍ତି | ଆଜିକାଲି ସେଲିବ୍ରେଟି ମାନଙ୍କର ପିଲାଦିନର ଫଟୋଗୁଡ଼ିକର ଟ୍ରେଣ୍ଡିଙ୍ଗରେ ଚାଲୁଛି | ବେଳେ-ବେଳେ ତ ଫୋଟୋରେ ଦେଖାଯାଉଥିବା ସେଲିବ୍ରେଟି କିଏ ବୋଲି ପ୍ରଶଂସକମାନେ ଅତି ସହଜରେ ଚିହିଁ ନେଉଛନ୍ତି | କିନ୍ତୁ କେତେବେଳେ ମୁଣ୍ଡରେ ବହୁତ ଚାପ ଦେଲେ ମଧ୍ୟ ଫ୍ୟାନ୍ସ ମାନେ ଫୋଟୋରେ ଦେଖାଯାଉଥିବା ଷ୍ଟାର କିଏ ବୋଲି ଅନୁମାନ କରିପାରନ୍ତିନି | ନିକଟରେ ଭାଇରାଲ ହେଉଥିବା ଗୋଟେ ଫୋଟୋ ସାହା ମଧ୍ୟ ସମାନ ଘଟଣା ଘଟିଛି |

କେଉଁ ବଲିଉଡ ଷ୍ଟାରଙ୍କର ଅଟେ ଏହି ଫଟୋ,ଚି଼ହ୍ନନ୍ତୁ :-

ସୋସିଆଲ ମେଡ଼ିଆ ରେ ଗୋଟେ ପିଲର ଫଟୋ ବହୁତ ଭାଇରାଲ ହେଉଛି | ଲମ୍ବା ଚୁଟି, ବେକରେ ଚେନ୍, ସାର୍ଟଲେସ୍ ଅର୍ଥ ବିନା ଟି-ସାର୍ଟ, ବନିୟାନର ବାସ ତଳେ ଠିଆ ହୋଇଥିବା କ୍ୟାମେରା ଆଡକୁ ଧ୍ୟାନରେ ଦେଖୁଥିବା ଗୋଟେ ପିଲା |ସବୁଠାରୁ ବଡ କଥା ତ ଏହି ପିଲର ସ୍ଵାଗ ଅଟେ | ଯାହା ଛୋଟବେଳେ ବି ଫୋଟୋ ଉଠେଇଲାବେଳେ ଟସନ୍ ମାରିବାରେ ପଛକୁ ହଟିଲେନି | ଅଣ୍ଟାରେ ହାତ ରଖି ପୋଜ ଦେଉଥିବା ଏହି କ୍ଯୁଟ ପିଲାଟି ପ୍ରକୃତରେ କିଏ? କଣ ଆପଣ ଆଙ୍କୁ ଚିନ୍ହିପାରିଲେ? ଟିକେ ଧ୍ୟାନରେ ଦେଖନ୍ତୁ, ଆଉ ଭାବନ୍ତୁ

ଚାଲନ୍ତୁ ଆମେ ଆପଣଙ୍କ ଆଗେ ଏହି ରହସ୍ୟର ଖୁଲାସା କରିଦେଉଛୁଁ | ସେ ପିଲା ଯୋଉ ପିଲାଦିନେ ସାର୍ଟଲେସ୍ ହେଇକି ପୋଜ ଦେଉଥିଲେ ସେ ଆମ ଭାଇଜାନ ମାନେ ସଲମାନ୍ ଖାନ୍ ଅଟନ୍ତି |

କଣ ଚମକି ପଡିଲେ ନା? ଫୋଟୋ ଦେଖିକି କେହିବି ଧୋକା ଖାଇଯିବେ | ଏ କ୍ଯୁଟୁ ଆଉ ନିରୀହ ପିଲା ସଲମାନ୍ ଖାନ୍ ଅଟନ୍ତି | ପିଲାଦିନେ ନିରୀହ ଦେଖାଯାଉଥିବା ସଲମାନ୍ ଖାନ୍ ଆଜି ଦବଙ୍ଗ ଵନିଯାଇଛନ୍ତି | ହୁଏତ ତାଙ୍କୁ ଜଣା ଥିଲା କି ସେ ଆଗକୁ ଯାଇ ସାର୍ଟଲେସ୍ ଟ୍ରେଣ୍ଡ ର ଆରମ୍ଭ କରିବେ ବୋଲି | ସେଇଥି ପାଇଁ ତ ଛୋଟବେଳେ ହିଁ ସେ ଏହାର ପ୍ରାକଟିକ୍ସ କରିନେଇଥିଲେ |

ଏମିତିରେ ସୋସିଆଲ ମେଡ଼ିଆରେ ବହୁତ ଲୋକ ଏହି ଫୋଟୋକୁ ଦେଖିବା ପରେ ସଲମାନ୍ ଖାନ୍ ଙ୍କର ହିଁ ନା ନେଇଛନ୍ତି, କେହି ଏହି ଫୋଟୋକୁ ଦେଖି କହିଛନ୍ତି କି ଏଇ ସଞ୍ଜୟ ଦତ୍ତ, ଆଉ କେହି ଆଙ୍କୁ ଅକ୍ଷୟ କୁମାର ମଧ୍ୟ କହିଛନ୍ତି | ସଲମାନ୍ ଖାନ୍ ଙ୍କ ଫ୍ୟାନ୍ସଙ୍କ ପାଇଁ ନିଜ ସୁପରଷ୍ଟାର ଙ୍କର ପିଲାଦିନର ଗୋଟେ ଝଲକ ଦେଖିବା କୌଣସି ସ୍ବପ୍ନ ଦେଖିବା ଠାରୁ କମ୍ ନୁହେଁ | ସଲମାନ୍ ଖାନ୍ ଫୋଟ ଦେଖି ତାଙ୍କ ଫ୍ୟାନ୍ସମାନେ ବହୁତ ଖୁସି ଅଛନ୍ତି |

Leave a Reply

Your email address will not be published. Required fields are marked *