ପତିଙ୍କ ଅଦ୍ଭୁତ କାର୍ଯ୍ୟକଳାପ : ନିଜ ବନ୍ଧୁଙ୍କ ପତ୍ନୀ ସହ ବନାଇଲେ ଶାରିରୀକ ସମ୍ବନ୍ଧ,ଆଉ ତା ପରେ ଯାହାହେଲା…

ବିବାହ ପରେ ଗୋଟିଏ ଜୀବନସାଥି ସହ ଜୀବନ ବିତେଇବା ସାରା ଦୁନିଆ ରେ ସାମାନ୍ୟ ପରମ୍ପରା । କିନ୍ତୁ ଆଜିର ମର୍ଡନ ଜୀବନ ଶୈଳୀରେ କିଛି ଲୋକ ଏମିତି ବି ଅଛନ୍ତି,ଯିଏ ଏହି ବନ୍ଧନକୁ ମାନନ୍ତି ନାହିଁ ଏବଂ ନିଜ ହିସାବରେ ଜୀବନ ବଞ୍ଚିବାକୁ ଚାହାନ୍ତି । ଏହିପରି ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ସହମତିରେ ତାଙ୍କ ପତ୍ନୀ ଙ୍କ ସହ ଅନେକ ଥର ସମ୍ପର୍କ ବନେଇଲେ । ଏବେ ସେହି ବ୍ୟକ୍ତିଙ୍କୁ ଏକ ଅଜଣା ଡର ହନ୍ତସନ୍ତ କରିକି ରଖିଛି

ବନ୍ଧୁଙ୍କ ପତ୍ନୀଙ୍କ ସହ ବନେଇଲେ ସମ୍ପର୍କ

ଡେଲି ଷ୍ଟାର ୟୁକେ ର ରିପୋର୍ଟ ଅନୁଯାୟୀ ମ୍ୟାକ ବ୍ରିଟେନ ବାସିନ୍ଦା । ସେ ଏକ କମ୍ପାନୀ ରେ କାମ କରନ୍ତି । ତାଙ୍କ ବିବାହକୁ ୮ ବର୍ଷ ହୋଇସାରିଲାଣି । ପୋଡକାଷ୍ଟକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ ତାଙ୍କ ଜୀବନର ଅନେକ ଅଜ୍ଞାତ ଏବଂ ସୁନ୍ଦର ମୁହୂର୍ତ୍ତକୁ ପ୍ରକାଶ କରିଥିଲେ । ସେ କହିଥିଲେ କି ସେ ନିଜ ବନ୍ଧୁଙ୍କ ପତ୍ନୀଙ୍କ ସହ ତାଙ୍କ ଘରେ ସମ୍ପର୍କ ରଖିଛନ୍ତି । ଏହି କାମରେ ତାଙ୍କ ବନ୍ଧୁ ନିଜେ ସହଯୋଗ ବି କରିଥିଲେ ।

ସଂଯୋଗ ପହଞ୍ଚିଥିଲା ବନ୍ଧୁଙ୍କ ଘରେ :-

ଇଣ୍ଟରବ୍ୟୁ ନେଉଥିବା କ୍ୟାଥରିନ ପଚାରିଲେ କି ଏସବୁ କେମିତି ହେଲା । ମ୍ୟାକ କହିଥିଲେ କି ସବୁ କିଛି ସଂଯୋଗ ହୋଇଥିଲା । ତାଙ୍କ ବନ୍ଧୁ ଓ ସେ ଗୋଟିଏ ହିଁ କମ୍ପାନୀରେ କାମ କରନ୍ତି । ଗୋଟେ ଦିନ ତାଙ୍କୁ ପାର୍ଟି କୁ ଯିବାର ଥାଏ । ତା ପୂର୍ବରୁ ଦୁଇଜଣ ଯାକ କମ୍ପାନୀର କାମ ସାରିଦେବାକୁ ଫଇସଲା କଲେ । କାମ ସରିବା ପରେ ସେ ତାଙ୍କୁ ତାଙ୍କ ଘରକୁ ନେଇଗଲେ । ସେଇଠି ବନ୍ଧୁଙ୍କ ସୁନ୍ଦରୀ ସ୍ତ୍ରୀ କାମ କରୁଥିଲେ | ସେ ତାଙ୍କୁ ଦେଖି ହସିଲେ ଆଉ ଚାହା ଆଣିକି ଦେଲେ |

ପତ୍ନୀଙ୍କ ସାଥିରେ ଛାଡିକି ଚାଲିଗଲେ ବନ୍ଧୁ :-

ପରସ୍ପରଙ୍କ ଭିତରେ ସେଠାରେ କିଛି ସମୟ କଥା-ବାର୍ତ୍ତା ହେଲା | ପତ୍ନୀଙ୍କ ଯିବା ପରେ ବନ୍ଧୁ ଜଣଙ୍କ ପଚାରିଲେ କି ତାଙ୍କ ସ୍ତ୍ରୀ କେମିତି ଲାଗୁଛନ୍ତି | ମାର୍କ ଅନୁଯାୟୀ, ସେ କହିଲେ କି ସୁନ୍ଦର ଅଟନ୍ତି | ପୁଣି ବନ୍ଧୁ ଜଣଙ୍କ ପଚାରିଲେ କି ତାଙ୍କ ସ୍ତ୍ରୀଙ୍କର କୋଉ ଅଙ୍ଗ ବେଶି ସୁନ୍ଦର ଲାଗୁଛି | ଏହି ପ୍ରଶ୍ନ ରେ ସେ ଚୁପ୍ ହୋଇଗଲେ | କିଛି ସମୟ ପରେ ବନ୍ଧୁ ପାର୍ଟି ପାଇଁ ବାହାରକୁ ବାହାରିଗଲା | ଯେତେବେଳେ ମାର୍କ ବି ତାଙ୍କ ସାହା ଯିବାକୁ ଲାଗିଲେ ସେତେବେଳେ ସେ ତାଙ୍କୁ ଅଟକାଇ ଦେଲେ ଆଉ କହିଲେ କି ଭିତରକୁ ଯାଅ ଆଉ ଏକ୍ସପ୍ରେଏନ୍ସ କରିକି କହିବୁ କି ତାଙ୍କୁ ତାଙ୍କ ପତ୍ନୀଙ୍କର ଭିତରେ ସବୁଠାରୁ ବେଶି କଣ ଭଲ ଲାଗୁଛି |

ବେଡ଼ରୁମ୍ ରେ ବାନେଇଲେ ଉଭୟ ସମ୍ପର୍କ :-

ରିପୋର୍ଟ ଅନୁଯାୟୀ, ଯେତେବେଳେ ଦ୍ୱନ୍ଦ୍ୱରେ ପଡ଼ିଥିବା ମାର୍କ ପୁଣିଥରେ ତାଙ୍କ ବନ୍ଧୁଙ୍କ ଘରେ ପ୍ରବେଶ କଲେ, ସେତେବେଳେ ତାଙ୍କ ବନ୍ଧୁଙ୍କ ସ୍ତ୍ରୀ ହସ କରି ତାଙ୍କର ଅପେକ୍ଷା କରିଥିଲେ | ଏହା ପରେ ତାଙ୍କ ବନ୍ଧୁଙ୍କ ସ୍ତ୍ରୀ ତାଙ୍କୁ ଖାଇବା ପାଇଁ ସ୍ନାକ୍ସ ଆଣି ଦେଲେ | ତା’ପରେ ଦୁହେଁ କଥା-ବାର୍ତ୍ତା ହୋଇ ଯାଇ ବେଡ଼ରୁମ୍ ରେ ପହଞ୍ଚିଲେ,ଯେଉଁଠାରେ ସେମାନେ ଏକାଠି ଡ୍ରିଂକ୍ସ କରିଲେ | ଏହା ପରେ ଉଭୟ ଅନେକଥର ସମ୍ପର୍କ ବାନେଇଥିଲେ | ଡେରି ସନ୍ଧ୍ୟାରେ ସେ ସାଙ୍ଗର ଘରୁ ବାହାରି ତାଙ୍କ ଘରେ ଯାଇ ପହଂଜିଥିଲେ |

ମଲ୍ଟି ପାର୍ଟନରସିପ୍ କୁ କରୁଛନ୍ତି ଉପଭୋଗ :-

ମାର୍କଙ୍କ କହିବାନୁସାରେ, ସେ କିଛି ଦିନ ପରେ ଜାଣିବାକୁ ପାଇଲେ ଯେ ତାଙ୍କ ସାଙ୍ଗ ଆଉ ତାଙ୍କ ପତ୍ନୀ ମଲ୍ଟି ପାର୍ଟନରସିପ୍ ସମ୍ପର୍କକୁ ଉପଭୋଗ କରୁଛନ୍ତି | ତାଙ୍କ ସାଙ୍ଗ ମଧ୍ୟ ଅନ୍ୟ ମହିଳାମାନଙ୍କ ସହିତ କ୍ଯୁଲାଟି ଟାଇମ୍ ଉପଭୋଗ କରେ | ଏଥି ସହିତ ସେ ପତ୍ନୀଙ୍କୁ ମଧ୍ୟଛାଡ଼ ଦେଇରଖିଛନ୍ତି ଉପଭୋଗ କରିବାକୁ | ବନ୍ଧୁଙ୍କ ପତ୍ନୀଙ୍କ ସହ ସମ୍ପର୍କ ବନେଇବା ସହିତ, ବର୍ତ୍ତମାନ ସେ ମଧ୍ୟ ସେମାନଙ୍କ ଗ୍ରୁପରେ ଯୋଗ ଦେଇଛନ୍ତି ଆଉ ସେ ମଧ୍ୟ ପ୍ରାୟତଃ ଏହିପରି ସମ୍ପର୍କକୁ ଉପଭୋଗ କରୁଛନ୍ତି |

ସ୍ତ୍ରୀ କାଳେ ଜାଣିନେବେ ସେଥିପାଇଁ ଡର ଲାଗେ:-

ମାର୍କ କହିଛନ୍ତି ଯେ ଏହି ସମ୍ପର୍କକୁ ଆସିବା ପରେ ସେ ଅନେକ ଥର ହୋଟେଲରେ ହେଉଥିବା ଗ୍ରୁପ୍ ସେକ୍ସ ପାର୍ଟିରେ ଯୋଗ ଦେଇଛନ୍ତି, ଯେଉଁଥିରେ ତାଙ୍କୁ ବହୁତ ଆନନ୍ଦ ମିଳିଥାଏ | କିନ୍ତୁ ତାଙ୍କୁ ଏହି କଥାର ଭାୟାଲାଗେ କି ତାଙ୍କ ପତ୍ନୀ ଏ ବିଷୟରେ ଜାଣିବା ପରେ କଣ ହେବ | ମାର୍କଙ୍କ ଅନୁଯାୟୀ, ବର୍ତ୍ତମାନ ସେ ଚାହୁଁଛନ୍ତି ଯେ ତାଙ୍କ ପତ୍ନୀ ମଧ୍ୟ ମଲ୍ଟି ପାର୍ଟନର ସମ୍ପର୍କକୁ ଉପଭୋଗ କରିବା ଶିଖନ୍ତୁ | ଯାହାଫଳରେ ସେ ମଧ୍ୟ ଜୀବନର ଆନନ୍ଦ ନେବା ଶିଖିପାରିବେ |

Leave a Reply

Your email address will not be published. Required fields are marked *