ମିଳିଗଲେ ସ୍ୱୟଂ ଈଶ୍ୱରଙ୍କୁ ଦେଖିଥିବା ବ୍ୟକ୍ତି,ଦେଖନ୍ତୁ କଣ କହୁଛନ୍ତି ବ୍ୟକ୍ତିଜଣକ…….

ସ୍ମାର୍ଟ୍ ଫୋନ୍ ଯୋଗୁ ଯେ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି ସମସ୍ତ ଘଟଣା । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ତେବେ ଭଗବାନ ଓ ତାଙ୍କୁ ଦେଖିଥିବା ଲୋକ ବିଷୟ ରେ କିଛି କଥା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଭଗବାନଙ୍କ ସମ୍ପର୍କରେ ଅନେକ ଲୋକ ଅନେକ କିଛି କଥା କହି ଥାଆନ୍ତି ।ତେବେ କେହି କେହି ଏହା କହିଥାନ୍ତି କି ସେମାନେ ଭଗବାନଙ୍କୁ ଦେଖିଛନ୍ତି ଆଉ କିଛି କିଛି ଲୋକ କହିଥାନ୍ତି କି ସେମାନେ ଭଗବାନଙ୍କ କୃପାରୁ ତାଙ୍କ ଦର୍ଶନ ନିଜର ଆଖିରେ କରିବାରେ ସଫଳ ହୋଇ ପାରିଛନ୍ତି । ତେବେ ପୁଣି ଅନେକ ନାସ୍ତିକ ଅଛନ୍ତି , ଯେଉଁମାନେ କହିଥାନ୍ତି ଯେ ଈଶ୍ୱର ବୋଲି କେହି କିଛି ନାହି ।

ତେବେ ଈଶ୍ୱର ରେ କିଛି ଲୋକ ବିଶ୍ୱାସ କରୁଥିବା ସମୟରେ ଆଉ କିଛି ଲୋକ ଏହାକୁ ବିଶ୍ଵାସ କରିନଥାନ୍ତି । ତେବେ ଯେଉଁମାନେ କହିଥାନ୍ତି ଯେ ଭଗବାନଙ୍କୁ ସେମାନେ ଦେଖିଛନ୍ତି ତାଙ୍କୁ ଭଗବାନ କିପରି ଭାବରେ ଦେଖା ଦେଇଥିଲେ ସେହି ବିଷୟ ରେ ଜାଣିବା । ତେବେ ଅନେକ ଲୋକ ଭଗବାନଙ୍କ ବାହନକୁ ଦେଖି ନିଜେ ଈଶ୍ୱର ବୋଲି ଭାବି ପ୍ରଣାମ କରିଥାନ୍ତି । ଆଉ କେତେ ଜଣ ମନୁଷ୍ୟ ଙ୍କ ମଧ୍ୟ ରେ ଈଶ୍ୱର ଙ୍କ ଦର୍ଶନ କରିଥାନ୍ତି ।

ତେବେ ଘଟଣାଟି କୌଣସି ଏକ ସ୍ଥାନରେ ଘରର କାନ୍ଥ ଅଚାନକ ଭାବରେ ପଡ଼ି ଯାଇଥିଲା । ତେବେ ଜଣେ ବ୍ୟକ୍ତି ଅନେକ ସମୟ ସେହି କାନ୍ଥ ତଳେ ଚାପିହୋଇ ରହିଲେ । ଏହାପରେ ସେ ଏହା ଚିନ୍ତା କରୁଥିଲେ କି ସେ ହୁଏତ ଆଉ ବଞ୍ଚିବେ ନାହିଁ । ତେବେ ଏହି ସମୟରେ ତାଙ୍କ ସହିତ ଏକ ଅଦ୍ଭୁତ ଚମତ୍କାର ହୋଇଥିଲା । ଜଣେ ବ୍ୟକ୍ତି ସେଠାରେ ଆସି କାନ୍ଥକୁ ଉଠେଇ ସେଠାରୁ ତାଙ୍କୁ ଉଦ୍ଧାର କରିଥିଲେ ।

ସେତେବେଳକୁ ତାଙ୍କ ହୋସ ନଥିଲା । ତେବେ ହୋସ ଆସିବା ପରେ ସେ ଘଟଣାକୁ ମାନେ ପକାଇ ଈଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତଥା ସେହି ଲୋକ ଙ୍କୁ ଈଶ୍ୱର ବୋଲି କହିଥିଲେ । ଆମେ ଏହିପରି ଦୈନଦିନ ଜୀବନ ରେ କିଛି କିଛି ସ୍ଥାନ ରେ ଈଶ୍ୱର ଙ୍କୁ ଦେଖିଥାଉ ।

Leave a Reply

Your email address will not be published. Required fields are marked *