ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଓଡିଆ କମେଡିଆନ ପ୍ରଜ୍ଞା ! ଦେଖନ୍ତୁ ବାହାଘର ଭିଡିଓ

ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଆଉ କିଛି ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି ।

କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି । ସେମାନଙ୍କ ନିଜସ୍ଵ ଜୀବନ ଉପରେ ମଧ୍ୟ ଲୋକ ମାନେ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତି ।ତେବେ ଏକ ଖୁସି ଖବର ଆସିଚି ଓଲିଉଡ ଇଣ୍ଡଷ୍ଟ୍ରି ରୁ । ବିବାହ ବନ୍ଧନ ରେ ବାନ୍ଧି ହେଲେ ଓଲିଉଡ ର ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ । ଏହି କିଛି ଦିନ ତଳେ ପ୍ରଜ୍ଞା ଙ୍କ ରିଙ୍ଗ ସେରିମନି ହୋଇଥିଲା । ତେବେ ଆଜି ତାଙ୍କ ର ବିବାହ । ତାଙ୍କ ପତ୍ନୀ ହେଉଛନ୍ତି ତାଙ୍କ ଛୋଟ ସମୟର ବାନ୍ଧବୀ ସୁନନ୍ଦା । ତେବେ ସେ ଦେଖିବା ପାଇଁ ମଧ୍ୟ ଖୁବ ସୁନ୍ଦର ।

ତେବେ ଯାହା ଦେଖା ଯାଉଚି ପ୍ରଜ୍ଞା ସୁନନ୍ଦା ଙ୍କ ସହିତ ବିବାହ କରି ବହୁତ ଖୁସି ଅଛନ୍ତି । ପ୍ରଜ୍ଞା ଙ୍କର ବୟସ ୨୮ ବୟସ ହୋଇ ଥିବା ସମୟ ରେ ତାଙ୍କ ପତ୍ନୀ ସୁନନ୍ଦା ଙ୍କ ର ବୟସ ୨୫ ବୟସ । ତେବେ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରଜ୍ଞା ଖୁବ ପରିଚିତ ହୋଇଛନ୍ତି । ସେ ଜଣେ ପ୍ରସିଦ୍ଧ କମେଡିଆନ୍ ତାଙ୍କ ମଜାଦାର କଥାରେ ଅନେକ ଲୋକଙ୍କୁ ମୁଗ୍ଧ କରି ଦିଅନ୍ତି । ତେବେ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ କମ୍ ଲୋକଙ୍କ ଉପସ୍ଥିରେ ମୁଦି ପିନ୍ଧା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ତେବେ ଏହି ବିବାହ ରେ ଅନ୍ୟ ଷ୍ଟାର କଳାକାରଙ୍କୁ ଦେଖିବାକୁ ପାଇବେ ନାହିଁ ।

ତେବେ ପ୍ରଜ୍ଞା ନିଜ ପିଲା ବେଳର ସାଥୀ ସୁନନ୍ଦାଙ୍କ ସହିତ ମୁଦି ପିନ୍ଧା ସରିଛି । ତେବେ ଦୁହେଁ ପରସ୍ପରକୁ ପ୍ରେମ କରି ଆସୁଥିଲେ ଏବଂ ଆଜି ତାଙ୍କର ବିବାହ । ଏହି ବିବାହ ରେ ଦେଖିବା ପାଇଁ ମିଳି ଥିଲା ଡିଜେ ପ୍ରୋସେସନ । ପ୍ରିସେସନ ରେ ଦେଖିବା ପାଇଁ ମିଳି ଥିଲା ପପୁ ପମ ପମ ଙ୍କୁ ଓ ଅନ୍ୟ ଆକ୍ଟର ମାନକୁ ମଧ୍ୟ । ପ୍ରଜ୍ଞା ଜଣେ ହାସ୍ୟ ଅଭିନେତା ହୋଇ ଥିବା ବେଳେ ବହୁତ ଗୁଡିଏ ସେ ଫିଲିମ କରିଛନ୍ତି । ଏସବୁ ଫିଲ୍ମ ପାଇଁ ସେ ବହୁତ ଗୁଡିଏ ଆୱାର୍ଡ ମଧ୍ୟ ପାଇଛନ୍ତି । ତେବେ ବିବାହ ରେ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଉଭୟ ଦମ୍ପତି ମଧ୍ୟ ଏହି ବିବାହରେ ଖୁସି ଅଛନ୍ତି ବୋଲି ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *