ରାସନ କାର୍ଡଧାରୀଙ୍କ ପାଇଁ ବଡ ଖୁସି ଖବର,ମିଳିବାକୁ ଯାଉଛି ଟଙ୍କା ଏବଂ ଏହି ସବୁ ଜିନିଷ,ପଢନ୍ତୁ ପୁରା ଖବର

ବନ୍ଧୁଗଣ ରାସନ କାର୍ଡଧାରୀମାନଙ୍କ ପାଇଁ ଖୁସିଖବର। ପ୍ରଥମ ଥର ପାଇଁ ରାସନ କାର୍ଡ ହିତାଧିକାରୀମାନଙ୍କୁ ସରକାର ଅନେକ ପ୍ରକାର ସୁବିଧା ଦେଉଛନ୍ତି। ଏହା ଅଧୀନରେ ଆପଣମାନେ ଘରେ ବସି ରାସନ ସମ୍ବଧୀୟ ସେବା ପାଇବେ। ସାରା ଦେଶରେ ବର୍ତ୍ତମାନ ୩.୭ ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ରରେ ରାସନ ସମ୍ବଧୀୟ ସେବା ଉପଲବ୍ଧ ହେବ।

ଏହି ସେବାଗୁଡିକରେ ଆପଣମାନେ ଏକ ନୂତନ ରାସନ କାର୍ଡର ଆବେଦନ କରିବା ଏବଂ ଏହାକୁ ଆଧାର ସହ ଆପଡେଟ ଏବଂ ଲିଙ୍କ କରିବାର ଭଳି ସୁବିଧା ମଧ୍ୟ ପାଇପାରିବେ। ସରକାରଙ୍କର ଏହି ପଦକ୍ଷେପ ସାରା ଦେଶରେ ରାସନ କାର୍ଡଧାରୀଙ୍କୁ ଉପକୃତ କରିବ। ରାସନ କାର୍ଡରେ ଏହି ପ୍ରକାର ସବୁ ସୁବିଧା ମିଳିବ। ଆପଣମାନେ ଜାଣି ରଖନ୍ତୁ ସର୍ବପ୍ରଥମେ ଆପଣ ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ରାସନ କାର୍ଡକୁ ଅପଡେଟ କରିପାରିବେ।

ଆଧାର କାର୍ଡ ଲିଙ୍କ ହୋଇପାରିବ। ଆପଣ ମାନଙ୍କ ରାସନର ଉପଲବ୍ଧତା ବିଷୟରେ ମଧ୍ୟ ଆପଣ ଜାଣିପାରିବେ। ଆପଣମାନେ ସାଧାରଣ କେନ୍ଦ୍ର ମାଧ୍ୟମରେ ରାସନ କାର୍ଡ ସମ୍ବଧୀୟ ଅଭିଯୋଗ ମଧ୍ୟ କରିପାରିବେ। ଯଦି ଆପଣଙ୍କର ଗୋଟେ ରାସନ କାର୍ଡ ହସିଯାଏ ତେବେ ନୂତନ ରାସନ କାର୍ଡର ଆବେଦନ କରିପାରିବେ। ଡିଜିଟାଲ ଇଣ୍ଡିଆ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ସାଧାରଣ ସେବା କେନ୍ଦ୍ରର ସୁବିଧାର ସାକ୍ଷର କରାଯାଇଛି।

ଏହା ସହିତ ସାରା ଦେଶରେ ୩.୭୦ ଲକ୍ଷ ସିଏସି ଜରିଆରେ ରାସନ କାର୍ଡ ଉପଲବ୍ଧ ହେବ। ସାରା ଦେଶରେ ୨୩.୬୪ କୋଟିରୁ ଅଧିକ ରାସନ କାର୍ଡଧାରିଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଅଛି।

Leave a Reply

Your email address will not be published. Required fields are marked *