ରାତିରାତି ବିରେନ୍ଦ୍ର…ମୋ ସହ କଥା ହେଉଥିଲେ,ମୋ ସହ ଜବରଦସ୍ତି ଗାଡି ଭିତରେ ଶାରୀରିକ ସମ୍ପର୍କ ରଖିଲେ…

ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଘଟଣା ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ସତ କହିବା ପାଇଁ ଗଲେ ଆଜି କାଲି ଲୋକଙ୍କ ମଧ୍ୟରେ ଏତେ ସବୁ ନିନ୍ଦନୀୟ କାର୍ଯ୍ୟ କରିବା ପାଇଁ ଇଚ୍ଛା ଥାଏ ଯାହାକୁ ଲୋକ ଓ ସମାଜ ପାଇଁ ଖୁବ୍ ଖରାପ ହୋଇଥାଏ ।

ଜୀବନ ରେ ଏପରି କିଛି କାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ଆଜି କାଲିର ଯୁବ ସମାଜ ଉପରେ କୁ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଆମ ଆଗରେ ଏପରି ଏକ ଘଟଣା ଆସି ପହଞ୍ଚିଛି ଯାହା ଆପଣମାନେ ଦେଖିଲେ କି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମନରେ ନିହାତି ଭାବରେ ପ୍ରଶ୍ନ ଆସିବା କଣ ଏହିପରି ହୋଇ ପାରେ । ଏମିତି ହେବାର କାରଣ କଣ ? ଆପଣ ଏହି ଖବର ଟିକୁ ଜାଣିଲେ ଖୁବ୍ ନିନ୍ଦା ପ୍ରକାଶ କରିବେ

ଆଜ୍ଞା ଏହି ନିନ୍ଦନୀୟ ଘଟଣା ବିଷୟରେ ଶୁଣିଲେ ଆପଣ ଭି ବିରକ୍ତି ହୋଇଯିବେ । ଗୋଟିଏ ମହିଳା ସୋସିଆଲ ମିଡ଼ିଆ ରେ କହିଛନ୍ତି କି ସେ ଜଣେ ବିଧବା ମଣିଷ ତାଙ୍କର ଗୋଟିଏ ମାତ୍ର ଝିଅ ଙ୍କ ସହିତ ସେ ଅନ୍ୟତ୍ର ରହୁଥିଲେ । ସେହି ମହିଳା ଙ୍କର୍ ନିଜର ଦୁଇଟି ଗାଡ଼ି ରହିଥିଲା । ସେ ନିଜ ଗାଡ଼ି ର ଯାଞ୍ଚ କରିବା ପାଇଁ ଗୋଟିଏ ଟ୍ରାନ୍ସପୋର୍ଟ ଙ୍କ ନମ୍ୱର୍ ଆଣି ତାଙ୍କ ସହ ଗାଡ଼ି ସମ୍ବନ୍ଧ ରେ କଥା ହେବା ପରେ ସେ ଦିନ ଗାଡ଼ି ପାଇଁ ଦେଖା କରିବା ପାଇଁ ଯାଇଥିଲେ ।

ଆଉ ତା ପାରେ ପରେ ସେହି ଟ୍ରାନ୍ସପୋର୍ଟ କାର୍ଯ୍ୟ କରୁଥିବା ବ୍ୟକ୍ତି ଏହି ମହିଳା ଙ୍କ ପଛରେ ପଡ଼ିଯାଇଥିଲେ ବିବାହ ପାଇଁ । ଆସ୍ତେ ଆସ୍ତେ ସେହି ବ୍ୟକ୍ତି ମେସେଜ କରୁଥିଲେ , କୋଲ୍ କରିଥିଲେ ଓ ମହିଳା ଙ୍କ ବାରଣ ସତ୍ତ୍ବେ ଭି ଖୁବ୍ ବାଧ୍ୟ କରି ସେ ଡିନର ପାଇଁ ଡାକିଥିଲେ ଓ ମହିଳା ଜଣଙ୍କୁ କହିଥିଲେ ତାଙ୍କର ନିଜ ପତ୍ନୀ ଙ୍କ ସହିତ ଡିଭର୍ସ ହେବାକୁ ଯାଉଛି ଓ ଏହି ମହିଳା ଭି ବିଧବା ଅଛନ୍ତି ତାଙ୍କୁ ବିବାହ କରିବା ପାଇଁ ଇଚ୍ଛା କରିଛନ୍ତି ।

ତା ପରେ ଥରେ ମହିଳା ଙ୍କ ଘର ପାଖକୁ ଯାଇ ମହିଳା ଙ୍କୁ କହିଲେ ଗାଡ଼ି ବିଷୟରେ କିଛି କଥା ହେବାର ଅଛି ଆସ କାର୍ ଭିତରେ କଥା ହେବା । ମହିଳା ଭିତରେ ବସୁ ବସୁ ସେ ଫାଙ୍କା ସ୍ଥାନ କୁ ଗାଡ଼ି ନେଇ ଯାଇ ମହିଳା ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲେ ଓ ଘରେ ଯାଇ ଝିଅ ଙ୍କୁ ବାପା ଡାକିବା ପାଇଁ ବାଧ୍ୟ କରୁଥିଲେ ଓ ତା ପରେ ମହିଳା ଙ୍କୁ ଗୋଟିଏ କାର୍ଯ୍ୟ କରିବା ପାଇଁ କହିଲେ ଓ ମହିଳା ସେହି କାର୍ଯ୍ୟ ନ କରିବାରୁ ସେ ଦେଇଥିବା ବିବାହ ର ପ୍ରତିଶୃତି ଭୁଲି ଗୋଲେ ଓ କହିଲେ ମୁଁ ତୁମ ବାପା ବୟସରେ ହେବି । ଯାହା ପାଇଁ ମହିଳା ଜଣଙ୍କ ଥାନା ରେ କଂପ୍ଲେନ୍ ଲେଖିଛନ୍ତି ସେହି ଟ୍ରାନ୍ସପୋର୍ଟ ଙ୍କ ନାମ ରେ ।

Leave a Reply

Your email address will not be published. Required fields are marked *