ନିଜ ଜମିରେ କ୍ରିକେଟ ଖେଳିବାରୁ ଗୁଳି ଚଳାଇଲେ ମନ୍ତ୍ରୀଙ୍କ ପୁଅ

ଆମେ ମାନେ ରାଜନୀତି ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ । ରାଜନୀତି କରିବା ପାଇଁ ହେଲେ ନିଜର ପରିଚୟ ନିଜକୁ ଗଢ଼ିବା ପାଇଁ ପଡ଼ିଥାଏ । ଆପଣ ମାନେ ରାଜନୀତି ର ସମସ୍ତ ଦଳ ବିଷୟରେ ଖୁବ୍ ଭଲ ଭାବରେ ପରିଚିତ ଥିବେ । । ରାଜନୀତି ଯାହା କରିବା ପାଇଁ ନିଜକୁ ସେତିକି ଯୋଗ୍ୟ ରଖିବା ଆବଶ୍ୟକ ହୋଇଥାଏ ।

ତେବେ ଆଜି ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହିବୁ ଯାହା ଶୁଣିବା ପରେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଏହା କଣ ଏପରି କଣ ପାଇଁ ହୋଇଛି । କଣ ମଣିଷ ମଣିଷ ମିଶି କରି ହସିକି ରହି ପାରିବେନି । ଖବର ମୁତାବକ ଗୋଟିଏ ବିରାଟ ଘଟଣା ଟିଏ ସାମ୍ନା କୁ ଆସିଛି

ବିହାର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ପ୍ରସାଦ ଙ୍କ ଗୋଟିଏ ଜାଗା ରେ କିଛି ପିଲା କ୍ରିକେଟ ଖେଳୁଥିବା ସମୟରେ ତାଙ୍କ ସାନ ଭାଇ ଆସି ଗୁଳି କରିବାର ପ୍ରୟାସ କରି ସେହି ପିଲା ମାନଙ୍କୁ ଧମକାଇ ଥିଲେ । ଯାହା ପାଇଁ କ୍ରିକେଟ୍ ଖେଳୁଥିବା ପିଲା ମାନେ ଡରି ଦୌଡ଼ି ପଳାଇ ଥିଲେ ।

ଯାହା ପରେ ଗାଁ ଲୋକ ତାଙ୍କ ଗୁଳି ଚଳାଇବା କଥା ଟି ପୋଲିସ ଠାରେ କହିବା ସହିତ ମନ୍ତ୍ରୀ ଙ୍କ ଗାଡ଼ି କୁ ଭାଙ୍ଗି ଦେଇଥିଲେ ଓ ମନ୍ତ୍ରୀ ଜଣକ ତା ପାରେ ପରେ ଆସି ଓଲଟି ଗ୍ରାମ ବାସି ଙ୍କ ବିରୁଦ୍ଧ ରେ ଅଭିଯୋଗ ଲେଖିଥିଲେ । କହିଥିଲେ ଗ୍ରାମ ବାସୀ ମନେ ତାଙ୍କ ଜାଗା କୁ ଅଧିକାର କରିବା ପାଇଁ ଚେଷ୍ଟା କରିଥିଲେ ଓ ଏହା ପରେ ପରେ ସେ କହିଥିଲେ ପିଲା ଙ୍କୁ ଧନକାଇବା ପାଇଁ ଅଭିନୟ କରି ଗୁଳି ଚଳାଇବା ପାଇଁ ମଧ୍ୟ ଗ୍ରାମ ବାସି ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ ।

Leave a Reply

Your email address will not be published. Required fields are marked *