ଗତକିଛି ଦିନ ହେବ କରୋନା ତାର ତାଣ୍ଡବ ରଚେଇ ଚାଳିଛି ମହାମାରୀ ସମସ୍ତଙ୍କ ଜୀବନକୁ ବହୁତ ମାତ୍ରା ରେ ପ୍ରଭାବିତ କରିଛି। କିଏ ପଦବୀ ହରାଇଛନ୍ତି ତ ଆଉ କିଏ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ ରେ ମରଣ ମୁଁହ କୁ ଚାଲି ଜ ଛନ୍ତି । ଏହି ସବୁ ପରିସ୍ଥିତି ରେ ବହୁତ ବଡ ସାହାଯ୍ୟ କରିଥାଏ ଆଗରୁ ସଞ୍ଚିତ ଥିବା ବୀମା।
ଏମିତି ତ ଏଲଆଇସିର ବହୁତ ବୀମା ଉପଲବ୍ଧ ରହିଛ କିନ୍ତୁ ଏମିତି ଏକ ବୀମା ବିଷୟ ରେ କହିବାକୁ ଯେଉଁଥିରେ ଆପଣ ଥରେ ମାତ୍ର ପ୍ରିମିୟମ ଭରି ପେନସନ୍ ପାଇପାରଏହି ନିୟମକୁ LIC ବଦଳାଇ ଦେଇଛି । ଆପଣଙ୍କୁ ପେନସନ୍ ପାଇଁ ୬୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଥରେ ପ୍ରିମିୟମ ଦେବେ ପରେ ଆପଣ ମାସିକ ୧୨ ହଜାର ଟଙ୍କା ପାଇବେ। LICର ଏହି ସ୍କିମ୍ ଯେଉଁଥିରେ ଆପଣଙ୍କୁ ୬୦ ନୁହେଁ ବରଂ ୪୦ ବର୍ଷରୁ ପେନସନ୍ ମିଳିବା ଆରମ୍ଭ ହୋଇଯିବ । ଆମେ ଆପଣଙ୍କୁ କହୁଛୁ ଏଲଆଇସିର ସରଳ ପେନସନ୍ ଯୋଜନା ବିଷୟରେ।
ସରଳ ପେନସନ୍ ଯୋଜନା ଏକ ସିଙ୍ଗିଲ ପ୍ରିମିୟମ ପେନସନ୍ ପ୍ଲାନ୍ ହେଇଥାଏ । ପଲିସି ନେବା ସମୟରେ ଆପଣଙ୍କୁ ମାତ୍ର ଥରେ ପ୍ରିମିୟମ୍ ଦେବାକୁ ପଡ଼ିବ ଥାଏ । ଏହାପରେ ପୂରା ଜୀବନ ଆପଣଙ୍କୁ ପେନସନ୍ ମିଳିବ । ପେନସନ ଧାରୀ ଙ୍କ ମୃତ୍ୟୁ ହୋଇଗଲେ ତାଙ୍କ ନୋମିନି ଙ୍କୁ ପ୍ରିମିୟମର ପୂରା ଟଙ୍କା ଫେରସ୍ତ ମିଳିଯିବ ବୋଲି ମଧ୍ୟ ଘୋଷଣା କର ଯାଇଛି । ଏହା ଏକ ଇମିଡିଏଟ ୟୁନିଟି ପ୍ଲାନ୍ ଅଟେ ଯାହା ପଲିସି ନେବା ପରେ ହିଁ ଆପଣଙ୍କୁ ପେନସନ୍ ମିଳିବା ଆରମ୍ଭ ହୋଇଯାଇଥାଏ ।
ପଲିସି ନେବା ପରେ ଆପଣ ଯେତେ ଟଙ୍କା ପେନସନ୍ ପାଇବେ ତାହା ହିସାବ ରେ ପ୍ରତି ପ୍ରତିମାସ ପୂରା ଜୀବନ ଆପଣ କୁ ମିଳିବ । ଏହି ପଲିସିରେ ସିଙ୍ଗଲ ଲାଇଫ ଏବଂ ଜଏଣ୍ଟ ଲାଇଫ୍ ନାମ କୁ ଦୁଇ ପ୍ରକାର ପ୍ଲାନ ରଖା ଯାଇଛି । ସିଙ୍ଗଲ ଲାଇଫରେ ଆପଣ ଯେବେ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ସେଯାଏଁ ପେନସନ ଏବଂ ମୃତ୍ୟୁ ପରେ ନୋମିନିଙ୍କୁ ପେନସନ ମିଳିବାର ପ୍ରିମିୟମ ପ୍ରଦାନ କରାଯିବ