ମାଳିକା ଭବିଷ୍ୟବାଣୀ : ୧୩ଟି ଦେଶ ମଧ୍ୟରେ ହେବ ତୃତୀୟ ବିଶ୍ୱଯୁଦ୍ଧ !

ମାଳିକାର ଭବିଷ୍ୟତ ବାଣୀ ଧୀରେ ଧୀରେ ତୃତୀୟ ବିଶ୍ୱଯୁଦ୍ଧର ସଂଙ୍କେତ ଦେଉଛି। ଭୟଙ୍କର ବିଶ୍ଵଯୁଦ୍ଧ ୧୩ଟି ଦେଶ ମଧ୍ୟରେ ହେବ ଭୟଙ୍କର। ଆସନ୍ତୁ ଜାଣିବା ସେହି ସବୁ ଦେଶ ଗୁଡିକ କଣ ରହିଛି। ତେବେ ମହାପୁରୁଷ ଅଚ୍ୟୁତ୍ୟା ନନ୍ଦ ଯୁଗ ଜନ୍ମା ପୁରୁଷ। ତାଙ୍କର ମାଳିକା ଏକ ବିଚିତ୍ର ରହସ୍ୟ ପୂର୍ଣ୍ଣ ଏବଂ ତର୍କ ପୂର୍ଣ୍ଣ ଅଟେ। ତାଙ୍କର ବର୍ଣ୍ଣନାରେ ଏକ ଅନୁଭବର ବିଚାର ଦେଖିବା ପାଇଁ ମିଳେ। ତେବେ ମାଳିକା ହେଲା ଗୋଟିଏ ଏମିତି ଜିନିଷ ଯେଉଁଥିରେ ଦିର୍ଘ ବର୍ଷ ପୂର୍ବେ ଏମିତି କଥା ସବୁ ବର୍ଣ୍ଣିତ ହୋଇଛି ଜାହା ଆଗାମୀ ବର୍ଷମାନଙ୍କରେ ସତ ଘଟିବା ପାଇଁ ଯାଉଛି।

ମହାପୁରୁଷ ମାନଙ୍କର ଅନେକ ବର୍ଷର ଦିବ୍ୟ କଥାକୁ ବର୍ତ୍ତମାନ ଆମେମାନେ ମାଳିକା ବଚନରେ ଜାଣିବା ପାଇଁ ପାଉଛୁ। ଏହାକୁ ଅନେକ ମାନିବାକୁ ରାଜି ନଥିଲେ ମଧ୍ୟ ଏହି ଘଟଣା ସତ ଅଟେ। ଏହାକୁ ବୁଝି ବିଚାରି ନିଜକୁ ସତର୍କ କରେଇବା ସହ ନିଜର କର୍ମକୁ ଠିକ କରେଇବା ଆବଶ୍ୟକ। ତେବେ ଆମେ ପୁଣି ସେହି ମାଳିକା ବିଷୟରେ ଜାଣିବା । ତେବେ ବର୍ତମାନ ଆପଣମାନେ ଦେଖିବା ପାଇଁ ପାଉଥିବେକି ଭାରତ ସହ ପାକିସ୍ତାନ ଏବଂ ଚୀନର ବାରମ୍ବାର ଯୁଦ୍ଧ ଲାଗି ରହିଛି। ଏବଂ ଭାରତ ସହ ଅପ୍ରିତିକର ପରିସ୍ଥିତି ମଧ୍ୟ ସୃଷ୍ଟି କରୁଛନ୍ତି।

ଭାରତ ଭଳି ଏକ ପୂର୍ଣ୍ଣ ଭୂମିରେ ସେମିତି ଘଟିବ ନାହିଁ। କିମ୍ବା କେହି କ୍ଷେୟ କ୍ଷେତି ଘଟେଇ ପାରିବେ ନାହିଁ। ମାଳିକାରେ ଯୁଦ୍ଧ କଥାକୁ ନେଇ ବର୍ଣ୍ଣିତ ରହିଛିକି ବଡ ବଡ ୧୩ଟି ଦେଶ ମଧ୍ୟରେ କଳି ଲାଗିବେ। ଏବଂ ସେମାନଙ୍କ ମଧ୍ୟରେ ଯୁଦ୍ଧର ସ୍ଥିତିକୁ ସୃଷ୍ଟି ହେବ। ବର୍ତ୍ତମାନ ଚୀନ ଯେମିତି ତାର ପରାକର୍ମ ଭାରତ ଉପରେ ଦେଖାଉଛି।

ତାକୁ ଉଚିତ ଉତ୍ତର ଦେବା ପାଇଁ ଯାଉଛି ଭାରତ। ଭାରତ ବି କୈଣସି କ୍ଷେତ୍ରରେ କମ ନୁହେଁ। ତେଣୁ ଏହି ସବୁ ଯୁଦ୍ଧ ସମୟରେ ଯେତେବେଳେ ମାନବ ଶରୀରରୁ ଦେବତା ଚାଲିଯିବେ ସେତେବେଳେ ପାକିସ୍ତାନ କଣ କରିବ ନା ଚୀନ କଣ କରିପାରିବ।

ମହାପୁରୁଷ ଅଚୁତ୍ୟାନନ୍ଦ କହିଛନ୍ତିଯେ ପୃଥିବୀର ଏକ ବିରାଟ ଆଧ୍ୟାତ୍ମିକ ଦେଶ ଯେଉଁଠାରେ ଆଧ୍ୟାତ୍ମିକତା ଶକ୍ତି ଭରି ରହିଛି ଏଠାରେ ଜ୍ଞ୍ୟାନୀ ଗୁଣିମାନେ ରହିଛନ୍ତ। ଭାରତର ଆଧ୍ୟାତ୍ମିକ ଶକ୍ତି ଆଗରେ ଅନ୍ୟ ଦେଶର ଶକ୍ତି ହାର ମାନିବ। ସେହିପରି ଋଷିଆର ସମର୍ଥନ ମିଳିଲେ ଭାରତକୁ କେହି କେବେ ହରେଇ ପାରିବେ ନାହିଁ ବୋଲି ତଥ୍ୟରେ ବର୍ଣ୍ଣନା କରାଯାଇଛି।

Leave a Reply

Your email address will not be published. Required fields are marked *