ସଲମାନ ଖାଁଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ତାଙ୍କ ପଡୋଶୀ, ବର୍ତମାନ କୋର୍ଟରେ ପହଞ୍ଚିଲା କେସ ! ଜାଣନ୍ତୁ କଣ ଅଭିଯୋଗ ହୋଇଛି ?

ଆମେ ସବୁ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରୁ , ଆଉ ତା ସହ ଫିଲ୍ମରେ କାର୍ଯ୍ୟ କରୁଥିଲା ଅଭିନେତା ମାନଂକୁ ମଧ୍ୟ ବହୁତ ପସନ୍ଦ କରୁ।ତେବେ କେହି କେହି ଏହି ଫିଲ୍ମ କଳାକର୍ ମାନଂକର ବହୁତ ବଡ଼ ଫେନ ହୋଇ ଥାନ୍ତି। ତେବେ ବଲିଉଡ଼ ରେ ଅନେକ କଳାକାର ରହିଛନ୍ତି ,ଯେଉଁ ମାନେ ସୋସିଆଲ ମିଡିଆରେ ବହୁତ ସକ୍ରିୟ୍ ରହିଛନ୍ତି।

ଲୋକ ମାନଂକୁ ତାଙ୍କ ଲାଇଫ ଷ୍ଟାଇଲ୍ , ତାଙ୍କର ପର୍ସୋନାଲ ଲାଇଫକୁ ଜାଣିବାକୁ ଚାହିଁ ଥାନ୍ତି। ତେବେ ସେହି ଅଭିନେତା ମାନେ ଅନେକ ଫୋଟ ମଧ୍ୟ ପୋଷ୍ଟ କରିଥାନ୍ତି । ଯାହା ତାଙ୍କ ଫେନ ମାନଂକୁ ବହୁତ ଭଲ ଲାଗି ଥାଏ।ତାଙ୍କର ଅନେକ ପୋଷ୍ଟ , ତାଙ୍କ ବିଷୟରେ ଅନେକ ଖବର ସୋସିଆଲ ମିଡିଆରେ ଭାଇରଲ ହୋଇ ଥାଏ।

ତେବେ ଆପଣ ସମସ୍ତେବଲିଉଡ଼ର ଲୋକ ପ୍ରିୟ ଅଭିନେତା ସଲମାନ୍ ଖାନଙ୍କୁ। ତେବେ ସିଏ ଜଣେ ପୁରୁଣା ଆଉ ବହୁତ ପପୁଲର୍ ଅଭିନେତା । ତାଙ୍କର ଅନେକ ଫିଲ୍ମ ବହୁତ ଫେମସ ହୋଇଛି। ଲୋକମାନେ ମଧ୍ୟ ତାଙ୍କର ଫିଲ୍ମକୁ ଦେଖିବାକୁ ବହୁତ ପସନ୍ଦ କରନ୍ତି । ବଲିଉଡରେ ସେ ଜଣେ ନାମି ଦାମୀ କଳାକାର ଭାବରେ ଚି଼ହ୍ନା । ତେବେ ଏବେ ସୋସିଆଲ ମିଡ଼ିଆରେ ଏକ ଖବର ଶୁଣିବାକୁ ମିଳୁଛି କି ସଲମାନ ଖାନ ଓ ତାଙ୍କ ପଡୋଶୀ କେତନଙ୍କ ଭିତରେ ବିବାଦ ସୃଷ୍ଟି ହୋଇଛି।

ତେବେ ଏହି ମାମଲାଟି ଯାଇ କୋର୍ଟ ରେ ପହଂଚିଲାଣି । ସଲମାନ ତାଙ୍କ ପୋଡେଶୀଙ୍କ ଉପରେ ମାନ ହାନି କେଶ କରିଛନ୍ତି। ତେବେ ସଲମାନଙ୍କ କହିବା ଅନୁସାରେ କେତନ ତାଙ୍କ ଉପରେ ଅନେକ ମିଛ ଅଭିଯୋଗ କରିଛନ୍ତି , ତାଙ୍କ ବିଷୟରେ ଅନେକ ମିଛ କଥା କହୁଛନ୍ତି।

ତେବେ ଏହି ପୁରା ଘଟଣାଟି ସଲମାନଙ୍କ ପୁରା ଫାର୍ମ ହାଉସ ଆଉ ତାଙ୍କ ଜମି କୁ ନେଇ ହୋଇଛି। ତେବେ ତାଙ୍କ ପୋଡ଼ସି ଙ୍କ ଅଭିଯୋଗ ଅନୁସାରେ ଏହି ମାମଲାରେ ସଲମାନଙ୍କ ଉପରେ ଛୋଟ ପିଲାଙ୍କ ତସକରି କରୁଥିବା ଓ ଡି ଗ୍ୟାଙ୍ଗଙ୍କ ସହ ଜଡିତ ଥିବାର ଆରୋପ ମଧ୍ୟ ଲାଗିଛି।

ତେବେ ଖାଲି ସେତିକି ନୁହଁ , ସଲମାନଙ୍କ ଫାର୍ମ ହାଉସ ତଳେ ଅଭିନେତା ମାନଂକର ସବ ପୋତା ଯାଇଛି।ତେବେ ସଲମାନଙ୍କ ଜମି ପାଖରେ କେତନଙ୍କର ଜମି ରହିଛି। ତେବେ କେତନଙ୍କ କହିବା ଅନୁସାରେ ସଲମାନ କେତନ ଙ୍କ ଜମି କୁ ଯିବା ପାଇଁ ରାସ୍ତା ବନ୍ଦ କୋରିଦେଇଛନ୍ତି।ଆଉ. ତା ସହ ସେ ଅନେକ ୟୁଟୁବ ଚେନେଲ ରେ ସଲମାନ ଙ୍କ ବିରୋଧ ରେ ଅନେକ ଆରୋପ ମଧ୍ୟ ଲଗାଇ ଛନ୍ତି।

କେତନ ସଲମାନଙ୍କ ଧର୍ମ ଉପରେ ମଧ୍ୟ କମେଣ୍ଟ କରିଛନ୍ତି। ତେବେ ଏହି ସବୁ ଆରୋପକୁ ଦେଖି ସଲମାନ ତାଙ୍କ ଓକିଲ ମାଧ୍ୟମ ରେ ଏହି ସବୁ ମିଛ ବୋଲି ସେ କହିଛନ୍ତି। ତେଣୁ ସେ କେତନ ଉପରେ ମାନ ହାନି କେଶ ଲଗାଇଛନ୍ତି।

Leave a Reply

Your email address will not be published. Required fields are marked *