ଝିଅଟିକୁ ସର୍ଟ ଭିଡିଓ ବନେଇବା ପଡିଗଲା ମହଙ୍ଗା ! ଝିଅଟି ସହିତ ଯାହା ହେଲା ନା…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ

ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି କିଛି ଘଟଣା ଆସନ୍ତୁ ଜାଣିବା । ଆଉ ଆପଣ ଏହି ଘଟଣା ସମ୍ବନ୍ଧ ରେ ପଢିବା ପରେ ହସି ହସି ନାକେଦମ୍ ହୋଇଯିବେ ।

ତେବେ ଗୋଟିଏ ପେଟ୍ରୋଲ ପମ୍ପ ରେ ଗୋଟିଏ ଗାଡ଼ି ପେଟ୍ରୋଲ ପାଇଁ ଆସିଥିଲା ଓ ଅନ୍ୟ ଏକ ଗାଡ଼ିରେ କିଛି ବଦମାସ୍ ଯୁବକ ଆସି ଚୋରି କରିବା ପାଇଁ ଆସୁଥିବା ସମୟରେ ସେହି ତେଲ ପକାଇଥିବା ବ୍ୟକ୍ତି ତାଙ୍କ ଉପରକୁ ସେହି ପେଟ୍ରୋଲ ସ୍ପ୍ରେ କରିବାକୁ ଲାଗିଲେ ଯାହା ପାଇଁ ସେମାନେ ଡରିଯାଇ ଦୌଡ଼ିବାକୁ ଲାଗିଲେ ।

ଆଉ ଗୋଟିଏ ସ୍ଥାନ ରେ ସେହି ଭଳି ବର ଓ କନ୍ୟା ବାହା ଘର ପାଇଁ ବେଦି ପାଖକୁ ଆସି ସାରିଥିଲେ ହେଲେ ଶେଷ ରେ ଏହା ଦେଖିବା ପାଇଁ ପଡିଲା ବର ଦୌତୁକ୍ ଦାବି କରି ବସିଲା । କହିଲେ ଯଦି ମୋତେ ବୁଲେଟ ନଦେବେ ମୁଁ ଏଠୁ ଯିବିନି ଓ ଏହା ପରେ କନ୍ୟା ଘର ଲୋକ ମାନେ ତାଙ୍କୁ ୨ ଲକ୍ଷ ଟଙ୍କା ର ଚେକ୍ ଦେବା ପରେ ବର ଏହାକୁ ଫୋପାଡି ଦେଇଥିଲେ । ଏହି ସବୁ ଘଟଣା କନ୍ୟା ଶୁଣିବାପରେ ବାହା ହେବା ପାଇଁ ମନା କରି ଦେଇଥିଲେ ଓ ପୋଲିସ ଡକାଇଥିଲେ । ବର ଓ ତା ବାପା ଙ୍କୁ ଗାଁ ଲୋକ ଅଟକ ରଖିଲେ ।

ସାଧାରଣ ଜୀବନରେ ଆମେ ସଦା ସର୍ବଦା ମୋବାଇଲ ସହିତ ବ୍ୟସ୍ତ ରହିଥାଏ , ମୋବାଇଲ ପାଇଁ ଲୋକ ରାସ୍ତା ରେ କେଉଁଠି କେଉଁଠି ଧକ୍କା ଖାଇଥାନ୍ତି । ସେହି ଭଳି ଜଣେ ବ୍ୟକ୍ତି ଭିଡିଓ କରିବା ପାଇଁ ଯାଉଥିଲେ ବନ୍ୟା ହୋଇଥିବା ସମୟରେ ସାଧାରଣ ଅସାବଧାନତା ପାଇଁ ସେ ଯାଇ ନାଳ ଭିତରେ ପଶି ଗଲେ । ଏହା ଦେଖି ଆପଣ ସମସ୍ତେ ସତର୍କ ହୋଇଯାଆନ୍ତୁ । ଆଉ ଗୋଟିଏ ସ୍ଥାନ ରେ ଠିକ୍ ସେହି ଭଳି ଜଣେ ଯୋଗ ଗୁରୁ ଯୋଗ କରୁଥିବା ସମୟରେ ଉପରୁ ତଳକୁ ଓଲୋଟିକି ପଡ଼ିଲେ ଏଭଳି ଭାବରେ ଯାହା ଦେଖି ଶ୍ରଦ୍ଧାଳୁ ମାନେ ଖୁବ୍ ହସିବାକୁ ଲାଗିଲେ ।

Leave a Reply

Your email address will not be published. Required fields are marked *