ସେ ମୋର ଉଲଗ୍ନ ଭିଡିଓ ରଖିଛି ! ମିଲନ କହଁର ମତେ ଭୁବନେଶ୍ବର ଆଣି ଦେହ ବ୍ୟବସାୟ କରୁଥିଲା…..ଦେଖନ୍ତୁ ଭିଡ଼ିଓ

ସମାଜ ବର୍ତମାନ ଅଧପତନ ରେ ଯାଇ ପଡିଛି । ଏଠାରେ ନାରୀ ମାନଙ୍କୁ ସମ୍ମାନ ନାହିଁ । ଅବଶ୍ୟ ଏହି କ୍ଷେତ୍ର ରେ କିଛି ନାରୀ ଙ୍କ ର ମଧ୍ୟ ଦୋଷ ରହୁଚି କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତମାନ ର ସମୟ ଭାରି ଜଟିଳତର । ସମାଜ ନାରୀ ମାନଙ୍କୁ ଖେଳନା ଭାବେ ଦେଖୁଚି । ନାରୀ ମାନଙ୍କ ଇଜ୍ଜତ୍ ବର୍ତମାନ ବଜାର ରେ ଘୁରି ବୁଲୁଛି । ତେବେ ସମସ୍ତ ଦୁର୍ଘଟଣା ମଧ୍ୟରେ ନାରୀ ଙ୍କ ସହିତ ହେଉଥିବା ଏପରି କାର୍ଯ୍ୟ ମଧ୍ୟ ଏକ ଦୁର୍ଘଟଣା ।

ପ୍ରତି ଟି ମୁହୂର୍ତ୍ତ ରେ ଦୁର୍ଘଟଣା ଆଖି ଖୋଲି ଚାହିଁ ରହିଛି । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ । ତେବେ ଯେତେ ପର୍ଯ୍ୟନ୍ତ ନାରୀ ମାନଙ୍କୁ ଏପରି ଅସମ୍ମାନ କରାଯାଉଥିବ , ସମାଜ ସେତେ ଅଧପତାନ ହେଉଥିବା ।

ତେବେ ଗୋଟିଏ ମନୁଷ୍ୟ ଜୀବନରେ ଯେମିତି ଖାଦ୍ୟ, ଶୋଇବା, ପାଣିର ଆବଶ୍ୟକ ହୋଇଥାଏ । ସେହିଭଳି ଯୌନ ସମ୍ପର୍କର ବି ଆବଶ୍ୟକ ଥାଏ । ଯୌବନ ଅଛି ମାନେ ଶରୀରକୁ ଉପଭୋଗ କରନ୍ତୁ , ଉତ୍ସାହ ଆଣନ୍ତୁ ଏବଂ ମନରେ କର୍ମ ପ୍ରରଣା ଆଣନ୍ତୁ । ସୁସ୍ଥ ଜୀବନଯାପନ ପାଇଁ ଯୌନ ସଂପର୍କ ନିହାତି ଆବଶ୍ୟକ । କିନ୍ତୁ ଏହି ସମ୍ପର୍କ ନିଜ ବାନ୍ଧବୀ ସହିତ ରଖିବା ଉଚିତ୍ ।

କୌଣସି ନାରୀ ସହିତ ଜୋର୍ ଜବରଦସ୍ତ କରି ସମ୍ପର୍କ ରଖିବା ଆଦୌ ଉଚିତ୍ ନୁହେଁ । କାରଣ ଏହା ଆଇନତଃ ଅପରାଧ । ତେବେ ଏହିପରି ଦୁଷ୍କର୍ମ ତଥା ବଳାତ୍କାର ଆଜି କାଲି ସାଧାରଣ ଘଟଣା ରେ ପରିବର୍ତ୍ତନ ହୋଇଗଲାଣି । କାରଣ ଦୋଷୀ କୁ ଉଚିତ୍ ଦଣ୍ଡ ମିଳୁନାହିଁ । ପଇସା ଅଧିକ ଦେଇ ଦୋଷୀ ଖସି ପଳାଇ ଯାଉଛି । ଯାହାଦ୍ବାରା ଆଜି ଆମ ଦେଶରେ ନାରୀ ମାନଙ୍କ ଜୀବନ ସୁରକ୍ଷିତ ନୁହେଁ ।

ସେହିପରି ମିଲନ ନାମକ ଏକ ବ୍ୟକ୍ତି କନ୍ଧମାଳରୁ ଜଣେ ଝିଅକୁ ଆଲବମ୍ କୁଇନ୍ କରିବାକୁ ଆଣି ଭୁବନେଶ୍ଵର ରେ ସମ୍ପର୍କ ରଖି ତାକୁ କଲ୍ ଗାର୍ଲ୍ କରିଦେଇଛନ୍ତି । ଅନେକ ନଗ୍ନ ଭିଡିଓ ମୋବାଇଲ ରେ ଶୁଟ କରି ଧମକ ଦଉଛନ୍ତି । ପାଖା ପାଖି ଚାରି ବର୍ଷ ଧରି ଅତ୍ୟାଚାର କରି ଶାରୀରିକ ସମ୍ପର୍କ ରଖିଥିଲେ ଓ ଦେହ ବ୍ୟବସାୟ ରେ ଲିପ୍ତ କରିଦେଇଥିଲେ ଏହି ମହିଳାଙ୍କୁ ।

ତେବେ ସେ କୌଣସି ମତେ ଆଡ୍ଡା ରୁ ଖସି ଆସି ଭୁବନେଶ୍ଵର ଓ ଫୁଲବାଣୀ ପୋଲିସ , ଦୁଇଟି ଥାନା ରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କିଛି ନ ବୁଝିବା ରୁ ମହିଳା ଜନକ ଆସି ଦ୍ବାରସ୍ଥ ହୋଇଛନ୍ତି ମହିଳା କମିଶନର ଙ୍କ ପାଖରେ । ତେବେ ପୋଲିସ କୌଣସି ଘଟଣା ନ ବୁଝି ବରଂ ମହିଳା ଙ୍କୁ ଓ ତାଙ୍କ ସ୍ବାମୀ ଙ୍କୁ ସେଠାରୁ ଗାଳି ଗୁଲଜ କରି ତାଡ଼ି ଦେଇଥିବା କହିଛନ୍ତି ସେ । କାରଣ ମିଲନଙ୍କ ପଛରେ ଅନେକ ବଡ଼ ବଡ଼ ନେତାଙ୍କ ହାତ ରହିଛି ।

Leave a Reply

Your email address will not be published. Required fields are marked *