ଷ୍ଟ୍ରିଟ କ୍ରିକେଟ ଖେଳୁଛନ୍ତି ବୃଦ୍ଧ,ମାରୁଛନ୍ତି ଚୌକା ଛକା,ଦେଖନ୍ତୁ କିପରି ପିଲାଙ୍କ ସହ ଖେଳରେ ମଜିଲେ ବୃଦ୍ଧ !

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି।

ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ଆଜିକାଲି ସୋସିଆଲ୍ ମିଡିଆରେ ଏଭଳି କିଛି ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯାହା ଆମକୁ ଆଶ୍ଚର୍ଯ୍ୟ କରିବା ସହ ଆଉ ଏହା ଖୁବ୍ କୌତୁହଳ ସୃଷ୍ଟି କରିଥାଏ। ପ୍ରତିଦିନ ତ ସୋସିଆଲ୍ ମିଡିଆରେ ହଜାର ହଜାର ଖବର ପ୍ରକାଶ ପାଇଥାଏ, ହଜାର ଫଟୋ ଏବଂ ଭିଡିଓ ଆଦି ମଧ୍ୟ ଦେଖିବାକୁ ମିଳିଥାଏ

ହେଲେ ସେହି ସବୁ ମଧ୍ୟରୁ କିଛି ଭିଡିଓରେ ଏପରି ଭିନ୍ନ ହୋଇଥାଏ କି ଲୋକମାନେ ତାହାକୁ ବହୁ ମାତ୍ରାରେ ଦେଖିବା ସହ ପସନ୍ଦ କରିଥାଆନ୍ତି ଏବଂ ଅନେକ ମାତ୍ରାରେ ଏହାକୁ ସେୟାର୍ ମଧ୍ୟ କରି ଥାଆନ୍ତି। ଆମେ ଆଜି ଆପଣ ମାନଙ୍କୁ ସେହି ପରି ଏକ ଭାଇରାଲ୍ ଭିଡିଓ ସମ୍ପର୍କରେ କହିବୁ ଯାହାକି ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରାଇବା ସହ କିଛି ଶିକ୍ଷା ମଧ୍ୟ ଦେବ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଦେଖିବାକୁ ମିଳିଥିଲା କି ଜଣେ ବୃଦ୍ଧ ବ୍ୟକ୍ତି କ୍ରିକେଟ ଖେଳୁଛନ୍ତି, ତାଙ୍କ ଶରୀରରକୁ ଦେଖିଲେ ଲାଗିବ ସେ ୭୦ ବର୍ଷର ବୁଢ଼ା। ହେଲେ ତାଙ୍କର ଖେଳ ଏବଂ ଖେଳ ପାଇଁ ଥିବା ଜୋସ୍ କୁ ଦେଖିଲେ ଲାଗିବ ସେ ୧୮,୧୯ ବର୍ଷର ପିଲା ପରି।

କାରଣ ସେ ଏତେ ଫ୍ରି ହୋଇ କ୍ରିକେଟ ଖେଳୁଛନ୍ତି ଯେ ଯିଏ କେହି ନଦେଖିଲେ ହୁଏତ ବିଶ୍ୱାସ କରିବନି। ତାଙ୍କର ଏହି ଖେଳକୁ ଦେଖି ସେଠାରେ ଥିବା ପିଲାମାନେ ଖୁସିରେ ପାଟି କରିବାକୁ ଲାଗିଥିଲେ, ଆଉ ସେ ଯେତେବେଳେ ସଟ୍ ଖେଳି ରନ୍ ନେବାକୁ ଲାଗିଥିଲେ ସେତେବେଳେ ତ ତାଙ୍କ ପାଖରେ ଏକ ଅଲଗା ହି ଜୋସ୍ ଥିଲା।

Leave a Reply

Your email address will not be published. Required fields are marked *