ଏହି ବାଘୁଣୀ ଏକାକୀ ୪୩୬ ଜଣଙ୍କୁ ମାରି ଖାଇଗଲା ପରନ୍ତୁ ଗୋଟେ ଦିନ ଯାହା ହବାର ନଥିଲା ତାହା ହେଲା,ଦେଖନ୍ତୁ ଭିଡ଼ିଓ

ସ୍ମାର୍ଟ୍ ଫୋନ୍ ଯୋଗୁ ଯେ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି ସମସ୍ତ ଘଟଣା । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ତେବେ ଆମେ ବାଘ ଆତଙ୍କ ବିଷୟ ରେ ଅନେକ ଖବର ଶୁଣିବାକୁ ପାଇଥାଉ ବା ଖବର କାଗଜ ରେ ପଢିଥାଉ । ତେବେ ଗୋଟିଏ ଭିଡିଓ ବର୍ତମାନ ୟୁଟ୍ୟୁବରେ ଦେଖିବାକୁ ମିଳୁଛି ଯେଉଁଥିରେ ଗୋଟିଏ ବାଘୁଣୀ କଥା କୁହାଯାଇଛି । ସେ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଲୋକ ଙ୍କୁ ଶିକାର କରିଛି । ଯାହା ଫଳରେ ଗିନିଜ୍ ବୁକ୍ ରେ ତା ନାମ ରହିଛି । ତେବେ ସେହି ବାଘୁଣୀ ଟି ର ନାମ ଚମ୍ପାବତ୍ ବୋଲି ରହିଛି । ତେବେ ସେ ଅନେକ ହିଂସ୍ର ଥିଲା । ପ୍ରଥମତଃ ସେ ନେପାଲ ରେ ରହୁଥିଲା । ସେଠାରେ ରହି ପାଖାପାଖି ୨୦୦ ଲୋକ ଙ୍କୁ ମାରି ଦେଇଥିଲା ।

ତେବେ ମଣିଷ ଯେତେବେଳେ କାହାକୁ ମାରେ , ଥରେ ମାରେ ଓ ଜୀବନ ନେଇଯାଏ । କିନ୍ତୁ ବାଘୁଣୀ ଯେତେବେଳେ ମାରେ ବାରମ୍ବାର ମାରି କ୍ଷତ ବିଖ୍ୟତ କରିଦିଏ । ଯାହା ଫଳରେ ସେଠାକାର ସରକାର , ଏହି ବାଘୁଣୀ ଟି କୁ ମାରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିଥିଲେ ଓ ଆର୍ମି ଯବାନ ନୀୟତ କରିଥିଲେ । କିନ୍ତୁ ଏତେ ଜଣ ଯବାନ ମିଶି ମଧ୍ୟ ମାରିପାରିଲେନାହି । ବରଂ ଅନେକ ଜଣ କ୍ଷତ ବିଖ୍ୟତ ହୋଇଗଲେ । ତେବେ ସେଠାରେ ତାକୁ ବଣ ଛାଡ଼ି ପଳାଇବାକୁ ବଶବର୍ତ୍ତୀ କରିଦେଲେ ।

ସେ ସେଠାରୁ ଆସି ଭାରତ ର ଉତ୍ତରାଖଣ୍ଡ ରେ ପ୍ରବେଶ କରିଲା । ସେଠାରେ ମଧ୍ୟ ଅନେକ ଲୋକ ଙ୍କୁ ମାରି ପକାଇଲା । ପାଖାପାଖି ୨୩୬ ଜଣ କୁ ମାରିଲା ପରେ ବିଖ୍ୟାତ ଶିକାରୀ ଙ୍କୁ ଖୋଜା ହେଲା ଏହି ବାଘୁଣୀ ଟି ର ଶିକାର କରିବା ପାଇଁ । ସେହି ସମୟ ର ବିଖ୍ୟାତ ଶିକାରୀ ଜିନ କର୍ବେଟ ଙ୍କୁ ଆସିବାକୁ ପଡ଼ିଲା । ସେ ଆସି ନାନା ପ୍ରକାର ଫନ୍ଦ କରିଥିଲେ । କିନ୍ତୁ ତା ପରେ ମଧ୍ୟ ମାରିପାରିନଥିଲେ । ତା ପରେ ଦିନେ ଗ୍ରାମ ର ଲୋକ ଙ୍କ ସାହାଯ୍ୟ ରେ ସେହି ବାଘୁଣୀ ଟି କୁ ମାରି ଦେଇଥିଲେ । ତେବେ ସରକାର ଙ୍କ ରେକର୍ଡ ଅନୁସାରେ ସେହି ବାଘୁଣୀ ଟି ମୋଟ ୪୩୬ ଜଣ ଙ୍କୁ ତା ଶିକାର ବନାଇଥିଲା ।

Leave a Reply

Your email address will not be published. Required fields are marked *